Latest Odisha News

BREAKING NEWS

Browsing Category

ଆଲେଖ

ପୁରପଲ୍ଲୀରେ ରଜୋତ୍ସବର ମହାପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଶାରେ ରଜ ଏକ ପାରମ୍ପରିକ ପର୍ବ । ଏହାକୁ ମଧ୍ୟ ଗଣପର୍ବ କୁହାଯାଏ । ନିପଟ ପଲ୍ଲୀ ଗାଁ ଗହଳଳି ଠାରୁ ଆରମ୍ଭ କରି ସହର ଯାଏଁ ଏହି ପର୍ବ ଧୁମଧାମରେ ଚାରି ଦିନ ଧରି ପାଳିତ ହୋଇଥାଏ । ଏହା ମିଥୁନ ମାସର ଦ୍ଵିତୀୟ ଦିନରୁ ଆରମ୍ଭ ହୋଇଥାଏ । ରଜ…

ଦରିଆକୂଳର ପିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଚଣ୍ଡୀଗଡ଼ର ଏକ ପ୍ରକାଶନ ସଂସ୍ଥାରେ ଦୀର୍ଘ ଦିନ ଧରି କାମ କରୁଥିଲା ବସନ୍ତ। ସେ ଥିଲା କପି ଏଡିଟର। ମାନେ ଯେ କୌଣସି ଲେଖା ଛାପା ହେବା ପାଇଁ ପ୍ରେସକୁ ଯିବା ପୂର୍ବରୁ, ତାକୁ ତନ୍ନ ତନ୍ନ କରି ପଢ଼ିବା, ସେଥିରେ ଆବଶ୍ୟକ ସଂଶୋଧନ କରିବା,…

ବିକାଶର ଚକ ତଳେ ଗଛ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଏମିତି ଏକ ବିକାଶ ବ୍ୟବସ୍ଥା ଆମେ କଳ୍ପନା କରିପାରିବା କି ଯେଉଁଠି କାରଖାନାଟିଏ ପାଇଁ ଜଙ୍ଗଲର ବେକ କାଟିବାକୁ ପଡ଼ିବନି? ଯେଉଁଠି ରାସ୍ତାଟିଏ ନିର୍ମାଣ କରିବାକୁ ହେଲେ ବାଟରେ ଥିବା ଗଛକୁ ନକାଟି ରାସ୍ତାକୁ ଟିକେ ବୁଲେଇ କରି…

ରାଜ୍ୟ ମୋହରେ କୂଟନୈତିକ ମହାସମର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ମହାଭାରତ ଏକ ଚିତ୍ତାକର୍ଷକ କାହାଣୀ, ଗୋଟିଏ ଲମ୍ବା କାହାଣୀର ଚିତ୍ରପଟ୍ଟ । ଗୋଟିଏ ଗୋଟିଏ କାହାଣୀରୁ ଅନେକ ଉପକାହାଣୀର ସୃଷ୍ଟି । ଅନେକ ଏହାକୁ ବ୍ୟାଖ୍ୟା କରି ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ ଧର୍ମ ଶାସ୍ତ୍ର ଭାବରେ ଗ୍ରହଣ ଓ ପୂଜିତ କରିଆସୁଛନ୍ତି ।…

ବୁଜୁଳା ବୋହିଲାଠୁ କାଟିଲା ଯାଏଁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରାୟ ତିରିଶ ବର୍ଷ ତଳେ ଆମ ଗାଁକୁ ଆସିଥିଲେ ପ୍ରିୟନାଥ ବାବୁ। ସେତେବେଳେ ବୟସ ଏଇ ବାଇଶ କି ତେଇଶ ହେବ। ଭେଣ୍ଡିଆ ପିଲା। ନୂଆ କରି ଆମ ଗାଁ ପାଖରେ ତାଙ୍କୁ ଅସ୍ଥାୟୀ ଚାକିରି ଖଣ୍ଡେ ମିଳିଛି। ଆମ ଗାଁରୁ ପ୍ରିୟନାଥଙ୍କ ଗାଁ ପାଖାପାଖି…

ଶ୍ରୀମନ୍ଦିରର କିଛି ଶୃଙ୍ଖଳା ଅଛି କି?

ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି…

ଆମେ ଏବେ କେଉଁ ବାଟରେ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ କାହିଁ କେଜାଣି ଏଇ କେତେ ଦିନ ହେଲାଣି ସୋସିଆଲ ମିଡ଼ିଆ ଖୋଲି ଦେଲେ ଆଉ ଟିଭି ଖୋଲି ଦେଲେ ଖାଲି ଅଦ୍ଭୁତ ଘଟଣାମାନ ଶୁଣିବାକୁ ଆଉ ଦେଖିବାକୁ ମିଳୁଛି । କେଉଁଠି ଘର କଳି ଦାଣ୍ଡରେ ପଡ଼ିଛି ତ ଆଉ କେଉଁଠି ପାଠ ପଢ଼ୁଥିବା ଝିଅଟିଏ ନିଜ ଇଛା…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ବିତର୍କରେ ଐତିହ୍ୟପୂର୍ଣ୍ଣ ତାଜମହଲ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ବାବର ବଞ୍ଚି ପାରିଲେ ନାହିଁ, ଅର୍ଥାତ୍ ବାବ୍ରିମସିଦ୍ ପତନ ବାବରଙ୍କୂ ବଞ୍ଚାଇ ପାରିଲା ନାହିଁ । ଆଉରଙ୍ଗଜେବ ବଞ୍ଚିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଶାହଜାହାନ ଅନ୍ତତଃ ପକ୍ଷେ ଏହି ଯାତ୍ରାରୁ ବଞ୍ଚି ଯାଇଥିଲେ । ବାବ୍ରି ମସଜିଦ ଭାଙ୍ଗି…

ପଥ ଭ୍ରଷ୍ଟ କରୁଛି ଅନ୍‌ଲାଇନ୍ ଜୁଆ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗତ ଦେଢ଼ ମାସ ହେବ ଆମ ଦେଶରେ ଆଇ.ପି.ଏଲ. ଖେଳ ଚାଲିଛି ଓ ତାହା ଟିଭିରେ ସିଧା ପ୍ରସାରଣ ହେଉଛି । ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ…