Latest Odisha News

BREAKING NEWS

Browsing Category

ସହର

City

ମହିଳାଙ୍କ ପେଟରୁ ୧୦କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍ପିଟାଲର ସର୍ଜନ

ଭୁବନେଶ୍ୱର :ସମ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପୋଚାର । ମହିଳାଙ୍କ ପେଟରୁ ବାହାରିଲା ୧୦ କେଜି ଓଜନର ଟ୍ୟୁମର । ଏହି ଅପରେସନ କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ ସର୍ଜନ ମାନେ । ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର…

ବନ୍ଧୁକ ଦେଖାଇ ୩୦ଲକ୍ଷ ଟଙ୍କା ଲୁଟିନେଲେ ନକଲି ପୋଲିସ

ଗଜପତି: ନକଲି ପୋଲିସ ସାଜି ବନ୍ଧୁକ ଦେଖାଇ ଲୁଟିନେଲେ ୩୦ ଲକ୍ଷ ଟଙ୍କା । ଏହିଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମେରାପଲି ଗାଁରେ । ସଞ୍ଜୟ ସାହୁଙ୍କ ପରିବାର ଶୋଇଥିବାବେଳେ ୪ଜଣ ଦୁର୍ବୃତ୍ତ ନକଲି ପୋଲିସ ସାଜି ଘରେ ପଶି ଲୁଟ୍ କରିଛନ୍ତି । ଗତକାଲି ରାତିରେ ଘଟିଛି ଏହିଭଳି ଘଟଣା । ଏନେଇ ପୋଲିସ…

ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା କଡାକଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ଵର : ଆସୁଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ସମୟରେ କୋଭିଡ କଟକଣା ପାଳନ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ରାଜ୍ୟ ନିର୍ବାଚନ କମିଶନ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ସବୁ ଜିଲ୍ଲାରେ କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଯାଜପୁର ଜିଲ୍ଲାରେ ସରଗରମ ହୋଇପଡ଼ିଛି ରାଜନୀତି

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହୋଇପଡ଼ିଛି ରାଜନୀତି । ଗାଁ ଗାଁରେ ନିର୍ବାଚନୀର ମାହୋଲ । ସବୁଠି ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ଫେବୃଆରୀ ୧୬ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ତାରିଖ ଦିନ ଜିଲ୍ଲାର ୧୦ଟି…

ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିଆଯାଉଥିବା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧାଭାବେ ପରିଗଣିତ କରାଯାଉଛି । ଯେଉଁମାନଙ୍କ ଦ୍ୱିତୀୟ ଡ଼ୋଜ୍ ନେବାର…

ନନ୍ଦନକାନନରେ ୪ ଦିନରେ ୩ଟି ମୟୂର ଓ ଗୋଟିଏ ଚିଲର ମୃତ୍ୟୁ

ବାରଙ୍ଗ : ବାରଙ୍ଗ ନନ୍ଦନକାନନରେ ଦିନକୁ ଦିନ ବଢୁଛି ପକ୍ଷୀ ମୃତ୍ୟୁ ସଂଖ୍ୟା । ୪ ଦିନ ଭିତରେ ନନ୍ଦନକାନନରେ ତିନୋଟି ମୟୂର ସହ ଗୋଟିଏ ଚିଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପକ୍ଷୀ ମାନଙ୍କ ମୁମନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫକୁ ପଠାଯାଇଛି । ଖୁଆଡରେ ଥିବା ଅନ୍ୟ ପକ୍ଷୀ…

ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ, କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

ବାଲେଶ୍ୱର : ବାଲେଶ୍ୱରର ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗୁରୁବାର ଜଳେଶ୍ୱର କୋର୍ଟରେ କାମ କରୁଥିବା ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଗତ କାଲିଠାରୁ ଆଇନଜୀବୀ ମାନେ କୋର୍ଟକୁ କାର୍ଯ୍ୟ କରିବା…

ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋରାପୁଟ: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ଅଞ୍ଚଳରେ । ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପାହାଡ଼ଠାରୁ ବକ୍ସାଇଟ ବହନ କରୁଥିବା ହାଇୱାରେ ଗତକାଲି…

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି

ମୟୂରଭଞ୍ଜ : ଜଙ୍ଗଲ ଭିତରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରୁମୁଣ୍ଡାରେ ଘଟିଛି । ଖଣ୍ଡବନ୍ଧ ପଞ୍ଚାୟତ ସରବାଳି ସାହି ଜଙ୍ଗଲରୁ ଯୁୂବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଥମେ ଯୁବତୀଙ୍କ ମୃତ ଦେହକୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ…

ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରରେ ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ ହଜାର ୭୫୪ ପ୍ରାର୍ଥୀ । କୋଭିଡ଼ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିିତୀୟ…