Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ଵରରେ ପହଞ୍ଚିଲେ ଜେପି ନଡ୍ଡା, ବ୍ରହ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେକୁ କରିବେ ସମ୍ବୋଧିନ

ଭୁବନେଶ୍ଵର: ଏକାସଙ୍ଗେ ବିଧାନସଭା ଓ ଲୋକସଭା ଲଢେଇ ପାଇଁ ତୟାର ରହିଛି ଓଡ଼ିଶା । ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କୁ ବିଭିନ୍ନ ପ୍ରକାରେ ନିଜ ଆଡକୁ ଟାଣିବାକୁ ରଣକୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ମୈଦାନକୁ ଓହ୍ଲାଇଲେଣି ଷ୍ଟାର ପ୍ରଚାରକ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦାବି କଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ମାର୍ଚ୍ଚ ୧୬ରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛି CMO । ବିଜେଡିର ଜଣେ ନେତାଙ୍କ ସହ CMOର ଜଣେ…

ନିର୍ବାଚନ ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଂ, ଯାଞ୍ଚ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କାର୍‌ ଯାଞ୍ଚ ବେଳେ କାରରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । କିଏ ଓ କେଉଁ ପରିସ୍ଥିତିରେ ଟଙ୍କା ନେଉଥିଲେ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଟଙ୍କା ଜବତ ବେଳେ…

୪୩.୨ ଡିଗ୍ରୀ ତାପମାତ୍ରାରେ ସିଝିଲା ରାଜଧାନୀ ଭୁବନେଶ୍ଵର

ଭୁବନେଶ୍ଵର: ଦିନ କୁ ଦିନ ଉଗ୍ର ହେବାରେ ଲାଗିଛି ଗ୍ରୀଷ୍ମପ୍ରବାହ । ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ସୂର୍ଯ୍ୟୋଦୟରୁ ତାତିର ପ୍ରଭାବ ଆରମ୍ଭ ହେଉଥିବା ବେଳେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏପ୍ରିଲ ମାସରେ…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, କହିଲା ଚାରିଦ୍ୱାର ନଖୋଲି ରାଜ୍ୟ ସରକାର ମହାପ୍ରଭୁଙ୍କ ଭକ୍ତଙ୍କୁ ଯନ୍ତ୍ରଣା…

ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖ୍ୟମନ୍ତ୍ରୀ ଅନିଲ ବିଶ୍ଵାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ…

ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ, ଶତାଧିକ ଆକ୍ରାନ୍ତ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଆଉ କିଛି ମାସ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣ ଆଖି ବୁଜି ସାରିଥିବା…

ଟ୍ୱିନସିଟିକୁ ପୁଣି ରେଡ ଆଲର୍ଟ, ଆଜି ସାଢେ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର

ଭୁବନେଶ୍ଵର: ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ରାଜଧାନୀ । ନିଆଁର କର୍ଫ୍ୟୁରେ ସନ୍ତୁଳି ହେଉଛି ଟ୍ଵିନସିଟି । ଗତ ୧୦ ଦିନ ହେଲା ଟ୍ୱିନସିଟିରେ ଆକାଶ ଖସୁଛି ନିଆଁଝୁଲ। ସେପଟେ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ପାଇଁ ଆଜି ମଧ୍ୟ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ରେଡ-ଆଲର୍ଟ…

ଓଡିଶାରେ ରାହୁଲ ଗାନ୍ଧି, ସାଲେପୁରରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗରେ ସାଲେପୁର ଯାଉଛନ୍ତି ରାହୁଲ ଗାନ୍ଧି । ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ…

ମେ ୬ରୁ ଓଜେଇଇ, ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ଵର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଆସନ୍ତା ମେ’୬ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି (କମ୍ପ୍ୟୁଟର ବେସ ଟେଷ୍ଟ) ମୋଡରେ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ଆଡମିଟ୍ କାର୍ଡ ଡାଉନଲୋଡ ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ ତାଙ୍କ ଆଡମିଟ୍ କାର୍ଡ…

ଆସନ୍ତା ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ୨୦୧୯ ଭଳି ଏଥର ମଧ୍ୟ ଚଳିତ ନିର୍ବାଚନରେ ଦୁଇଟି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି ନବୀନ । ଆଗକୁ ନିର୍ବାଚନ…