Latest Odisha News

BREAKING NEWS

Browsing Category

ସହର

City

ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼, ସଠିକ୍ ତଦନ୍ତ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ଗଣପତି ପାଟଣା ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ଛାଡ଼ି ଯାଇଛନ୍ତି ପ୍ରମାଣ । ଏଥିରେ ତୃତୀୟ ବ୍ୟକ୍ତିଙ୍କ ହାତ ଥିବା ଘଟଣା ସାମ୍ନାକୁ ଆସିଛି ।…

କ୍ୟାବିନେଟରେ ନିଷ୍ପତ୍ତି : ଏଣିକି ଶ୍ରୀମନ୍ଦିର ସମ୍ପତ୍ତି ବିକ୍ରି ପାଇଁ ସରକାରଙ୍କ ଅନୁମୋଦନ ଦରକାର ପଡିବନି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଲା । ଏହା ହେବାଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ସମ୍ପତିକୁ ବିକ୍ରି, ଲିଜ, ଓ ମଡଗେଜ କରିବା ପାଇଁ ଏଣିକି ଆଉ ସରକାରଙ୍କ…

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଓଡିଶାରେ ମଧ୍ୟ ଅନ୍ୟରାଜ୍ୟ ପରି ସଂକ୍ରମଣ ବଢୁଛି । ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ପିଜଟିଭି ହାର ଡବଲ ହେଉଛି…

ଆଜି ମାଟ୍ରିକ ସମ୍ମେଟିଭ ପରୀକ୍ଷା, ଢ଼େଙ୍କାନାଳରେ ୧୭୬୪୭ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

କାମାକ୍ଷାନଗର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ ପରୀକ୍ଷା । ଢ଼େଙ୍କାନାଳ ଜିଲ୍ଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୭ହଜାର ୬ଶହ୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ୧୬୭୯୩ଜଣ ରେଗୁଲାର ଏବଂ ୮୫୪ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି ।…

ରାଜ୍ୟରେ ପୁଣି ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ଦୁଇ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି…

ପ୍ରତିଶ୍ରୁତି ପୂରଣରେ ବିଫଳ ହେବାରୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ଭବାନୀପାଟଣା: ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ବିଧାୟକଙ୍କୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବନ୍ଦପାରି ଗ୍ରାମବାସୀ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପ୍ରତିବାଦ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନିର୍ବାଚନ ସମୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ…

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୨୧୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ପୁଣି ଥରେ ହଜାରେ ଟପିଲା । ରାଜ୍ୟରେ ଦିନକରେ ୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧୦ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୦୬ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ…

ମାର୍କେଟ ବିଲ୍ଡିଂ ବନ୍ଦ, ଆଜି ବିଏମସି ଓ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ବିବାଦ ମଧ୍ୟରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ ହେଲା । ଆଜି ୧୧ଟାରେ ବ୍ୟବସାୟୀ ସଂଘ, ବିଏମସି ଅଧିକାରୀ ଓ ପୋଲିସ ମଧ୍ୟରେ ଆଲୋଚନା ହେବ । ଏହାପରେ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ । ଉଠାଦୋକାନୀଙ୍କ ଦୌରାତ୍ମ୍ୟ…

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ମାଟ୍ରିକର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା ।ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ପରୀକ୍ଷା ହେବ ।…