Latest Odisha News

BREAKING NEWS

Browsing Category

ସହର

City

ମେ ୧୦ରେ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୮ଟା ୩୦ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇଏମଡି ଏହି ସୂଚନା ଦେଇଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ…

ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ

ପୁରୀ: ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚତା ସାଢ଼େ ୩ ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ହେବ। ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ ଆସିଛି…

‘ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ, ବାତ୍ୟାର ରୂପ ନେବକି ନାହିଁ ଚିତ୍ର ଅସ୍ପଷ୍ଟ’

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ହୋଇଥିବା ଲଘୁଚାପ ମେ' ୮ ସଂଧ୍ୟାରେ ବାତ୍ୟାର ରୂପ ନେବ । ମେ' ୧୦ ତାରିଖରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ର କହିଛି,…

୧୨ ଚକିଆ ଟ୍ରକରେ ଲୁଚାଇ ନେଉଥିଲେ ଗଞ୍ଜେଇ, ଭୁବନେଶ୍ୱରରୁ ଧରିଲା NCB ଜୋନାଲ ଟିମ୍

ଭୁବନେଶ୍ୱର: ଗାଡି ପାର୍ଟସ ବୋଝେଇ ଟ୍ରକରେ ଲୁଚାଇନେଉଥିଲେ ଗଞ୍ଜେଇ। ସିକ୍ରେଟ ଚାମ୍ବର କରି ସପ୍ଲାୟ କରୁଥିଲେ ୫କ୍ବିଣ୍ଟାଲ ୬କେଜି ଗଜେଇ। ଆନ୍ଧ୍ରପ୍ରଦେଶର ଅନକାପାଲିରୁ ହରିୟାନାର ହିସାର ସପ୍ଲାୟ ବେଳେ ଏନସିବି ଜୋନାଲ ଟିମ ଧରିଲା ପାର୍ଟସ ବୋଝେଇ ୧୨ ଚକିଆ ଟ୍ରକ। ଭୁବନେଶ୍ୱରର ଚନ୍ଦକା…

ବାତ୍ୟା ନେଇ ୪୮ ଘଣ୍ଟା ପରେ ଆସିବ ସ୍ପଷ୍ଟ ଚିତ୍ର, ଭୟଭୀତ ନହୋଇ ସତର୍କ ରହିବାକୁ SRCଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ କିଛି ସମୟ ପରେ ଆସିବ ସ୍ପଷ୍ଟ ଚିତ୍ର । ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା…

ଭିସୁଟରେ ଛାତ୍ର ଅଶାନ୍ତି, ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ୱଲପୁର : ଭିସୁଟରେ ଛାତ୍ର ଅଶାନ୍ତି । ୧୮ ଘଣ୍ଟାରେ ପହଞ୍ଚିଲା ଭିସୁଟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ସହ ଆଲୋଚନା ପରେ ବି ନିସ୍କର୍ଷ ବାହାରି ପାରି ନଥିବା ବେଳେ ଜିଦରେ ଅଟଳ ରହିଛନ୍ତି ବୁର୍ଲା ଭିସୁଟ ଛାତ୍ରଛାତ୍ରୀ । ଆସନ୍ତାକାଲି ସେମାନଙ୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା…

ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା: ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ୍

ଭୁବନେଶ୍ୱର: : ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା  । ଖୁବ୍‌ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍‌ ସାମିଲ ହେବ ବୋଲି  ‘ମୋ ବସ’ ସେବା, କ୍ରୁଟ୍‌ ସଂପର୍କରେ ସମୀକ୍ଷା କରି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ…

ହଷ୍ଟେଲ ଛାତରୁ ଖସି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ରାୟଗଡା  : ହଷ୍ଟେଲ ଛାତରୁ ଖସି ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡା ପଞ୍ଚାୟତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଘଣ୍ଟିଖାଲ ଗାଁର ଭରତ…

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ  । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର: ୪୮ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ…