Latest Odisha News

BREAKING NEWS

Browsing Category

ସହର

City

ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାସ ,ଜଣେ ଗିରଫ

କଟକ : ପୁଣି ପୋଲିସ କବଜାରେ ନକଲି ଜର୍ଦ୍ଦା । କଟକ ଦାହପାଟଣାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି ।ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ…

ବିଶ୍ୱର ବୃହତ୍‌ ବାଲୁକା-ଗୋଲାପ ସାନ୍ତାକ୍ଲଜ୍‌

ପୁରୀ : ବଡ଼ଦିନକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥର ବାଲି ସହ ଗୋଲାଫ ଫୁଲରେ ସେ ପ୍ରସ୍ତୁତ କରିଛନ୍ତି ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡ଼ାର ସାନ୍ତାକ୍ଲଜ୍‌ । ବେଳାଭୂମିରେ ବାଲୁକା-ଗୋଲାପରେ ନିର୍ମିତ ଏହି ସାନ୍ତାକ୍ଲଜ୍‌ ବିଶ୍ବର ପ୍ରଥମ ।…

ବଡଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ। ସେହିପରି ଭାରତର ପୂର୍ବତନ…

ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ। ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ୍ ବିଭାଗ। ଏହାଦ୍ୱାରା ଓଡ଼ିଶ।। ପଞ୍ଚାୟତ ଆଇନର ସଂଶୋଧନ କରାଯିବ। ଏଣିକ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ। ଅପରାଧିକ ମାମଲା , ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ…

୨୬ରେ ହେବାକୁ ଥିବା କଂଗ୍ରେସର ସଦଭାବନା ରାଲି ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା କଂଗ୍ରେସର ସଦଭାବନା ରାଲି । ରାଜ୍ୟ ସରକାରଙ୍କ କରୋନା ଗାଇଡ ଲାଇନ ଆସିବା ପରେ କଂଗ୍ରେସ ସେବା ଦଳ ପକ୍ଷରୁ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସଦଭାବନା ରାଲିକୁ ସ୍ଥଗିତ ରଖାଯାଇଛି ।ଏନେଇ ସୂଚନା ଦେଇଛନ୍ତି ପ୍ରଦେଶ ସେବାଦଳ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର…

[ଭିଡ଼ିଓ] ଗୋଲଡେନ୍ ପେଣ୍ଟିଂରେ ନୀରଜ ଚୋପ୍ରାଙ୍କୁ ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନ ଶୁଭେଚ୍ଛା

ଭୁବନେଶ୍ୱର: ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ବର୍ଥ ଡେ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ନୀରଜ । ଟୋକିଓ ଅଲିମ୍ପିକ୍ସରେ ୨୦୨୧ରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗୌରାବାନ୍ୱିତ କରିଥିଲେ । ତାଙ୍କର ଆଜି ଜନ୍ମ ଦିବସରେ ନୀରଜଙ୍କୁ ଫ୍ୟାନ୍ ମାନଙ୍କର ଅନେକ ଶୁଭେଚ୍ଛାର…

ବଢ଼ିପାରେ ବାଘଙ୍କ ସଂଖ୍ୟା: ସୁନାବେଡାକୁ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ କରାଯିବ

ଭୁବନେଶ୍ୱର : ରାଜ୍ୟରେ ବଢିପାରେ ବାଘ ମାନଙ୍କ ସଂଖ୍ୟା । ଏନେଇ ବାଘ ମାନଙ୍କ ଗଣନା ପକ୍ରିୟା ଚାଲିଛି । ପ୍ରଥମ ପର୍ଯ୍ୟୟ ବାଘ ଗଣନା ସରିଛି । ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ଚାଲିଛି । ହେଲେ ତୃତୟୀ ପର୍ଯ୍ୟାୟରେ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯିବ । ସବୁ ପର୍ଯ୍ୟାୟ ଗଣନା କରିବାକୁ ଆଉ ୬…

କିଟ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ

ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ । ଶୁକ୍ରବାର ସ୍ମିତାରାଣି କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ୟ୍ୟକାଳ ଶେଷ ହେବାପରେ ପରେ କୁଳାଧିପତି ପ୍ରଫେସର ବେଦ…

[ଭିଡ଼ିଓ] ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ

କଟକ : ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ  । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ରେଭେନ୍ସା ସେଭେନ ପିଲର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର…