Latest Odisha News

BREAKING NEWS

Browsing Category

କେନ୍ଦୁଝର

Kendujhar

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ଅଞ୍ଚଳରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ…

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ…

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  । କେବଳ ଟଙ୍କା ଲୁଟିନାହାନ୍ତି,  …

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କେନ୍ଦୁଝର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରେଶନ ହ୍ଵାଇଟ ସ୍ପାଇଡର ଉପରେ STF ର ଜିରୋ ଟଲେରାନ୍ସ । ବ୍ରାଉନସୁଗାର କାରବାରରେ ଆଜି ଜଣଙ୍କୁ ଗିରଫ କରିଛି ଏସଟିଏଫ । କେନ୍ଦୁଝର ଜୁଡିସିଆଲ କୋର୍ଟ ପିଅନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ…

ବିଶାକ୍ତ ଖାଦ୍ୟ ଖାଇ ୨୪ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା । ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବା ବେଳେ ଏବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ…

ଜାମୁ ଗଛରୁ କନିଷ୍ଠ ଯନ୍ତ୍ରୀ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟାର କାରଣ ଖୋଜୁଛି ପୋଲିସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ଜାମୁ ଗଛରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯନ୍ତ୍ରୀ  ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ବୋଲି ଜଣାପଡିଛି  ।…

ମୋବାଇଲ ଦେଖିବାକୁ ବାରଣ କରିବା ପଡିଲା ମହଙ୍ଗା: ବିଷ ପିଇଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର: ଆଜି କାଲି ଯୁଗରେ ମୋବାଇଲ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଜିନିଷ ପାଲଟିଲାଣି  । ଯାହାକୁ ଦେଖ ସମସ୍ତ ଙ୍କ ନିକଟରେ ମୋବାଇଲ ଉପଲବ୍ଧ ରହିଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସମୟରେ ବେଶି ମୋବାଇଲ ବ୍ୟବହାର କରୁଛନ୍ତି  । ତେବେ ଏମିତି କିଛି ଘଟଣା ଘଟିଛି…

କେନ୍ଦୁଝରରେ ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ଘଟଣାରେ ୭ ଅଟକ

କେନ୍ଦୁଝର : କେନ୍ଦୁଝର ବାଲିପାଳ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣା  । ପୋଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି  । ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା କରାଯାଇଛି , ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି  ।…

କେହି ନିଲାମ ନଧରିବାରୁ ଖୋଲା ବଜାରରେ ବିକ୍ରି ହେଲା ମା’ ତାରିଣୀଙ୍କ ନଡ଼ିଆ

କେନ୍ଦୁଝର: ଖୋଲା ବଜାରରେ ବିକ୍ରି ହେଉଛି ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ । କେହି ନିଲାମ ନଧରିବାରୁ ମନ୍ଦିର ପ୍ରଶାସନ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛି । ଗତକାଲି ଗୋଟିଏ ଦିନରେ  ପ୍ରାୟ ୨ ହଜାର ୯୧୦ଟି ନଡ଼ିଆ ବିକ୍ରି ହୋଇଛି । ଘଟଗାଁରେ ନିଲାମ ନହୋଇ ପଡ଼ିରହିଛି ୧୨ ଲକ୍ଷ ମାନସିକ ନଡ଼ିଆ ।…

ବାତିଲ ହେଲା ମା’ ତାରିଣୀଙ୍କ ଭୋଗ ନଡିଆ ନିଲାମ

ଘଟଗାଁ: ବାତିଲ ହେଲା ମା ତାରିଣୀଙ୍କ ଭୋଗ ନଡିଆ ନିଲାମ  । ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଛି  । ରାଜ୍ୟର କୋଣ ଅନୁକୋଣରୁ ଘଟଗାଁ ମା’ ତାରିଣୀ ପୀଠକୁ ପ୍ରତିଦିନ ଶହ ଶହ ମାନସିକ ନଡ଼ିଆ ଆସୁଛି। ମା’ଙ୍କ ଠାରେ ଭୋଗ ଲାଗିବା ପରେ ଏହାର…