Latest Odisha News
Browsing Category

ସହର

City

ନୂଆବର୍ଷ ପାଇଁ ଅଲାରନାଥ ଓ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି : ଓମିକ୍ରନ ଭୟ ସହ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ ସମସ୍ତ ଧାର୍ମିକଅନୁଷ୍ଠାନ ଗୁଡିକରେ କଟକଣା ଜାରି କରାଯାଇଛି । ଏଥିସହ ନୂଆ ବର୍ଷରେ ଜନଗହଳିକୁ ରୋକିବା ପାଇଁ ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଅଲାରନାଥ ଓ ବାଲିହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି କରାଯାଇଛି । ନୂଆ ବର୍ଷରେ…

କୋଭିଡ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ: କମିଶନରେଟ୍ ପୋଲିସ

ଭୁବନେଶ୍ୱର: ପୋଲିସ କମିଶନରଙ୍କ କଡ଼ା ଚେତାବନୀ । ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କୋଭିଡ ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହିଭଳି ଚେତାବନୀ ଦେଇଛନ୍ତି ଦ୍ୱୈତ ନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହାକୁ…

ମୁଣ୍ଡେଇଲୋ ଗାଁରେ ହାତୀପଲଙ୍କ ତାଣ୍ଡବ, ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଢେଙ୍କାନାଳ : ତାଣ୍ଡବ ରଚୁଛନ୍ତି ହାତୀ । ନଷ୍ଟ କରୁଛନ୍ତି ଏକର ଏକର ଫସଲ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁର ହାତୀ ପଲ୍ଲ ତାଣ୍ଡବ ଖେଳାଉଛନ୍ତି ।ଫଳରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ…

[ଭିଡିଓ]ଅଦିନିଆ ବର୍ଷା ଓ କୁଆପଥର ମାଡ: ନଷ୍ଟ ହୋଇଛି ଫସଲ, ଚିନ୍ତାରେ ଚାଷୀ

ସୋନପୁର: ଅଦିନିଆ ବର୍ଷାରେ ଉଜୁଡ଼ିଯାଇଛି ଚାଷୀର ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଫଳରେ ଜିଲ୍ଲାର ଛଅଗୋଟି ବ୍ଲକରେ ଚାଷୀର ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ବୀରମହାରାଜପୁର, ଉଲୁଣ୍ଡା ଓ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶୁ ବ୍ୟବସାୟୀ ସଂଘର ବିକ୍ଷୋଭ

ଭଦ୍ରକ: ପଶୁ ବ୍ୟବସାୟୀ ସଂଘଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପଶୁ ଚାଷ କରି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ଆଇନ ଅନୁଯାୟୀ ରାସ୍ତାରେ ପରିବହନ ସମୟରେ ସହଯୋଗ କରିବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏନେଇ…

[ଭିଡିଓ] ମାଲକାନଗିରିରେ ମାଟି ତଳୁ ବିପୁଳ ପରିମାଣର ଔଷଧ, ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଣି ମାଲକାନଗିରି ପୋଲିସକୁ ସଫଳତା । ମାଟି ତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଯବାନମାନେ ବିପୁଳ ପରିମାଣର ଔଷଧ ସହ ବିସ୍ପୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ ଟି ଟିଫିନ୍ ବୋମା , ୨ ଟି ପ୍ରେସର ଆଇଡି , ୨ ଟି ଏମ ଏମ ବଲ ଆମୁନେଓ , ଗୋଟିଏ ଇନଶାସ…

କୌଣସି ଦ୍ୱନ୍ଦ ନାହିଁ, ଆସନ୍ତା ୩ ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ଆଶଙ୍କା ଭିତରେ ଖୋଲୁଛି ସ୍କୁଲ । କୌଣସି ଦ୍ୱନ୍ଦ ରଖିବାର କିଛି କାରଣ ନାହିଁ । ଆସନ୍ତା ୩ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ନିଷ୍ପତ୍ତି ହୋଇସାରିଛି । ସେହି ଅନୁସାରେ ଏସଓପି ଜାରି ସରିଛି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ରାଜ୍ୟରେ ପୁଣି ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଜି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟ ହୋଇଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇଜଣ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣରୁ ୯୭ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍…