Latest Odisha News

BREAKING NEWS

ଧଳାଚାଦରରେ ଘୋଡ଼େଇ ହୋଇଛି ରାଜ୍ୟ, ସବୁଠି ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଯେପରି ଧଳାଚାଦରରେ ଘୋଡ଼େଇ ହୋଇଛି ସହରଠୁ ପଲ୍ଲୀ । ସକାଳୁ ୮ଟା ଯାଏ ବି ରାସ୍ତା ପରିଷ୍କାର ଦେଖାଯାଉନଥିଲା । ଏୟାରପୋର୍ଟ ଅଞ୍ଚଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା ମିଳିଛି । ଟ୍ୱିନ ସିଟି…

ଜଜ୍‌ଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାରେ ଏଯାବତ୍ ୧୨ ଓକିଲ ଗିରଫ; ୧୪୪ ଧାରା ବଳବତ୍ତର

ସମ୍ୱଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ସମ୍ୱଲପୁରରେ ଆନ୍ଦୋଳନ ଉଗ୍ରରୂପ ନେଇଛି । ଘଟଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଓକିଲ ଗିରଫ ହୋଇଛନ୍ତି । ୯…

ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଭେଟି, ତୋର ମୋର କଟି । ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍ ହୋଇଛି । ଝିଲିକ ମୋସନ୍ ପିକଚର୍ସର ତୃତୀୟ ଭେଟି, ତୋର ମୋର କଟି ।  ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ୍ ହୋଇଛି । ଅଭିନେତ୍ରୀରୁ ପ୍ରଯୋଜିକା…

ମୋ ବସ୍ ଭିତରୁ ୪୨ ହଜାର ଟଙ୍କା ଚୋରି; ଥାନାରେ ଏତଲା

ଭୁବନେଶ୍ୱର : ଚୋରଙ୍କ ଟାର୍ଗେଟରେ ମୋ ବସ୍ ଯାତ୍ରୀ । ରାଜଧାନୀରେ ପୁଣି ମୋ ବସ୍ ରୁ ଚୋରି। ଲୁଟ୍ ର ଶିକାର ହୋଇଛନ୍ତି ଏକ ଦମ୍ପତ୍ତି । ବିରଞ୍ଚି ସେଠୀ ତାଙ୍କ ପତ୍ନୀଙ୍କ ସହିତ ମୋ ବସ୍ ରେ ଯାଉଥିବା ବେଳେ ଚୋର କୌଶଳକ୍ରମେ ପର୍ସ ନେଇଯାଇଛି । ପର୍ସରେ ୪୨ ହଜାର ଟଙ୍କା ଥିବା କଥା ବିରଞ୍ଚି…

ସମ୍ୱଲପୁରରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ପୋଲିସ ସହ ମୁହାଁମୁହିଁ

ସମ୍ୱଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା । ରଣକ୍ଷେତ୍ର ପାଲଟିଲା ସମ୍ୱଲପୁର କଚେରୀ ଛକ । ପୁଣି ଥରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଓକିଲ ସଂଘ ସଦସ୍ୟ କହିଛନ୍ତିଯେ, ୭୦ ବର୍ଷ ଇତିହାସରେ କଳକ ଲଗାଇଛି ପୋଲିସ  ।  ବୃଦ୍ଧା, ମହିଳା ଓ କିନ୍ନର ବି ସତ୍ୟାଗ୍ରହରେ…

ଥରୁଛି ସାରା ଦେଶ, ଦିଲ୍ଲୀଠୁ ଲାକ୍ଷାଦ୍ୱୀପ ଶୀତର ପ୍ରକୋପ

ନୂଆଦିଲ୍ଲୀ: ଶୀତରେ ଥରୁଛି ଭାରତ । ରାଜଧାନୀ ଦିଲ୍ଲୀ  ସମେତ ଉତ୍ତରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ପ୍ରବଳ ଥଣ୍ଡା  । ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଟାଣ ଖରା ସତ୍ତ୍ୱେ କମ୍ପାଉଛି ଥଣ୍ଡା । ରାତିରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହୁଛି । ଆଗକୁ ଆହୁରି ଶୀତ ବଢିବ ବୋଲି ଜଣାପଡିଛି…

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ,…

ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଆଜି ଶପଥପାଠ

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବର୍ଷା ବିଜେଡିର ପ୍ରାର୍ଥିନୀ ଭାବେ ଚଳିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୬…

ଭୁପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ଇନିଂସ : ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେବେ ଶପଥ

ସୁରଟ: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ତାଙ୍କୁ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଦେବେ ।  ଦେବବ୍ରତ ଗାନ୍ଧୀନଗରରେ ନୂଆ ସଚିବାଳୟ ନିକଟସ୍ଥ ହ୍ୟାଲିପ୍ୟାଡ୍ ଗ୍ରାଉଣ୍ଡରେ ଏଥିପାଇଁ ଭବ୍ୟ ସମାରୋହର…

ଭୁଜାଲି ଦେଖାଇ ଲୁଟିନେଲେ ତିନିଲକ୍ଷ ଟଙ୍କା

ଅନୁଗୁଳ: ଭୁଜାଲି ଲଗାଇ ଲୁଟିନେଲେ ୩ ଲକ୍ଷ ଟଙ୍କା ।  ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୂରରେ ଲୁଟ୍ । ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି…