Latest Odisha News

BREAKING NEWS

Browsing Category

ସହର

City

କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅପରାଜିତା ଷଡଙ୍ଗୀ 

ଭୁବନେଶ୍ୱର : ଭୁବନେଶ୍ୱର NISER ଠାରେ ହେବାକୁ ଥିବା କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।  ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ଠାରେ NISER  କ୍ୟାମ୍ପସ ମଧ୍ୟରେ ୬୫୦କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ଟାଟା ମେମୋରିଆଲ…

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଏହା ସହିତ ତାଳ ଦେଇ ବଢୁଛି ଅପରାଧିକ ମାମଲା । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବିଭିନ୍ନ ଅଭିଯୋଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ  । ଅପରାଧକୁ ରୋକିବା ସହ ଏଭଳି ଅପରାଧର ଶିକାର…

ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା , କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର:  ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା । ଯାହାଫଳରେ ଖରିଫ ବେଉଷଣ ସମୟରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଏଥିଯୋଗୁ ଫସଲ ଉତ୍ପାଦନ ପରିମାଣ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି  । ଏଥର ଭଲ ମୌସୁମୀ ବର୍ଷା ହୋଇଥିବାରୁ…

ନିଶା ବେପାରୀ ଚକ୍ରଧର ସାହୁ ଘର ଭାଙ୍ଗିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିଶା ବେପାରୀ ଚକ୍ରଧର ସାହୁର ଘର ଭାଙ୍ଗିଲା କମିଶନରେଟ ପୋଲିସ । ବୁଧବାର କମିଶନରେଟ ପୋଲିସର ଏକ ସ୍ପେଶାଲ ଟିମ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ଚକ୍ରଧରର ଘର ଭାଙ୍ଗିଛନ୍ତି । ଚକ୍ରଧର ସଂପୃକ୍ତ ଘରେ ଦୀର୍ଘ ଦିନ ଧରି ଗଞ୍ଜେଇ, ବ୍ରାଉନସୁଗାର ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବେପାର…

ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ…

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ବିଏମସିର ଦାଇତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବାର ଜାତୀୟ ମାନବାଧିକାର କମିଶନ କହିଛନ୍ତି । ଏହା ସହ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି  ।…

ବ୍ରାଉନ ସୁଗାର ଚାଲାଣରେ ଜଣେ ଗିରଫ

ଭୁବନେଶ୍ୱର: ବୁଧବାର ଲକ୍ଷ୍ମୀସାଗର ପୋଲିସ ବ୍ରାଉନ ସୁଗାର ଚାଲାଣ ମାମଲାରେ ଜଣକୁ ଗିରଫ କରିଛି। ଗତ ୨୦ ତାରିଖରେ ରୁଜୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଜିତ ବେପାରୀ। ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ…

ଦ୍ୱିତୀୟଥର ପାଇଁ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ

ଭୁବନେଶ୍ୱର: ପୁଣି ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ଲାଗି ବୃଦ୍ଧି କରାଯାଇଛି । ଦ୍ୱିତୀୟଥର ପାଇଁ ମୁଖ୍ୟ ଶାସନ…

ପ୍ରେମ, ପ୍ରତିଶୃତି ଏବଂ ଶାରୀରିକ ସଂପର୍କ: ସେନା ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ସେନାର ଜଣେ ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ବିବାହ କରିବାକୁ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଭୁବନେଶ୍ୱର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ସୈନ୍ୟ…

ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ବଢ଼ିଛି । କେନ୍ଦ୍ର ସରକାରଙ୍କର ଅନୁମୋଦନ ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ସମୀକ୍ଷା ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି କିପରି ଅଛି ? ରତ୍ନଭଣ୍ଡାର ଚାବି କେଉଁଠି ଅଛି ? ରତ୍ନଭଣ୍ଡାରରେ ଠାକୁରଙ୍କ ରତ୍ନ ଅଳଙ୍କାର ଅଛି କି ନାହିଁ  ? ରତ୍ନ ଭଣ୍ଡାର ଭିତର ଘର ସୁରକ୍ଷିତ ଅଛି ତ ? ଏମିତି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି  । ଏହା ମଧ୍ୟରେ…