Latest Odisha News

BREAKING NEWS

Browsing Category

ସହର

City

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

ରାୟଗଡ଼ା: ପରଲୋକରେ ବର୍ଷିୟାନ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ଗୁଣୁପୁରସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ାରେ ସୀମିତ ନଥିଲା, ତାଙ୍କର…

ରାଜ୍ୟରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୮୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୪ହଜାର ୪୦୭ଜଣ ଜଣ ସଂକ୍ରମିତ ହୋଇଥିଲେ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୮୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ…

ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ଆସିବ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇପାରିବ । ଏହା ଦ୍ୱାରା ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡ଼ିବନି । ଟାଟା ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଏହି କିଟକୁ ତିଆରି କରିଛି ।…

ଖସୁଛି ପାରଦ ବଢ଼ୁଛି ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ବଢ଼ୁଛି ଶୀତ, କମୁଛି ପାରଦ । ରାଜ୍ୟର କିଛି ସ୍ଥାନରେ ଶୀତ ହୋଇପାରେ । ଆସନ୍ତା ୩ ଦିନ ଯାଏଁ ପାରଦ କମିବ ଓ ଶୀତ ବଢ଼ିବ । ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ଉପରେ କୌଣସି ପ୍ରଭାବ…

ଓଡ଼ିଆ ପୁଅ କମଳାକାନ୍ତଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଭାବେ ୱାର୍ଲ୍ଡ ରେକର୍ଡ କରିଛନ୍ତି କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର କମଳାକାନ୍ତ ୨୪ ଘଣ୍ଟାରେ ୨୧୫.୪ କି.ମି. ହ୍ୱିଲ୍ ଚେୟାରରେ ଅତିକ୍ରମ କରିବା ସହ ଗିନିଜ ୱର୍ଲ୍ଡ ରେକର୍ଡ କରିଛନ୍ତି । ୭ବର୍ଷ ପୂର୍ବରୁ ଭଲିବଲ୍ ଖେଳୁଥିବା ସମୟରେ ତାଙ୍କର ମେରୁଦଣ୍ଡ…

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ…

ଅଟୋ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଡ଼ାନାଲି ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଏକ ବୁଲାଣିରେ ଦୁଇଟି ଅଟୋ…

ଆସନ୍ତକାଲି ଓଡ଼ିଶା ଆସିବ ଓମିସିଓର କିଟ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ୍ ଆସିବାକୁ ଯାଉଛି । ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଲିମିଟେଡ଼ (ଟାଟା) ଏମଡ଼ି ଦ୍ୱାରା ପ୍ରସ୍ତୁତ ଏହି କିଟ ସୋମବାର ପହଞ୍ଚିବ । ଟାଟା ଏମଡ଼ି ଏହି କିଟ୍ ଓଡ଼ିଶାକୁ ଦେବ । ଏହା କରୋନାର ନୂଆ…

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ । ଦିନ ୧୦ଟାରେ ନୂଆପଡ଼ାରେ ପହଞ୍ଚି ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସର ଭୂମିକା ସ୍ୱତନ୍ତ୍ର ରହିବ ବୋଲି ଡ଼ିଜିପି…

ରାଜ୍ୟରେ ଟିକାକରଣକୁ ପୁରିଲା ଏକ ବର୍ଷ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଆଜି ବର୍ଷେ ପୁରିଲା । ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏନେଇ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏଯାଏଁ ୫ କୋଟି ୩୯ ଲକ୍ଷ ୯୧ ହଜାର ୬୪୨ଡ଼ୋଜ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡ଼ୋଜ୍ ୯୨.୪…