Latest Odisha News

BREAKING NEWS

Browsing Category

ସହର

City

ଓମିକ୍ରନ ଭୟ, ନୂଆବର୍ଷରେ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ମନ୍ଦିର

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଆସନ୍ତା ୩୧ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନୂଆବର୍ଷରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।…

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଏହିପରି ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମୁଲୁଗ ଜିଲ୍ଲା ଅନ୍ତର୍ଗତ ଭେଙ୍କେଟପୁରମ ପୋଲିସ ଷ୍ଟେସନରେ ଥିବା ୩୯ତମ ସିଆରପିଏଫ୍ କ୍ୟାମ୍ପରେ ଏହି ଘଟଣା ଘଟିଛି । ଘଟଣାରେ ମେସ୍ ଇନଚାର୍ଜ…

ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା

ରାଉରକେଲା: ରାଉରକେଲା ରାଞ୍ଚି ଡ଼ିଭିଜନରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇ ଲାଇନଚ୍ୟୁତ ହୋଇଛନ୍ତି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ପରସ୍ପରକୁ ଧକ୍କା ଦେବା ଫଳରେ ଲାଇନଚ୍ୟୁତ ହୋଇଥିଲେ । ବ୍ରେକ ଫେଲ ହୋଇଯିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଲୱେ ବିଭାଗ ତରଫରୁ…

ତପସ୍ୱିନୀଙ୍କ ନୂଆ ଭିଡିଓ: ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସିଏ ବରବାଦ କରିବାକୁ ଚାହୁଁଛନ୍ତି

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦର କେବେ ହେବ ଅନ୍ତ ? ନ୍ୟାୟ ଲଢ଼େଇରେ କେବେ ସରିବ ତପସ୍ୱିନୀଙ୍କ ତପସ୍ୟା ? ଶାଶୁ ଘର ବାରଣ୍ଡାରେ ଧାରଣା ଜାରି ରହିଥିବା ବେଳେ ସାମନାକୁ ଆସିଛି ତପସ୍ୱିନୀଙ୍କ ନୂଆ ଭିଡିଓ । ଯେଉଁଥିରେ କାନ୍ଦି କାନ୍ଦି ଭଲ ପାଇବା ଓ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

ସୁନ୍ଦରଗଡ଼: ମହିଳାଙ୍କୁ କଚାଡ଼ି ମାରିଲା ହାତୀ । ଏହିପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜ ସାନଦଲକି ଗାଁରେ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ଝିଅ । ସୂଚନା ଅନୁସାରେ, ଗାଁରେ ଏକ ଦନ୍ତା ହାତୀ…

ରାସ୍ତାକଡ଼ରେ ଓଲଟିଲା ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ବସ୍ । ପାରାଦୀପ-କଟକ ରାସ୍ତାର ହସିଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ସ୍ନେହ ସାଗର ନାମକ ବସ୍ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ଓ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ ୬ ଜଣ ଯାତ୍ରୀ ଥିଲେ ।…

କମୁଛି ଶୀତ ଲହରୀ, କାଲିଠୁ ବଦଳିବ ପାଗ

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତି । କମୁଛି ଶୀତ ଲହରୀ । ଉପରମୁହାଁ ରହିଛି ପାରଦ । ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିଛି । ଯାହାଫଳରେ କିଛି ଶୀତ କମିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର…

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୪ବର୍ଷ ପୂରଣ କରି ୨୫ବର୍ଷରେ ପାଦ ଥାପିବାକୁ ଯାଉଛି । ବିଜେଡ଼ି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଏହାସହ ବ୍ଲକ ଓ…

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି ।…

ଚେରୀ -ଅଟା ସାନ୍ତାକ୍ଲଜରେ ବଡ଼ ଦିନର ଶୁଭେଚ୍ଛା

ଭୁବନେଶ୍ୱର : ବଡ଼ଦିନ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ। କରୋନା କଟକଣା ଭିତରେ ପାଳନ ହୋଇଛି ବଡ଼ ଦିନ। ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକରେ ସୁନ୍ଦର ଭାବେ ସାଜସଜା ହୋଇଛି। ସମସ୍ତେ ପ୍ରତିଯୋଗୀତା ମୂଳକ ଭାବେ ସାନ୍ତାକ୍ଲଜ କରୁଥିବା ବେଳେ ଭିନ୍ନ ଏକ ପ୍ରୟାସ କରିଛନ୍ତି ଜଣେ ଚିତ୍ର ଶିଳ୍ପୀ।…