Latest Odisha News

BREAKING NEWS

Browsing Category

ଆଲେଖ

ଆଇନ ଓ ମହିଳା

ଆଜି ନୁହେଁ ଯୁଗେ ଯୁଗେ ଆମ ମହିଳା ସମାଜ ଅସୁରକ୍ଷିତ ଏକଥା ପ୍ରତି ସମୟରେ ପ୍ରମାଣିତ ହୋଇଛି । ଯୁଗ ଯୁଗରୁ ନାରୀଙ୍କ ସୁରକ୍ଷାକୁ ନେଇ ବହୁତ ପ୍ରଶ୍ନ । ମାଆ ସୀତାଙ୍କଠାରୁ ଆରମ୍ଭ କରି ଦ୍ରୌପଦୀ ସମସ୍ତଙ୍କ ପ୍ରତି ଏ ପୁରୁଷ ସମାଜ ଅଙ୍ଗୁଳି ନିର୍ଦେଶ କରିଛି । ତାହେଲେ ତା ପର ପିଢ଼ିର ନାରୀ…

ଜଳାଭାବ ଭାରତରେ ଜଳର ସୁପରିଚାଳନା ଆବଶ୍ୟକ

ଜଳ, ପବନ ଭଳି ଏ ଜୀବଜଗତ ପାଇଁ ଅତି ଆବଶ୍ୟକ । ପୃଥିବୀରେ ଯଦିଓ ଯଥେଷ୍ଟ ଜଳ ଗଚ୍ଛିତ ଅଛି, ମାତ୍ର ତାହାର ୯୭.୫ ଶତାଂଶ ଲୁଣିଆ ଅଟେ । ଅବଶିଷ୍ଟ ଜଳର ୧.୭ ଶତାଂଶ ବରଫ ଓ ଗ୍ଲେସିଅର ଭାବେ, ୦.୭୫ ଶତାଂଶ ଭୂଗର୍ଭର ଜଳଭାବେ ଏବଂ ଅବଶିଷ୍ଟ ୦.୦୫ ଶତାଂଶ ନଦୀ, ହ୍ରଦ ଇତ୍ୟାଦରେ ମିଳିଥାଏ । ମାତ୍ର…

ଦୁଇଟା ଜାତିର ମଣିଷ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍ । ହେଲେ ଏବେ ବୟସ ଗଡ଼ିଗଲାଣି । ଆଉ ଆଗ ଭଳି ଗାଁ କଥାରେ…

ପାଉଁଶରେ ପହଁରିବ ପୁଞ୍ଜିବାଦ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅନ୍ଧମୁହାଣିରେ ବିଶ୍ୱ ପୁଂଜିବାଦୀ ଅର୍ଥନୀତି ଦ୍ରୁତ ଗତିରେ ମାଡିଚାଲିଛି । ବିଭିନ୍ନ ଦେଶରେ ପୁଂଜିବାଦୀ ବଜାର ସଂକଟ ଯୋଗୁ ଭୟଙ୍କର ଅବସ୍ଥା ଉପୁଜିଲାଣି । ଅନେକ ଦେଶ ଆର୍ଥିକ ଦେଣ-ନେଣରେ ସୁଧାର ଆସୁନଥିବାରୁ ଧୀରେ ଧୀରେ ଦେବାଳିଆ ଅବସ୍ଥାକୁ…

ପାଲା ଦେଖୁଛି କିଏ?

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବିବସ୍ୱାନ୍ ଓ ବନ୍ଦିତା .. ବିଶ୍ୱାଳ ଘରର ବଡ଼ ପୁଅ-ବୋହୂ । ବାହାଘରର ପନ୍ଦର ବର୍ଷ ବିତିଗଲାଣି । ଷଠୀବୁଢ଼ୀ ମାଆ ଏଯାଏଁ ସେମାନଙ୍କ କୋଳରେ ପିଲାଟିଏ ଦେଇନି । କେତେ ଦିଅଁ ଦେବତା, ବ୍ରତ ଉପବାସ କରିଛନ୍ତି ଉଭୟେ ତାର ହିସାବ ନାହିଁ ।…

ଧିକ୍ ନେତାଗିରି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା । ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି । ଜଣେ ସାଧୁ ବ୍ୟଭିଚାରୀ ହେଲେ ଲୋକେ ପୁରା ସାଧୁସମାଜକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି । ଆଗର ସେ ସର୍ବତ୍ୟାଗୀ ବିପ୍ଲବୀ ଶ୍ରମିକନେତାମାନେ ନାହାଁନ୍ତି ।…

ବାର୍ଦ୍ଧକ୍ୟ ଭତ୍ତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅଣାଅଶୀ ବର୍ଷ ବୟସରେ ଆରପାରିକୁ ଚାଲିଗଲା ମହାପାତ୍ର ଘରର ବୁଢ଼ୀ ତିଳୋତ୍ତମା । ବୁଢ଼ୀ ମଲାଦିନ ସବୁଠୁ ବେଶି ଖୁସି ହୋଇଥିଲା ତାର ଏକମାତ୍ର ବୋହୂ ତ୍ରିପୁରସୁନ୍ଦରୀ । ନାଁ ଟା ସିନା ତ୍ରିପୁରସୁନ୍ଦରୀ, ହେଲେ ଦେଖିବାକୁ ସାକ୍ଷାତ ମାଆ…

ସାଂପ୍ରତିକ ସମୟରେ ଗାନ୍ଧୀଦର୍ଶନ ବିଚାରର ପ୍ରାସଂଗିକତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସାଂପ୍ରତିକ ସମୟ ଏକ ତ୍ରିବିଧ ଚରିତ୍ରାତ୍ମକ କାଳଖଣ୍ଡ । ନୈତିକ ଚରିତ୍ର, ରାଜନୈତିକ ଚରିତ୍ର ଓ ଅର୍ଥନୈତିକ ଚରିତ୍ର ଦୃଷ୍ଟିରୁ ସାଂପ୍ରତିକ ସମୟ ଏକପ୍ରକାର ଶୂନ୍ୟକାଳର ସଂଶୟ । ଏହି ସମୟରେ ଗାନ୍ଧୀଦର୍ଶନର ବିଚାରଣା ଅନେକଙ୍କ ପାଇଁ…

ଉତ୍କଳ- ପ୍ରତିଟି ଓଡ଼ିଆ ପ୍ରାଣର ପ୍ରତିଧ୍ୱନି

(ମାତୃଭାଷା ଦିବସ ଅବସରରେ ସ୍ୱତନ୍ତ୍ର ଆଲେଖ୍ୟ) ଓଡ଼ିଆ – କେବଳ ଏକ ଭାଷା ନୁହେଁ , ଏହା ପ୍ରତିଟି ଓଡ଼ିଆଙ୍କ ଛାତି ତଳେ ଚାପି ରହିଥିବା ସେହି ଅଖଣ୍ଡ ଶକ୍ତିଟିଏ । ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ , ଆର୍ଯ୍ୟରଷିମାନଙ୍କ ଉଦରା ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ,…

ଅପରାଧର ଅଦ୍ଭୁତ ତର୍ଜମା

ନିକଟରେ ଏକ ରାୟ ସାରା ଦେଶ ରେ ହଇଚଇ ସୃଷ୍ଟି କରିଛି । ସେ ରାୟକୁ ନେଇ ଦେଶର ଶିଶୁ ସଂଗଠନମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ମହିଳା ସଂଗଠନମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି । ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଦିୱାଲା ଏକ ନାବାଳିକା ଯୌନ ନିର୍ଯାତନା ଶୁଣାଣି କରି…