Latest Odisha News

BREAKING NEWS

Browsing Category

ସହର

City

ଜମୁଛି ପ୍ରଚାର , ୟୁନିଟ-୪ ମାର୍କେଟ ବୁଲି ଭୋଟଭିକ୍ଷା କଲେ କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ କରିଥିବା ମଧୁସ୍ମିତା ଆଚାର୍ଯ୍ୟ ଜୋରଦାର ପ୍ରଚାର ଜାରି ରଖିଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଆଜି ସକାଳୁ ସକାଳୁ ୟୁନିଟ୍ ୪ ମାଛ ମାର୍କେଟ…

କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ, ଘଟଣା ସ୍ଥଳରେ ଉତ୍ତେଜନା

ଅନୁଗୁଳ : କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ଅକାଳରେ ଜୀବନ ଚାଲିଯାଇଛି । ଘଟଣା ସ୍ଥଳରେ ଅନ୍ୟଜଣେ ଗୁରୁତର ହୋଇପଡିଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ।…

ଆଗକୁ ବଢିବ ତାତି, ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟରେ ବଢିବ ତାପମାତ୍ରା  । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ମାର୍ଚ୍ଚ ୧୫ ତାରିଖରେ…

ଏଣିକି ରବିବାର କରି ହେବ ଜଗା ଦର୍ଶନ

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ରବିବାର ମଧ୍ୟ କରି ହେବ ଜଗା ଦର୍ଶନ । ଶ୍ରୀମନ୍ଦିରରୁ ହଟିଲା ସବୁ କଟକଣା । କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗି ରହିଥିବା କଟକଣାକୁ ହଟାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରୁ ସବୁଦିନ ଭଳି ରବିବାର ମଧ୍ୟ ସାଧାରଣ ଭକ୍ତ…

ବିଧାୟକ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣା: ବାଣପୁରରେ ୧୪୪ ଧାରା ଲାଗୁ

ବାଣପୁର : ବାଣପୁର ବ୍ଲକରେ ଲୋକଙ୍କ ଉପରେ ବିଧାୟକଙ୍କ ଗାଡି ଚଢାଇବା ଘଟଣା । ଅପ୍ରିତୀକର ପରିସ୍ଥିତି ନଉପୁଜିବା ପାଇଁ ବାଣପୁର ବ୍ଲକରେ ୧୪୪ ଧାରା ଲାଗୁ କରାଯାଇଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ।ଫଳରେ…

ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି…

ପୌର ନିର୍ବାଚନ : କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତାଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଚାଲିଛି ଜୋରଦାର କ୍ୟାମ୍ପେନ୍ ।ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନଶ୍ୱରର ୟୁନିଟ ୨ ମାର୍କେଟ ଵିଲଡିଂ ,ହାଟ ବଜାର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଆଜି ମଧୁସ୍ମିତାଙ୍କୁ ମେଫେୟାର…

ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ : ଇପ୍ସିତା ସାହୁ

ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ଆକ୍ରମଣ । ଏହି ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।ବିଜେପି କର୍ମୀଙ୍କ ଦାଦାଗିରିକୁ ସେ କଡା ଭାଷାରେ ନିନ୍ଦା କରିଛନ୍ତି ।୩୨ ଓ ୩୩ନମ୍ବର ୱାର୍ଡରେ ବିଜେପି କର୍ମୀମାନେ ବିଜେଡି…

ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ

ଭୁୁବନେଶ୍ୱର :ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଆଜି ୫୧ ବର୍ଷ ବୟସରେ ଅକାଳରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅକ୍ଷୟଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅକ୍ଷୟଙ୍କ…

ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି : ଲୋକଙ୍କ ଉପରେ ଗାଡି ମଡାଇଦେଲେ ବାହୁବଳୀ ବିଧାୟକ

ବାଣପୁର : ବାଣପୁରରେ ଉତ୍ତରପ୍ରଦେଶ ଲଖମପୁର ଘଟଣାର ପୁନରାବୃତ୍ତି । ବିଜୁ ଜନତା ଦଳର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି । ଲଖିମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରେ ବସିଥିବା କୃଷକଙ୍କ ଉପରେ ଗାଡି ଚଢାଇଥିବା ବେଳେ, ଓଡିଶାରେ ଚିଲିକା…