Latest Odisha News

BREAKING NEWS

Browsing Category

ସହର

City

ପାରାଦୀପରେ ନଦୀ ମହୋତ୍ସବ ଆରମ୍ଭ

ପାରାଦୀପ : ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଏହି ମହୋତ୍ସବରେ ସକାଳୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହେଲା କେନ୍ଦ୍ରାପଡା

କେନ୍ଦ୍ରାପଡା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡାର ୩ ଲକ୍ଷ ପରିବାର ଏହି ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଉପକୃତ…

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର

ମାଲକାନଗିରି : ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର । ମାଲକାନଗିରି ତେଲେଙ୍ଗାନା ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ପୋରଣ ହେବା ଯୋଗୁଁ ଜଣେ ଗ୍ରେହାଣ୍ଡ RSI ଯବାନ ଗୁରୁତର ହୋଇଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ବଡାରି କାତା ଗୁଡ଼େମ ଜିଲ୍ଲାର ଚାର୍ଲା ଥାନା ଅନ୍ତର୍ଗତ…

ଜାଡରେ ଥରୁଛି ଓଡିଶା , ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ

ଭୁବନେଶ୍ୱର : ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା ।ଅନ୍ୟପଟେ ପାହାଡିଆ ଅଞ୍ଚଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ତଳେ ରହିଛି । ଫଳରେ ଜାଡରେ ଘରୁଛି ଦାରିଙ୍ଗବାଡି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ…

ସ୍କୁଲ ଭିତରେ ଭାଲୁ, ସିସିଟିଭିରେ କଏଦ ଚିତ୍ର

ମାଲକାନଗିରି: ସ୍କୁଲ ଭିତରେ ଭାଲୁ । ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲି ରାତି ସମୟରେ ଏହି ତିନି…

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡ଼ା ଜେଲରେ ଜେରା କରିବ NIA

ଭୁବନେଶ୍ୱର: ଏନଆଇଏ ସ୍କାନରରେ ହାର୍ଡକୋର୍ ମାଓନେତା ଦୁବାସି ଶଙ୍କର । ତାକୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ ବା ଏନଆଇଏ । ଟେରର ଲିଙ୍କ ନେଇ ମାରାଥନ୍ ଜେରା କରିବ । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ…

ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ, ପୋଲିସର ତଦନ୍ତ ଜାରି

ଗଜପତି: ବିପୁଳ ପରିମାଣର ଚନ୍ଦନ କାଠ ଜବତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି । ପାରାଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ ।…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅବସରରେ ସ୍ୱାଭିମାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ଶ୍ରୁତି ମହାପାତ୍ର କହିଥିଲେ, “ଭିନ୍ନକ୍ଷମର ଅର୍ଥ ହେଉଛି…

ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍

ଭୁବନେଶ୍ୱର: ଆଜିଠୁ ଇକୋ ରିଟ୍ରିଟ୍ ଆରମ୍ଭ ହେଉଛି । ପର୍ଯ୍ୟଟକମାନେ ନିଆରା ଅନୁଭୂତି ସାଉଁଟିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ ଉଦଘାଟନ କରିବେ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡି ମୁହାଣ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଇକୋ ରିଟ୍ରିଟ୍…

ପରିବା ବୋଝେଇ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ଯାଜପୁର: ପରିବା ବୋଝେଇ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଯାଜପୁରର ସହରର କିଆନାଳୀ ଛକ ନିକଟରେ ସକାଳୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଦୁଇଜଣ ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ରାଉତରାପୁର ଗୋପାଳି ଛକର ଅନନ୍ତ କୁମାର ନାୟକ । ଦୁର୍ଘଟଣା…