Latest Odisha News

BREAKING NEWS

Browsing Category

ସହର

City

ଆଜି ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ୨୮୭୩

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ୧୦ ହଜାର ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୧ ଲକ୍ଷ ୫୨ ହଜାର ୨୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଗଞ୍ଜେଇ ଜବତ, ପୋଲିସ ପଞ୍ଝାରେ ୫ ଅଭିଯୁକ୍ତ

ଗଞ୍ଜାମ: ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ । ବୁଧବାର ଗଞ୍ଜାମ ବଡଗଡ ଥାନା ପୋଲିସ ପାଟ୍ରୋଲି କରୁଥିବା ସମୟରେ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଅ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଶେଷ ସୁତ୍ରରୁ ଖବର ପାଇ ବଡଗଡ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବଡଗଡ ଡାଳଖାଇ ରାସ୍ତାଦେଇ…

[ଭିଡ଼ିଓ] ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦେଶବାସୀଙ୍କ ପାଇଁ ବାର୍ତ୍ତା

କଟକ : ସାଧାରଣତନ୍ତ୍ର ଦିବସରେ ଏଭଳି ନିଜେ ଗୀତ ଲେଖି ସଂଯୋଜନା କରିବା ସହିତ ନିଜେ ରେକଡ଼ିଂ କରିଛନ୍ତି ସବିର୍ ବକ୍ସ୍ । ଦେଶାତ୍ମବୋଧକ ଗୀତ ବୋଟ୍ ସହାୟତାରେ କରାଯାଇଥିବା ବେଳେ ମହାନଦୀର ଜଳ ଭିତରେ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ । ଗୀତ ସମୟରେ କ୍ୟାମେରା ଖଞ୍ଜା ଯାଇ ସୁଟିଂ କରାଯାଇଥିଲା ।…

[ଭିଡିଓ] ପ୍ରକାଶ ପାଇଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଯାଜପୁର: ପ୍ରକାଶ ପାଇଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଯାଜପୁର ଜିଲ୍ଲାରେ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ଅବସରରେ ପ୍ରାର୍ଥୀଙ୍କୁ ମିଳିସାରିଛି ନିର୍ବାଚନ ଚିହ୍ନ । ଛକ ବଜାରରେ ଲଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର ।…

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ କଂଗ୍ରେସର ରଣନୀତି ଆରମ୍ଭ

ପୁରୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ପୁରୀ ଇନ୍ଦିରା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ‘ମୁଁ ନୁହେଁ ଆମେ ସଙ୍ଗଠିତ’ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ଭୋଟଦାନ…

[ଭିଡ଼ିଓ] ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ BSF ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଖୁସିର ଖବର । ମାଓଦମନ ସାଙ୍ଗକୁ ଏଥର ଲୋକଙ୍କ ସ୍ୱାସ୍ଥ୍ୟ ସେବା କଥା ଚିନ୍ତା କରିଛି  ବିଏସଏଫ ବାହିନୀ । ସାଧାରଣତନ୍ତ୍ର ଦିବସରେ ଦଶ ହଜାରରୁ ଉର୍ଦ୍ଧ ବାସୀଙ୍କୁ ମିଳିଛି ୧୦୮ ୱାଟର ଆମ୍ବୁଲାନ୍ସ । ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳର…

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଯାଜପୁର: ପୁଣି ଜବତ ହେଲା ଗଞ୍ଜେଇ । ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବାବେଳେ ଜବତ ହୋଇଛି ଗଞ୍ଜେଇ । ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ୧ କୁଇଣ୍ଟାଲ ୨୫କିଲେ ଗଞ୍ଜେଇ । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର କର୍ମଚାରୀମାନେ ଯାଜପୁର ଜିଲ୍ଲାର ଜାରକା ଓଭରବ୍ରିଜ ଉପରେ…

[ଭିଡ଼ିଓ] ମାଓ ପ୍ରବଣ ମାଲକାନଗିରିରେ ସାଧାରଣତନ୍ତ୍ର ଦିବସ ପାଳିତ

ମାଲକାନଗିରି: ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ଶାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପୋଲିସ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।…

ଗୁଣୁପୁର ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଓ ରକ୍ତଦାନ ଶିବିର

ଗୁଣୁପୁର: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଗୁଣୁପୁର ପ୍ରେସ ୟୁନିୟନ ପକ୍ଷରୁ ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଦର ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇଥିଲେ…

୩ କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର :ଜାଲ ପ୍ରମାଣ ପତ୍ର ଦେଖାଇ ଠକେଇ ଅଭିଯୋଗରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଏବଂ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ୩ କୋଟି ୬୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ତାଙ୍କ ନାଁ ହେଉଛି ବିରେନ୍ଦ୍ର କୁମାର ପଟ୍ଟନାୟକ । ସେ…