Latest Odisha News

BREAKING NEWS

Browsing Category

ଆଲେଖ

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

'କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ। ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍। ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି। ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।' ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ…

ଜଙ୍ଗଲ ବେକରେ ସରକାରୀ କୁରାଢ଼ୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମେ ସମସ୍ତେ ଜାଣିଛେ ଓ ପିଲା ବେଳୁ ପଢ଼ି ଆସୁଛେ, ଜଙ୍ଗଲର ମଣିଷ ସମାଜ ପାଇଁ ବହୁତ ଅବଦାନ ଅଛି । ପରିବେଶକୁ ଠିକ୍ ରଖିବା ପାଇଁ ଜଙ୍ଗଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଜଙ୍ଗଲର ଭୂମିକାକୁ ଆଖିରେ ରଖି ସରକାରରେ ଜଙ୍ଗଲ ଓ ପରିବେଶ…

ମୁଖାପିନ୍ଧା ଏ ସମୟର ଶୋକଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପ୍ରଖ୍ୟାତ ନାଟ୍ୟକାର ବର୍ତ୍ତୋଲ୍ଟ ବ୍ରେଖ୍ଟଙ୍କର ଏକ କବିତା ଅଛି, ଯାହାର ମର୍ମାନୁବାଦ କଲେ ଏମିତି ହେବ- 'ଅନ୍ଧକାର ସମୟରେ ବି ଗାଇ ହେବ କି ସଙ୍ଗୀତ ଅନ୍ଧକାର ସମୟରେ ଅନ୍ଧାରର ଗୀତ ହିଁ ଗାଇ ହେବ। ' ଏ କବିତାର ରଚନା କାଳ ୧୯୩୯।…

ଚକ୍ରବ୍ୟୂହର ଚରିତ୍ରଲିପି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ - ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁଙ୍କୁ ନିଧନ କରାଯାଉଛି । ସାରା…

ଅନୁବାଦକ ଗଣେଶ୍ୱର ମିଶ୍ର : ଜାହାନାରା ଆତ୍ମକାହାଣୀରୁ ହେଲେନ୍ କେଲର୍

ଏବେ ଅନୁବାଦ, ଗଳ୍ପ, କବିତା, ନାଟକ ଓ ଉପନ୍ୟାସ ଭଳି ସର୍ଜନଶୀଳ ସାହିତ୍ୟର ମର୍ଯ୍ୟାଦା ଲାଭ କରିବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ବିଭାଗ ରୂପେ ଗୃହୀତ ହୋଇ ସାରିଲାଣି । ସମାଲୋଚକମାନଙ୍କ ମତରେ ଅନୁବାଦ ହେଉଛି ଝରକା ସଦୃଶ ଯଦ୍ଦ୍ୱାରା ବାହାରଜଗତର ଦୃଶ୍ୟ-ଜୀବନ ଓ…

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ…

ରାଫେଲ ଲଲିପପ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗତ ଜୁଲାଇ ୨୯ରେ ପାଞ୍ଚୋଟି ରାଫେଲ ବିମାନ ଫ୍ରାନ୍ସରୁ ଆସି ଆମ ଦେଶରେ ପହଂଚିଛି। ଏହି ରାଫେଲ ବିମାନକୁ ନେଇ ଆମ ଦେଶର ଗଣମାଧ୍ୟମଙ୍କର ଉତ୍ସାହର ସୀମା ନାହିଁ। ଗଣମାଧ୍ୟମମାନେ, ଵିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମମାନେ ଟିଭିରେ ଯେମିତି…

ମହାମାରୀ କାଳରେ ସମ୍ବିଧାନ ଓ ସ୍ଵାଧୀନତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇଏକ ଚମତ୍କାର…

କରାଳ କ୍ଲେଶର କଂଟକରେ କ୍ରୁଶବିଦ୍ଧ କୃଷକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…