Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ପୁରୀ : ଓଡିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି । ଆରପାରିକୁ ଚାଲିଯାଇଛନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷ ହୋଇଛି ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ।ବଡପୁଅ ମହାଦୀପ କର ପ୍ରଫୁଲ୍ଲ କରଙ୍କୁ ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ସମୟରେ ସାନ…

ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ଆଲୋଚନା ସଫଳ , ତିନି ମାସ ଭିତରେ ଦାବି ପୁରଣ ହେବ

ଭୁବନେଶ୍ୱର : ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ଆସୋସିଏସନ୍ ସହ ସରକାର ଆଲୋଚନା କରିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛି ସଂଘ । ଏହି ଆଲୋଚନା ସଫଳ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ମାନଙ୍କ ଦାବି ଓ…

[ଦେଖନ୍ତୁ ଭିଡିଓ] ଅଫେରା ରାଇଜରେ କମଳ ଦେଶର ରାଜକୁମାର ମଉଡ଼ମଣି ପ୍ରଫୁଲ୍ଲ କର

ଭୁବନେଶ୍ବର: ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ତାଙ୍କ ନିଧନରେ ଓଡ଼ିଶା ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘ ୬…

ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ମଉଡ଼ମଣି ପ୍ରଫୁଲ୍ଲ କର

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ପଞ୍ଚ ଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର । । ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ । ଅନ୍ତିମ ସଂସ୍କାରରେ…

ଦେଶରେ ବଢୁଛି ସଂକ୍ରମଣ ,ରାଜ୍ୟରେ ଆତଙ୍କିତ ହେବା ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେବାର ଲାଗିଛି ।ରାଜ୍ୟରେ ସଂକ୍ରମିତଙ୍କ ହାର ବୃଦ୍ଧି ଏତେଟା ପରୀଲକ୍ଷିତ ହୋଇନାହିଁ । ୭ରୁ ୮ ଟି ଜିଲ୍ଲାକୁ ବାଦ ଦେଲେ ଅନ୍ୟସବୁ ଜିଲ୍ଲାରେ ସଂକ୍ରମଣ ନାହିଁ । ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ବିଜାପୁରରେ ତାତିଲେ ମାଓବାଦୀ, ୭ଟି ଟ୍ରାକ୍ଟର ଜାଳିଦେଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓ ହିଂସା । ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ ସହ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ୭ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ସୂଚନାଅନୁସାରେ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିଲା…

ଭିଜିଲାନ୍ସ ପଞ୍ଝାରେ ଆରଆଇ, ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସମ୍ବଲପୁର ଜମନକିରା ଆରଆଇ ମନୋଜ ମହାନନ୍ଦ । ସେ ଜମି ବିଭାଜନ କାମ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ତାଙ୍କ ଠାରୁ ଲାଞ୍ଚ ଟଙ୍କା…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିବା ବଂଶୀଧରଙ୍କ ମୃତଦେହ ଚନ୍ଦ୍ରଭାଗା ନିକଟରୁ ମିଳିଲା

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯିବା ଘଟଣା । ବାଲେଶ୍ୱର ସଚିନ ଗାଁର ବଂଶୀଧର ବେହେରାଙ୍କ ମିଳିଲା ମୃତଦେହ । ଗତକାଲି ରାତିରେ ପୋଲିସ ଚନ୍ଦ୍ରଭାଗା ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ତାଙ୍କ ଶବକୁ ଜବତ କରିଛି । ଏ ନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ…

ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ମୃତକ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ

ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଥାନା ହାଜତରେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ହସ୍ପିଟାଲରେ…

ଭୁବନେଶ୍ୱରରେ ଏକଜୁଟ ହେଲେ ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର : ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ କରୁଛନ୍ତି ବିଶାଳ ସମାବେଶ । ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିବା ଦେଖିବାବୁ…