Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଏଏସଆଇ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶା ପୋଲିସର ୨ ଏଏସଆଇ ଗିରଫ। ଗିରଫ ଦୁଇ ପୋଲିସ କର୍ମାଚାରୀ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନାର ଏଏସଆଇ ଶୁଭେନ୍ଦୁ ପ୍ରଧାନ ଓ ପିସି ନାୟକ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଗତ ୬ ତାରିଖ…

ଲକ୍ଷ୍ମୀପୁର ଭୁଇପାଟଣୀରେ ଟ୍ରେନ ଧକ୍କାରେ ୫ ଗାଈ ଓ ଜଣେ ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭୁଇପାଟଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଭୁଇପାଟଣୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଇନରେ ମୁକୁନା ପ୍ରେପେକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରେଳ ଧାରଣା ଦେଇ ଗାଈ ନେଇ ଆର ପାରିକୁ ଯାଉଥିବା ସମୟରେ ଟ୍ରେନ ଧକ୍କାରେ…

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

କୋରାପୁଟ ଜିଲ୍ଲାକୁ ପ୍ରଶଂସା କଲେ ନୀତି ଆୟୋଗ ସିଇଓ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ଉନ୍ନତ କରିଥିବା ହେତୁ କୋରାପୁଟ ନୀତି ଆୟୋଗର ଜିଲ୍ଲା ପ୍ରଦର୍ଶନ ତାଲିକା ଏପ୍ରିଲ ମାସ ପାଇଁ ସର୍ବୋତ୍ତମ ଜିଲ୍ଲା ଭାବେ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ଟ୍ରକ ଧକ୍କା ଦେଲା ଅଟୋକୁ: କାମ ସାରି ଆଉ ଘରକୁ ଫେରି ପାରିଲେନି ନିର୍ମାଣ ଶ୍ରମିକ

କୋରାପୁଟ (ପବନ କୁମାର): ଟ୍ରକ ଧକ୍କା ଦେଲା ଅଟୋକୁ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି 5 ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଦୁର୍ଘଟଣା ବେଳେ ଅଟୋରେ 10 ଜଣ ବସିଥିବା ଜଣାପଡିଛି । ସେଥି ମଧ୍ୟରୁ 2 ଜଣ ସୁରକ୍ଷିତ ରହିଥିବା ଜଣା…

[ଦେଖନ୍ତୁ ଭିଡିଓ] ୨ବର୍ଷ ପରେ ଫେରିଲେ ମୃତ ଘୋଷିତ ସ୍ୱାମୀ , ପତ୍ନୀଙ୍କୁ କଲେ ଦ୍ୱିତୀୟ ବିବାହ

କୋରାପୁଟ : ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କଲେ ସ୍ୱାମୀ ।  ହେଲେ କାହିଁକି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ।  ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି । ହଠାତ୍‌ ଦୁଇ ବର୍ଷ ହେବ ମୃତ ସ୍ୱାମୀ ଜୀବନ୍ତ ଫେରିଥିଲେ । ଗାଁ ଲୋକ ଏହା ଦେଖି ହତବାକ୍‌…

ଖଡ଼ି ମାଟି ବିବାଦ , ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୋରାପୁଟ  : ଖଡ଼ି ମାଟି ବିବାଦ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ଉତ୍ତେଜନା । ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ । ଲମତାପୁଟ ପରଜାଖୁଡୁବି…