Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ବିଭିନ୍ନ ସମସ୍ୟା ନେଇ ଧାରଣାରେ ପାରାଦୀପ ବନ୍ଦର ଶ୍ରମିକ

ପାରାଦୀପ  : ଶୋଷଣର ଶିକାର ହେଉଛନ୍ତି ଶ୍ରମିକ। ପ୍ରତିଥର ନିଜର ପ୍ରାପ୍ୟ ଦାବି କରି ଧାରଣା ଦେବା ସହିତ ବିରୋଧ କରିଆସୁଛନ୍ତି। ହେଲେ କୌଣସି ପ୍ରକାରର ସମାଧାନ ହୋଇପାରିନି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶୋଷଣର ଶିକାର ହେଉଛନ୍ତି ଶ୍ରମିକ ମାନେ । କାମ କରୁଛନ୍ତି ହେଲେ ଏଯାଏ ତାଙ୍କୁ…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍ ୧୩ ତାରିଖରେ ହେବ ଉପ-ନିର୍ବାଚନ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ୍ ୨ଯାଏଁ ଚାଲିବ ନାମାଙ୍କ ଦାଖଲ ପ୍ରକ୍ରିୟା । ଜୁନ୍ ୩ ତାରିଖରେ ହେବ ଯାଞ୍ଚ । ଜୁନ ୬ ତାରିଖ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ…

ନାବାଳିକାକୁ ଯୌନ ଶୋଷଣ କରି କନେଷ୍ଟବଳ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ଥାନାର ଓଏପିଏଫ(ଓଡ଼ିଶା ଅକଜିଲିଆରି ପୋଲିସ ଫୋର୍ସ) କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଏକ ନାବାଳିକାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳ ଠାରୁ ଚାରି ବର୍ଷ ଧରି ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଛି । ଏନେଇ ଚାଇଲ୍ଡ ଲାଇନ ଓ ସଂପୃକ୍ତ ନାବାଳିକା ଭୁବନେଶ୍ୱର ମହିଳା ଥାନାରେ…

ତମ୍ବାଖୁ ନିରୋଧୀ ଆଇନ୍‌ କାର୍ଯ୍ୟକାରୀରେ ଗଞ୍ଜାମ ଶ୍ରେଷ୍ଠ

ବ୍ରହ୍ମପୁର : ତମ୍ବାଖୁ ନିରୋଧୀ ଏବଂ ତମ୍ବାଖୁ କାରବାର ନିୟନ୍ତ୍ରଣ ପାଇଁ ଥିବା ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଗଞ୍ଜାମ ଜିଲାକୁ ଶ୍ରେଷ୍ଠ ଜିଲା ଭାବେ ବିବେଚିତ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି । ଏହି ଖବର ଗଞ୍ଜାମ ଜିଲା ମୁଖ୍ୟ…

ଗଞ୍ଜାମ ହାଟ ନିର୍ମାଣ ଉପରେ ଏନ୍‌ଜିଟିର ରହିତାଦେଶ

ବ୍ରହ୍ମପୁର : ବ୍ରହ୍ମପୁର ସହରର କର୍ପୋରେସନ ରୋଡ ଠାରେ ‘ଗଞ୍ଜାମ ହାଟ’ ନିର୍ମାଣ ଚାଲିଛି । ତେବେ ଏହି ହାଟ ନିର୍ମାଣ ଉପରେ କଲିକତାସ୍ଥିତ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ (ଏନଜିଟି)ପୂର୍ବାଞ୍ଚଳ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି। ମାଧବପୁର ମୌଜାର ପ୍ଲଟ ନଂ. ୧୦୯୬ ରାଜସ୍ୱ ବିଭାଗ…

[ଦେଖନ୍ତୁ ଭିଡିଓ] ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ପୁରୀ: ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ରାଜେନ୍ଦ୍ରାଭିଷେକ, ରକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା…

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି ।…

[ଦେଖନ୍ତୁ ଭିଡିଓ] ପୁରୀ ଗୁଳିମାଡ ଘଟଣାର ଖୋଲୁଛି ଗୁମର: ଗୁଳିମାଡ ପଛରେ ପ୍ରେମ ବ୍ୟାପାର

ପୁରୀ : ପୁରୀରେ  ଗୁଳିମାଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରକୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଅଟକରଖି  ପଚରା ଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଛି । ପ୍ରେମ ବ୍ୟାପରକୁ ନେଇ…

[ଦେଖନ୍ତୁ ଭିଡିଓ] ୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ…

ଅମାନିଆ ଗାଡି ଚାଳକ ସାବଧାନ ! ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ଭୁବନେଶ୍ୱର : ରଙ୍ଗରୁଟରେ ଗାଡ଼ି ଚଳାଉଥିଲେ ସାବଧାନ । ମୋଟା ଅଙ୍କର ଜରିମାନା ସହ ସିଲ ହୋଇପାରେ ଆପଣଙ୍କ ଗାଡ଼ି । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ । ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି ।…