Latest Odisha News

BREAKING NEWS

Browsing Category

ସହର

City

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ । ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଭିଜିଲାନ୍ସ ଧରିଛି । ଅଧିକ ଖାଦାନ ଏବଂ ଚାଲାଣ କରାଇଦେବା ଲୋଭ ଦେଖାଇ ଲାଞ୍ଚ ମାଗିଥିଲେ ଅଭିଯୁକ୍ତ ମଳୟ । ବୁଧବାର…

[ଦେଖନ୍ତୁ ଭିଡିଓ] ସ୍ମୃତିରେ ରହିବେ ସହିଦ: ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

ଭୁବନେଶ୍ୱର : ଏହି ସମ୍ମାନ ଆମ ପୁଅକୁ ସବୁଦିନ ପାଇଁ ଆମ ପାଖଖର ଜୀବନ୍ତ ରଖିବ। ପ୍ରତିଦିନ ଆମେ ତାର ଉପସ୍ଥିତି ଆମ ନିକଟରେ ଅନୁଭବ କରିବୁ । ଆଖି ଛଳଛଳ କରି ଏମିତି କିଛି କଥା କୋହଭରା କଣ୍ଠରେ କହିଛନ୍ତି ସହିଦଙ୍କ ମାଆ ।  ସହିଦଙ୍କ ବୀରତ୍ୱ ଓ ବଳିଦାନ୍ ପାଇଁ ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର…

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର; ବାହାରିଲା ଶୋଭାଯାତ୍ରା, ସର୍ଗିପତ୍ର ଦେଇ କନ୍ୟାପକ୍ଷଙ୍କ ସହ ହେଲା ନିର୍ବନ୍ଧ

ସମ୍ବଲପୁର : ଆସନ୍ତା ୪ ତାରିଖରେ ହେବ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର । ଏହି କ୍ରମରେ ଗତକାଲି ହୋଇଥିଲା ପତରପେଣ୍ଡି ତଥା ନିର୍ବନ୍ଧ ଉତ୍ସବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା ।…

ମୋବାଇଲ ନେଟ୍‌ୱାର୍କ ଦାବି: ୫ ପଞ୍ଚାୟତବାସୀଙ୍କ ୧୨ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

ଦେବଗଡ଼: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା , ଗଣ୍ଡମ , ଝରାଗୋଗୁଆ , ପାରପୋଷି , ଝାରମୁଣ୍ଡା ପଞ୍ଚାୟତବାସୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ପେଟିଏମରେ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଜୁନ୍ ୧ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ବୁଧବାର ସକାଳ ୧୧ଟା ବେଳରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନ…

ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ୟା ସମୟରେ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଅବଶ୍ୟ ଆୟତ୍ତ…

ସାବିତ୍ରୀ ଆଗରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମାନସିକ ରଖିବାକୁ ଇଚ୍ଛା କରିଥିଲେ ପ୍ରଭାତି ନାୟକ । ଏନେଇ ସ୍ୱାମୀଙ୍କୁ ପୂଜା ପାଇଁ ଆବଶ୍ୟକ ଜିନିଷ କିଣି ଆଣିବାକୁ ବରାଦ କରିଥିଲେ । କିନ୍ତୁ ଯାହାର ଦୀର୍ଘାୟୁ କାମନା ପାଇଁ ଏତେ ଯତନ ହେଉଥିଲା । ସେହି ସ୍ୱାମୀ ହିଁ ସ୍ତ୍ରୀକୁ ହତ୍ୟା କରିଦେଲା…

[ଦେଖନ୍ତୁ ଭିଡିଓ] ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ଶିବଶକ୍ତି

ପୁରୀ  : ପୁରୀ ବେଳାଭୂମିରେ ଶିବଲିଙ୍ଗ ଶକ୍ତି । ହଠାତ୍ କେଉଁଠାରୁ ଭାସିଆସିଛି ଏହି ଶକ୍ତି । ସମୁଦ୍ରର ଢେଉରେ ଭାସି ଭାସି ଆସି କୂଳରେ ଲାଗିଛି । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମନରେ ଅନେକ କୌତୁହଳ। ପ୍ରାଚୀ ହୋଟେଲ ନିକଟ ସମୁଦ୍ରରୁ ସ୍ଥାନୀୟ ମତ୍ସ୍ୟଜୀବ ମାନେ ଉଦ୍ଧାର କରିଛନ୍ତି ଏହି…

ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ  ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ପୂର୍ବରୁ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା । ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ । ଆଜି ୧୧…

ଜୁନ୍‌ ୧ରୁ ଛେନା ଓ ପନିର୍ ଦାମ୍‌ ବଢ଼ିବ

ଭୁବନେଶ୍ବର : ଜୁନ୍‌ ୧ରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  ସଂଘ ପକ୍ଷରୁ ସୋମବାର ଦିନ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ…