Latest Odisha News

BREAKING NEWS

Browsing Category

ସହର

City

ଜିଏସ୍‌ଟି ଅଧିକାରୀ ପରିଚୟ ଦେଇ ନେଇଥିଲେ ଲକ୍ଷେ ୪୦ ହଜାର ଟଙ୍କା, ୪ଜଣଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ନିଜକୁ ଜିଏସ୍‌ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟିଙ୍କ ଠାରୁ ଏକ ଲକ୍ଷ ୪୦ ହଜାର ଟଙ୍କା ଏବଂ ୬୦ ପ୍ୟାକେଟ୍‌ ପାନ୍‌ ମସଲା ନେଇଯିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲାର ଛତ୍ରପୁର ଥାନା ପୋଲିସ। ଗିରଫମାନେ ହେଲେ ବ୍ରହ୍ମପୁର ମୀନାକ୍ଷିନଗରର ସୀମାଞ୍ଚଳ…

ବ୍ରହ୍ମପୁରରେ ଘରୋଇ ହସପିଟାଲରେ ଜିଲାପାଳ, ଏସ୍‌ପିଙ୍କ ଚଢ଼ଉ

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ,…

ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍‌‌

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍‌‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ…

ହିନ୍ଦୀ ଶିକ୍ଷକଙ୍କ ଘରେ ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା…

ଭାଉଜଙ୍କ ଘରେ ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ମାମଲା ପରେ ତଦନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ନିକଟ ତୃପ୍ତିନଗର ତୃତୀୟ ଲେନ୍‌ରେ ଗୁରୁବାର ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ ପାତ୍ର। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ନେଇ ପ୍ରସ୍ତୁତି ବୈଠକ

ପୁରୀ: ଚଳିତ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ରହିଛି । ଏ ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ବିଭାଗକୁ ସେମାନଙ୍କ କାର୍ଯ୍ୟ ସୂଚାରୁରୂପେ କରିବା…

ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲା ସ୍କୁଲ ପରିସରରେ ଆଜି ଦିନିକିଆ ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ମନୋନୀତ ହୋଇଥିବା ଖେଳାଳିମାନେ ମଧ୍ୟପ୍ରଦେଶରେ ଜାନୁୟାରୀ ୩୦ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ହେବାକୁ ଥିବା ଖେଲୋ ଇଣ୍ଡିଆ…

ଓମଫେଡ୍ ପାର୍ଲରରେ ପାନ, ଗୁଟଖା ବିକ୍ରି ହୋଇପାରିବନି, କଟକଣା ଲଗାଇଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା । ଭୁବନେଶ୍ୱର ମହାନଗର ନିଗମ (ବିଏଏମସି) ଏହି କଟକଣା ଲଗାଇଛି । ଓମଫେଡ୍ ଓ ଓପୋଲଫେଡ୍ ପାର୍ଲର ପାଇଥିବା ଲିଜଧାରୀ  ଦୋକାନରେ ତମାଖୁ ସାମଗ୍ରୀ ବିକ୍ରି ନକରିପାରିବେ ନାହିଁ । ଏ ନେଇ ବିଏମସି ଚେତାବନୀ ଦେଇଛି।…

ବ୍ରହ୍ମପୁର ଉପକଣ୍ଠରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ (୫୯), ନକୁଳ ଗମାଙ୍ଗ (୨୮) ଓ ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧ୍ୟାପକ କ୍ବାର୍ଟରରୁ ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ବାର୍ଟର ପରିସରରୁ ଏକ ଅଜଗର ସାପକୁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ନେକ୍‌ ହେଲପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ କ୍ବାର୍ଟର ନମ୍ବର ବି-୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ…