Latest Odisha News

BREAKING NEWS

Browsing Category

ସହର

City

ଆହୁରି ଦୁଇ ଦିନ ଜାରି ରହିବ ପ୍ରବଳ ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଜାଡ଼ରେ କଲବଲ ହେଉଛନ୍ତି ଲୋକେ । ଆଗାମୀ ଦୁଇଦିନ ଯାଏଁ ରାଜ୍ୟର ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ସ୍ଥିତି ଜାରି ରହିବ । ଆସନ୍ତା ଦୁଇ ଦିନ ପରେ ତିନି ଦିନ ରାତି…

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ…

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ଵର : ଗତ ବର୍ଷ ଭଳି ଏଥର ମଧ୍ୟ କରୋନା ମହାମାରୀ ପ୍ରକୋପ ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର । ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ  ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର…

ପଂଚାୟତ ନିର୍ବାଚନ ପରିଚାଳନାର ନିରପେକ୍ଷତାକୁ ନେଇ ସନ୍ଦେହ ଘନୀଭୁତ: ଡ. ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତିଗସ୍ତ ଓ ଭ୍ରଷ୍ଠାଚାରୀ ରାଜ୍ୟ ସରକାରଙ୍କ କାରଣରୁ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି, ଅବ୍ୟବସ୍ଥିତ ଧାନ ମଣ୍ଡି, ପଛୁଆ ଓ ଆଦିବାସୀ ସଂରକ୍ଷଣ ବ୍ୟବସ୍ଥାକୁ…

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ…

କମିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୁକ୍ରବାର ଓ ଶନିବାର ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ବୁଧବାର ଓ ଗୁରୁବାର ବିଭିନ୍ନ ଜିଲ୍ଲାରେ…

କାମ କଲାନି ସେନସର, ଆପାର୍ଟମେଣ୍ଟ ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର: ଆପାର୍ଟମେଣ୍ଟର ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ଏହିଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରୁ । ସୁନ୍ଦରପଦାରେ ଥିବା ହାଇଟେକ୍ ପ୍ଲାଜାର ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୀମାଞ୍ଚଳ ମହାପାତ୍ର । ସେନସର କାମ…

ବିଜେଡିରେ ଯୋଗଦେଲେ ଚିଲିକା ବ୍ଲକ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଝରଣା ବାରିକ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଚିଲିକା ବ୍ଲକ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଝରଣା ବାରିକ । ତାଙ୍କ ସହିତ ଅନ୍ୟ ବିଜେପି ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ…

ଚା’ ପିଆ କାଗଜ କପ୍ ସ୍ୱାସ୍ଥ୍ୟ ପାଇଁ ବିପଦ

ନୂଆଦିଲ୍ଲୀ: ଖରା ହେଉ ବାର୍ଷା ହେଉ ଅବା ଶୀତ । ଗାଁ ହେଉ ଅବା ସହର ସବୁଠି ଓଠ ଓ ଚା’ର ପ୍ରେମ ଏକ ସୁନ୍ଦର ଅନୁଭୂତି । ଆଉ ସେଇ ଅନୁଭୂତିକୁ ଉପଭୋଗ କରିବା ପାଇଁ ଯଥେଷ୍ଟ କପେ ଚା’ର ଚୁସକି । ଘର ହେଉ ବା ଦୋକାନ, ଅଫିସ ହେଉ ବା କ୍ୟଣ୍ଟିନ ସବୁଠି ତା’ର ଉପସ୍ଥିତି । ଶରୀରର ସ୍ଫୂର୍ତ୍ତି ପାଇଁ…

କୋଭିଡ ଟେଷ୍ଟ ପାଇଁ ଯାଇଥିବାବେଳେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଅଭିଯୋଗ

ଭଦ୍ରକ : କୋଭିଡ ପରୀକ୍ଷା ପାଇଁ ଯାଇଥିଲେ ହେଲେ ଚୋରି ହୋଇଗଲା ୧୫ ହଜାର ଟଙ୍କା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି । କରୋନା ଟେଷ୍ଟ ପାଇଁ ମହିଳା ଜଣକ କାଉଣ୍ଟରରେ ଟିକେଟ କାଟିବା ସମୟରେ , ଆଉ ଜଣେ ମହିଳା ପଛରୁ ଆସି ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି ।…