Latest Odisha News

BREAKING NEWS

Browsing Category

ସହର

City

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ । କିଛି ଦିନ ବ୍ୟବଧାନ ପରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଏହି ରେଳ ଷ୍ଟେସନରୁ ୧୪ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର, ଆଜି ନିଷ୍ପତ୍ତି

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ…

ରାଜ୍ୟରେ ଆଜି ଆକ୍ରାନ୍ତ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ୧୭୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୫୩ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ହଜାର ୩୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦରେ ୩୪୦୭ ଜଣ ପ୍ରାର୍ଥୀ

ଭୁବନେଶ୍ୱର: ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କଲେ ନିର୍ବାଚନ କମିଶନ । ଏଥର ପଞ୍ଚାୟତ ନିର୍ବାଚନ ମଇଦାନରେ ୮୫୨ଟି ଜିଲ୍ଲା ପରିଷଦ ଜୋନରୁ ୩୪୦୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ବିଜେଡିର ୮୫୧, ବିଜେପିର ୮୪୮ ଓ କଂଗ୍ରେସର ୮୩୬…

[ଭିଡ଼ିଓ] ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସଙ୍ଗୀତ ଯାତ୍ରା …

ଭୁବନେଶ୍ୱର : ସେ ଭକତ ଭାବରେ ବନ୍ଧା .. .ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କରି ନାଁରେ ଏହି ଭବସାଗର ପାରି ହେବ । ଆଜି ଯାହା ବି ସଫଳତା ମିଳିଛି ସବୁ ସେଇ ଜଗନ୍ନାଥଙ୍କ ପାଇଁ। ନିଜ ଜୀବନର ସମସ୍ତ ସଫଳତାର ପଦ୍ମଶ୍ରୀ ସମ୍ମାନ ପାଇଁ ମଧ୍ୟ ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ…

[ଭିଡ଼ିଓ] କଟକରୁ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଧଳାଜହର

କଟକ: ମାତିଛନ୍ତି ମାଫିଆ । ଜମୁଛି ନିଶା କାରବାର । ବେଧଡକ ଭାବେ ଦିନ ଦିପହରରେ ନିଶା କାରବାର ହେଉଥିବା ବେଳେ ଏବେ ପୁଣି ପୁଲିସ ହାବୁଡରେ ପଡିଛନ୍ତି କିଛି ନିଶା ବେପାରୀ । କଟକରୁ ପୁଣି ଥରେ ଜବତ ହେଲା ଧଳାଜହର । ୧୦୬ ଗ୍ରାମ ବ୍ରାଉନସୁଗର ଜବତ କଲା ଲାଲବାଗ ଥାନା ପୋଲିସ । ଯାହାର…

ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବରଗଡ , ଭିଡେନ ବ୍ଲକ ଏବଂ ଅତାବିରାରେ ରେ ପଞ୍ଚାୟତ ନିର୍ବାଚନ…

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ…

କଟକରୁ ବ୍ରାଉନସୁଗର ଜବତ, ୨ ଅଭିଯୁକ୍ତ ଗିରଫ

କଟକ : ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ।କଟକର ଲାଲାବାଗ ପୋଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା । ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ…

ରାଜ୍ୟରେ ୨୧ ଲକ୍ଷ ଲୋକ ଟିକା ନେବାକୁ ବାକି ଅଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫କୋଟି ୬୨ ଲକ୍ଷ ଡ଼ୋଜ୍ ଦିଆସରିଛି । ଏହା ମଧ୍ୟରୁ ପ୍ରଥମ ଡ଼ୋଜ୍ ଟିକା ୯୩.୫ ପ୍ରତିଶତ ଓ ଦ୍ୱିତୀୟ ଡ଼ୋଜ୍ ଟିକା ୭୪ ପ୍ରତିଶତ ରହିଛି…