Latest Odisha News

BREAKING NEWS

Browsing Category

ସହର

City

ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ…

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ବନ୍ଦ ହେବ ଖଣ୍ଡଗିରି ମେଳା, ଅନିଶ୍ଚିତତା ଘେରରେ ଯାତ୍ରା କଳାକାର

ଭୁବନେଶ୍ୱର: ଚଳିତବର୍ଷ ବନ୍ଦ ହେବ ଖଣ୍ଡଗିରି ମେଳା ସହିତ ଯାତ୍ରା ମଧ୍ୟ ବନ୍ଦ ହେବ । କୋଭିଡ଼ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଖଣ୍ଡଗିରି ମେଳା ବନ୍ଦ କରିବା ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ…

ଛତିଶଗଡ ନାରାୟଣପୁରରେ ମାଓ ହିଂସା, ୩ଟି ଟ୍ରକକୁ ଜାଳିଦେଲେ ମାଓବାଦୀ

ଛତିଶଗଡ : ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଟ୍ରକ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ…

ସଂକ୍ରମଣ ହ୍ରାସ ପାଇଛି ,ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯଦିଓ ସଂକ୍ରମଣ ହ୍ରାସ ପାଇଛି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୋଣସି ନିଷ୍ପତ୍ତି ନେଇ ନାହାନ୍ତି । କିଛି ଦିନ କରୋନା ସଂକ୍ରମଣ ଗତି ଉପରେ ନଜର ରଖାଯିବ…

ରାଜ୍ୟରେ ସଂକ୍ରମଣ ବୃଦ୍ଧିରେ ମନ୍ଥରତା , ତଥାପି ବିପଦ ଲାଗି ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମନ୍ଥର ହେଉଛି । ବର୍ତ୍ତମାନ ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ଥିତିରେ ସୁଧାର ଆସିଥିଲେ ବି ବିପଦ ଟଳିନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ଡେଲଡା ଭାରିଆଣ୍ଟର ଉପସ୍ଥିତି…

ଖୋଲୁଛି କଟକ କନିକା ରାଜା ଘରର ଗୁମର

କଟକ: ଖୋଲୁଛି କଟକ କନିକା ରାଜଘରର ଗୁମର । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ଭାଗକୁ ବିକ୍ରି କରିଦେବା ଯୋଜନାରେ ଥିଲେ ନାତୁଣୀ ବୋହୂ ପରେଶକୁମାରୀ ଦେବୀ । ପାଖାପାଖି ୪ କୋଟି ଟଙ୍କାର ସମ୍ପତି ବିକ୍ରି କରିବାକୁ ନିଷ୍ପତି ନେଇଥିଲେ ।…

ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ, କିଏ କେଉଁଠି ଜାଣନ୍ତୁ

ଭୁବନେଶ୍ୱର: ପୌର ନିର୍ବାଚନ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହୋଇଛି । ଏନେଇ ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ବାହାରିଛି ବିଧିବଦ୍ଧ ବିଜ୍ଞପ୍ତି । ଚୂଡ଼ାନ୍ତ ସଂରକ୍ଷଣ ତାଲିକା…

ଜାଲ ଦସ୍ତଖତ ଠକେଇ, ଜଣେ ଗିରଫ

ଭୁବନେଶ୍ୱର, ଜାଲ ଦସ୍ତଖତ କରି ଠକେଇ କରିବା ଅଭିଯୋଗରେ ଆଜି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ଏକ କମ୍ପାନୀକୁ ଠକି ଥିଲେ । ଭୁବନେଶ୍ୱର-ମାଷ୍ଟକ୍ୟାଣ୍ଟିନ ଛକରୁ ଅଭିଯୁକ୍ତ ମନୋଜ ସେଠଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀକୁ…

କରୋନା କଟକଣାରେ ନିର୍ବାଚନ, ଏଥର ଗୀତରେଗୀତରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଚଳିତ ଥର ନିର୍ବାଚନୀ ପ୍ରଚାର ଟିକେ ଅଲଗା ପ୍ରକାର । ଗୀତରେ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକଡିଂ । ବିଭିନ୍ନ ପ୍ରକାରର ହିଟ୍ ଗୀତ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକଡିଂ । ଚଳିତ ଥର କୋଭିଡ…