Latest Odisha News

BREAKING NEWS

Browsing Category

ସହର

City

ଚୂଡ଼ାନ୍ତ ହେବ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତିକାନ୍ତି, ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା ଜୁନ ୧୪ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ‌ ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୀତି କାନ୍ତି ଚୁଡାନ୍ତ କରାଯିବ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆସନ୍ତା…

ପୁରୀ ହେଉଛି ଧାର୍ମିକ ରାଜଧାନୀ : ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ  :  ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ଜଗଦଗୁରୁଙ୍କ ନାପସନ୍ଦ । ବିକାଶ ନାଁରେ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ ଉଦ୍ୟମ କରାଯାଉଛି । ବିକାଶ ହେଉ କିନ୍ତୁ ଐତିହ୍ୟ ନଷ୍ଟ କରାନଯାଉ । ଶାସନତନ୍ତ୍ର ମାର୍ଗ…

ଭାବର ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ପୂଣ୍ୟ ତିଥିରେ ତାଙ୍କୁ କୋଟି ପ୍ରଣାମ

ଭୁବନେଶ୍ୱର : ଭଜନ ସମ୍ରାଟ ଭିକାରୀ ବଳ ଭକ୍ତି ସଙ୍ଗୀତର ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର…

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି । ଏଥିପାଇଁ ୪ଘଣ୍ଟା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏେଇ…

ଓବିସିସିକୁ ହସ୍ତାନ୍ତର ହେବ ଜିପିଆର ସର୍ଭେ ରିପୋର୍ଟ

ପୁରୀ: ମଙ୍ଗଳବାର ରାତି ଅଧିଆ ଜିପିଆର ସର୍ଭେ ଶେଷ ହୋଇଛି । ଶେଷଦିନରେ ଏମାର ମଠର ହୋଇଥିଲା ଯାଂଚ । ଖୁବଶୀଘ୍ର ଓଡ଼ିଶା ବି୍ରଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ଼କୁ ହସ୍ତାନ୍ତର ହେବ ସର୍ଭେ ରିପୋର୍ଟ । ୪ ଦିନରେ ସର୍ଭେ କାମ ସାରିବାକୁ ରହିଥିଲା ନିର୍ଦ୍ଦେଶ। ମଙ୍ଗଳବାର ଏମାର…

ପ୍ରେମିକଙ୍କ ଆତ୍ମହତ୍ୟାର କିଛି ସମୟ ପରେ ପ୍ରେମିକାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଜରଡା ଥାନା ଇଲାକାରେ ମଙ୍ଗଳବାର ସକାଳୁ ଏକ ପ୍ରେମୀ ଯୁଗଳ ଭିନ୍ନଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ପ୍ରେମିକ ଆତ୍ମହତ୍ୟା କରିଥିଲେ। ଏହାର କିଛି ସମୟ ପରେ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଜରଡା ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର…

ବ୍ରହ୍ମପୁର ଡେପୁଟି ମେୟରଙ୍କ ମାନବିକତା; ରାତିରେ ବୁଲି ନିରାଶ୍ରୟଙ୍କୁ ଦେଉଛନ୍ତି ଆଶ୍ରୟ

ବ୍ରହ୍ମପୁର: ମାନବିକତା ପ୍ରଦର୍ଶନ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇ.ବିବେକ ରେଡ଼ି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସହର ସାରା ବୁଲିବୁଲି ନିରାଶ୍ରୟଙ୍କୁ ଉଦ୍ଧାର କରୁଛନ୍ତି । ସେମାନଙ୍କୁ ଆଶ୍ରୟସ୍ଥଳୀରେ ନେଇ ରଖୁଛନ୍ତି । ସୋମବାର ରାତି ପ୍ରାୟ…

ଏମ୍‍କେସିଜିରେ ଖାଲିଥିବା ପଦବୀ ସପ୍ତାହ ଭିତରେ ହେବ ପୂରଣ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସହଯୋଗୀ ପ୍ରାଧ୍ୟାପକ/ସହକାରୀ ପ୍ରାଧ୍ୟାପକମାନେ ପଦୋନ୍ନତି/ନିୟମିତ ବଦଳିକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରରେ କାର୍ଯ୍ୟରତ ସାମ୍ବାଦିକମାନେ ୪ ଦିନ ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣା…

ପୂର୍ବ ଶତ୍ରୁତାରୁ ପୁରୀରେ ହତ୍ୟାକାଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ଏମାର ମଠ ଚକଡା ନିକଟରେ ବୋହିଲା ରକ୍ତର ନଦୀ । ଆପୋଷ ଶତ୍ରୁତାକୁ କେନ୍ଦ୍ର କରି ରକ୍ତର ହୋଲି ଖେଳିଲେ ଦୁଇ ଗୋଷ୍ଠୀ । ଶିବରାମ ପାତ୍ର ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କର।ଯାଇଥିବା ଜଣାପଡିଛି । ମୃତକ ଜଣକ ତଳୁଚିଆ ସାହିର ନାନୁ ପାତ୍ରଙ୍କ ପୁଅ…

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି : ଦେଶରେ ଆହୁରି ମଜଭୁତ ହେବ ଅଲମ୍ପିକ ଆନ୍ଦୋଳନ

ଭୁବନେଶ୍ୱର:  ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ…