Latest Odisha News
Browsing Category

ଆଲେଖ

କାଠଗଡ଼ାରେ ଈଶ୍ୱର

ପୀର ବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପଚାପ୍ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ ପଡି଼ଆରୁ ଘାସ କାଟୁଥିଲା । ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା । ଆମ କ୍ଷେତ ପାଖରେ ଯେଉଁ…

ଜ୍ଞାତିଶତ୍ରୁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋପାଳ ବାବୁଙ୍କ ବଡ଼ ପୁଅ ଏବଂ ସାନ ପୁଅ ଭିତରେ ଅନେକ ଭିନ୍ନତା। ସାନପୁଅ ପୂରା ଦୁନିଆଟାକୁ ନିଜର କରି ଚାଲେ। ବଡ଼ପୁଅ କହେ, ଯାହାର ଚୌହଦି ଯେତେ ବଡ଼, ସେ ସେତେବଡ଼ ଦୁଃଖୀ। ଅନ୍ୟମାନଙ୍କ ଦୁଃଖରେ ସମଦୁଃଖୀ ହେବାରେ ତାର କିଛି ଅସୁବିଧା…

ପୁତ୍ରମୋହ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା' ବାସନ୍ତୀ ମାଉସୀ ଗତ କିଛି ଦିନ ହେଲା ସକାଳୁ ଚାଲିବାକୁ ବାହାରୁ ନାହାନ୍ତି। ସେ ଘରୁ ନବାହାରିବାରୁ ତାଙ୍କ କୁକୁରଟା ବି ଦେଖାଯାଉନି। ତିନି ଚାରି ଦିନ ଗଲାଣି। ସକାଳୁ ନହେଲା ନାହିଁ, ଅନ୍ତତଃ ଦିନ ବେଳେ କେବେ କେମିତି ତ ଘରୁ ବାହାରନ୍ତେ।…

୭୫ରେ ଆମେ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ସ୍ୱାଧୀନତା ଦିବସର ଅମୃତ ମହୋତ୍ସବ ଆମେ ପାଳନ କରୁଛେ । ଆଜାଦୀ କା ଅମୃତ ମହୋତ୍ସବ ଅର୍ଥାତ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷକୁ ଆମେ ୭୫ ସପ୍ତାହ ଧରି ବଡ଼ ଧୁମ ଧାମରେ ପାଳିବୁ ସବୁ ଜାଗାରେ । ସବୁ ଆଡ଼େ ଦେଖିଲେ ସମସ୍ତେ ସେଇ ଆୟୋଜନରେ…

ସ୍ମୃତିର ସ୍ୱାଧୀନତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋପବନ୍ଧୁ ବାବୁ ଗାଁର ସବୁଠୁ ବୟୋଜ୍ୟେଷ୍ଠ ଶିକ୍ଷକ। ପୂରା ନାଁ ଗୋପବନ୍ଧୁ ମିଶ୍ର। କିନ୍ତୁ ସମସ୍ତେ ତାଙ୍କୁ ଡାକନ୍ତି ଗୋପ ବାବୁ। ଅବସର ନେବାର ପଚିଶ ବର୍ଷ ହେଲାଣି। ତଥାପି କର୍ମଠ। ଚଳଚଞ୍ଚଳ। ଛୋଟ ଛୋଟ ପିଲାଙ୍କୁ ସବୁଦିନ ସନ୍ଧ୍ୟାରେ…

ବର୍ଦ୍ଧିତ ମାର୍କ ବାସ୍ତବ ପ୍ରତିଭାର ନିର୍ଣ୍ଣାୟକ ନୁହେଁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗତ ବର୍ଷ ପରୀକ୍ଷା ଫଳ ପ୍ରକାଶନ ପରେ ଆଖପାଖରେ ଉତ୍ତେଜନା ଦେଖାଦେଇଥିବା ବେଳେ ଚଳିତ ବର୍ଷ ପୁଣିଥରେ ଲକ୍ଷ୍ୟ କରାଯାଇଥିଲା ଯେ ସିବିଏସ୍ଇ ଅର୍ଥାତ୍ ଦେଶରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ କରାଯାଇଥିବା ପରୀକ୍ଷାର ଫଳାଫଳ ଘୋଷଣା ପରେ…

ସ୍ୱଭାବ କବି ଗଙ୍ଗାଧର ମେହେର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ, ଏଇ ଓଡ଼ିଶା ରେ ଦିନେ ମୁକୁନ୍ଦଦେବ ଗଙ୍ଗା ନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ଖଣ୍ଡ କରିଦେବି । ରାଜାଙ୍କ ତପସ୍ୟା ଦିନପରେ ଦିନ…

ଆମ ଶିକ୍ଷା ବ୍ୟବସ୍ଥାର ହାଲ ଚାଲ, ଅଟ୍ଟାଳିକାରେ ସୀମିତ

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ବିଭିନ୍ନ ସମୟରେ ଦେଶ ବିଦେଶ ଭ୍ରମଣ କରିବାର ସୁଯୋଗ ମିଳିଛି। ଏହା ସହିତ ସେଠାକାର ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଗବେଷଣାଗାର ବୁଲିବାର ଏବଂ ଏଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଗବେଷଣାରତ ଅଧ୍ୟାପକମାନଙ୍କ ସହିତ କଥା ବାର୍ତ୍ତା ହେବାର…

ବାହାରର ଝିଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦନକାନନ ଯାଇଥିଲେ ସେମାନେ ସେଦିନ। ନବବିବାହିତ ଦମ୍ପତି। ବାହାଘର ପରେ ପ୍ରଥମ ଥର ପାଇଁ ଗାଁରୁ ଆସିଛନ୍ତି ସେମାନେ ଏକାଠି ରହିବା ପାଇଁ ଭୁବନେଶ୍ୱରରେ। ଆଉ ସପ୍ତାହାନ୍ତ ଥିବାରୁ ବୁଲି ଆସିଛନ୍ତି ନନ୍ଦନକାନନ। ନବଦମ୍ପତିଙ୍କ ପାଇଁ ହୁଏତ…

‘ମୋ ଜୀବନ ପଛେ ନର୍କେ ପଡିଥାଉ’…..

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ଗ୍ରହଣ ଉତ୍ସବରେ ତାଙ୍କ କଣ୍ଠରୁ ଉଚ୍ଚାରିତ ସନ୍ଥକବି ଭୀମ ଭୋଇଙ୍କ ପଦାବଳି ଦେଶବାସୀ ବିଶେଷକରି ଓଡିଶାକୁ ଉତ୍ସାହିତ କରିଛି । “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ,…