Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ: ଉପନିର୍ଦ୍ଦେଶକଙ୍କ ବୟାନ ରେକର୍ଡ

ବାରିପଦା: ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରିବ ଘଟଣା ନେଉଛି ଭିନ୍ନ ମୋଡ । ସୋମବାର ବାରିପଦା ଜେ.ଏମ.ଏଫ.ସି.ଙ୍କ କୋର୍ଟରେ ଅନ୍ୟତମ ଆହତ ଅଭିଯୋଗକାରୀ ନିଜ ବୟାନ ଦେଇଛନ୍ତି । ଗତ ମାସରେ ଘଟିଥିବା ପୁରା ଘଟଣାକୁ ସେ କୋର୍ଟଙ୍କ ସମ୍ମୁଖରେ…

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି…

ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ। ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । କିନ୍ତୁ ବଡ଼ଚଣା ବ୍ଲକର ପାରିଆ ପଂଚାୟତର ହଦସାହିରେ ଆଦିବାସୀ ମାନେ ଭୋଟ ବର୍ଜନର ନିଷ୍ପତ୍ତି…

[ଦେଖନ୍ତୁ ଭିଡିଓ] ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ତ୍ରିମୁଖୀ ଲଢେଇ

ନୂଆପଡ଼ା: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ । ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ସ୍ଥାନ ଭଳି ନୂଆପଡ଼ାରେ ମଧ୍ୟ ତ୍ରୀମୂଖୀ ଲଢେଇ ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନ ଭଳି…

ରୋଜ୍‌ ଡେ’ : ଫୁଲ ବଜାରରେ ଜମୁଛି ଭିଡ

ଭୁବନେଶ୍ୱର  : ଭାଲେଲଟାଇନ ସପ୍ତାହ ରୋଜ୍‌ ଡେ' ରୁ ଆରମ୍ଭ ହୋଇଥାଏ । ଫେବ୍ରୃଆରୀ ୭ ତାରିଖକୁ ରୋଜ ଡେ’ ଭାବେ ପାଳନ କରାଯାଏ ।ନିଜ ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବବର୍ଗ । ଭପ ପାଇବାର ଆଦାନ ପ୍ରାଦନ ହୁଏ ଏ ଗୋଲାପ ମାଧ୍ୟମରେ । ସେପଟେ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ…

ନବଜାତର ମୃତଦେହ ଉଦ୍ଧାର , ପୋଲିସର ଛାନଭିନ୍ ଜାରି

ସୋନପୁର : ସୋନପୁରରେ ଚାଞ୍ଚଲ୍ୟ । ସୋନପୁର ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି । ଖବର ପାଇ ଉଲୁଣ୍ଡା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ପ୍ରଥମେ ଗାଁ ଲୋକ ନବଜାତ ଶିଶୁଟିକୁ ଦେଖିଥିଲେ ।ପରେ ପୋଲିସକୁ ଖବର ଦେଇଥିଲେ ।ହେଲେ ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ…

ଆଜିଠୁ ଆରମ୍ଭ ଭ୍ୟାଲେଣ୍ଟାଇନ୍ ସପ୍ତାହ: ରୋଜ୍ ଡେ’ରୁ କିସ୍ ଡେ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭ୍ୟାଲେଣ୍ଟାଇନ୍ ସପ୍ତାହ । ଭ୍ୟାଲେଣ୍ଟାଇନ୍ ଡେ’ ପାଶ୍ଚାତ୍ୟ ଦେଶ ଆମେରିକାରୁ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହି ଡେ’କୁ ସାରା ବିଶ୍ୱର ପ୍ରେମୀଯୁଗଳ ପାଳନ କଲେ । ଆମରାଜ୍ୟରେ ମଧ୍ୟ ପ୍ରେମୀଯୁଗଳ ଏହି ପ୍ରେମ ସପ୍ତାହକୁ ପ୍ରେମ ଦିବସ ଭାବେ ପାଳନ କରନ୍ତି ।…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ଦାମୋଦରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ…

[ଦେଖନ୍ତୁ ଭିଡିଓ] ରଣଜୀ ଟ୍ରଫି ପାଇଁ ଓସିଏର ୨୦ ଜଣିଆ ଟିମ୍ ଘୋଷଣା

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ ରାଉତ…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦାର ହୋତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପରପାରିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା ।  ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦର ହୋତା । ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀ ସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ୮୭ବର୍ଷରେ…