Latest Odisha News

BREAKING NEWS

Browsing Category

ସହର

City

ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ, ପରିବହନ ବିଭାଗର ହଁ କିନ୍ତୁ ଡ୍ରାଇଭର କହୁଛନ୍ତି କିଛି ଅଲଗା କଥା

ଭୁବନେଶ୍ଵର: ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ଓ ଆନ୍ଦୋଳନ ଜାରି ରହିବ…

ବିନା ପ୍ରେସକ୍ରିପସନ ରେ ଆଉ ମିଳିବନି ପ୍ରେଷ୍ଟିସାଇଡ: କୃଷି ସଚିବ

ଭୁବନେଶ୍ବର: ବିନା ପ୍ରେସକ୍ରିପସନ ରେ ମିଳିବନି ପ୍ରେଷ୍ଟିସାଇଡ । ପରିବେଶ, କୃଷି ଓ ଲୋକଙ୍କ ସୁରକ୍ଷାକୁ ନେଇ ଏହି ପଦକ୍ଷେପ ନେବାରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ, ଓୟୁଏଟି ପରି ଶାଖାରୁ ପ୍ରେସକ୍ରିପସନ ଆସିବ । ତେବେ ଖୁବ ଶୀଘ୍ର…

ସର୍ବସାଧାରଣଙ୍କ ପାଇଁ ଆଜି ଖୋଲିଲା ରାଜଭବନ ଉଦ୍ୟାନ, ଏକାମ୍ର କାନନରେ ୧୩ ରୁ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଆଜି ଖୋଲିଲା ରାଜଭବନ ଉଦ୍ୟାନ । ପ୍ରଥମ ଦିନରେ ରାଜଭବନ ଉଦ୍ୟାନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏହା ଭିତରେ ବୁଲି ବିଭିନ୍ନ ରକମର ଫୁଲ ଦେଖି  ଆନନ୍ଦ ନେଉଛନ୍ତି ଲୋକେ । ଆଜି ଠାରୁ ଆସନ୍ତା ୨୦ ଜାନୁଆରୀ ଯାଏଁ ଉଦ୍ୟାନ ବୁଲି ପାରିବେ…

ହାଇଟେକ ହସ୍ପିଟାଲ ଟ୍ରାଜେଡି: ମୃତଦେହ ପରିଚୟ ଦ୍ବନ୍ଦ ଦୂର ପାଇଁ ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଜ୍ୟୋତି ଓ ଦିଲୀପଙ୍କ ମୃତ୍ୟୁ କୁ ନେଇ ଏବେ ଅନେକ ଦ୍ବନ୍ଦ ଦେଖାଦେଇଛି । ଆଉ ସମସ୍ତ ଦ୍ବନ୍ଦ ଦୂର କରିବାକୁ ଡିଏନଏ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ୍‌ ଅଧିକାରୀ । ପ୍ରଥମେ ଦିଲୀପ ସାମନ୍ତରାୟ ଙ୍କ ମୃତ୍ୟୁ…

ଚନ୍ଦ୍ରଶେଖରପୁରରେ ଜବରଦଖଲ ମୁକ୍ତ ହେଲା ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ ବେଆଇନ ଭାବେ ଜବରଦଖଲ ହୋଇଥିଲା । ଏହାକୁ ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଉଚ୍ଛେଦ କରାଯାଇଛି । ଏଥିରେ ୫ ଟି କ୍ୟାବିନ୍, ୨ ଟି ହୋଟେଲ, ୪ ଟି ପଲିଥିନି ନିର୍ମିତ ଦୋକାନ, ୩ ଟି ଟିଣ ସେଡ୍…

ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି: ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ପ୍ରଦେଶ କିଷାନ କଂଗ୍ରେସ ପ୍ରତିନିଧି…

ଭୁବନେଶ୍ୱର: ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ବଢିଚାଲିଛି । ଯାହାକୁ ନେଇ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ପ୍ରଦେଶ କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ଏହାର ଆଶୁ ପ୍ରତିକାର ପାଇଁ ରାଜ୍ୟପାଳଙ୍କୁ ୭ ଦଫା ସମ୍ବଳୀତ ଏକ ଦାବୀପତ୍ର ପ୍ରଦାନ…

ହାଇଟେକ୍ ମେଡିକାଲ ବିସ୍ଫୋରଣ ଟ୍ରାଜେଡି: କର୍ତ୍ତୁପକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ବର: ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଟ୍ରାଜେଡି । ଘଟଣାରେ ଗତ ୩୦ ତାରିଖରେ ଯୁବକ ଦିଲ୍ଲୀପ ସାମନ୍ତରାୟ ମୃତ୍ୟୁବରଣ କରିଥିବା କୁହାଯାଉଥିବା ବେଳେ, ଏବେ କିନ୍ତୁ ଦିଲ୍ଲୀପ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୁପକ୍ଷ । ଅନ୍ୟପଟେ ଏସବୁ ଭିତରେ ମାତ୍ର ୨ ବର୍ଷ ତଳେ…

STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩, ୭୫ ଅଭିଯୁକ୍ତ ହୋଇଥିଲେ ଗିରଫ

ଭୁବନେଶ୍ଵର: STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩ । ଗତ ବର୍ଷ ଏସଟିଏଫ୍ ୪୧ଟି ମାମଲା ରୁଜୁ କରି ଓଡିଶା ସମେତ ୬ ରାଜ୍ୟର ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏତଦବ୍ୟତୀତ ୮କିଲୋ ବ୍ରାଉନସୁଗର, ୪୫୬ କୁଇଣ୍ଟାଲ୍ ଗଞ୍ଜେଇ, ୨କେଜି ୮୮୦ ଗ୍ରାମର ଅଫିମ ଜବତ କରିଛି ଏସଟିଏଫ୍ । ଏଥିସହ ଲକ୍ଷ ଲକ୍ଷ…

ଡିପଫେକ୍ କୁ ନେଇ ତତ୍ପର କମିଶନରେଟ୍ ପୋଲିସ, ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ

ଭୁବନେଶ୍ଵର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନରେ ଡିପଫେକ୍ ସାଜିପାରେ ସବୁଠୁ ବଡ ବାଧକ । ସେଥିପାଇଁ ପୋଲିସ ମାନଙ୍କୁ ସଜାଗ ରହିବାକୁ ଦିଆଯାଇଛି ସ୍ଵତନ୍ତ୍ର ତାଲିମ | ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ…

ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର…