Latest Odisha News

BREAKING NEWS

Browsing Category

ଆଲେଖ

ନଦୀର ନାମ ଗନ୍ଧବତୀ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ ନଦୀର ନାମ ଗନ୍ଧବତୀ... ସୁଦର୍ଶନ ଦାସ ଗନ୍ଧବତୀ ନାମକ ଏକ ନଦୀକୁ ଓଡ଼ିଶାରେ ବହୁତ କମ୍ ଲୋକ ଜାଣନ୍ତି । ଉତ୍କଳ – କଳିଙ୍ଗ ସଭ୍ୟତା ଏକଦା ଗଢି ଉଠିଥିଲା ଏହି ନଦୀ କୂଳରେ । ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ…

ହଜି ହଜି ଯାଉଥିବା ଓଡିଆ ଗାଁ’ର ଜୀବନ ଓ ସୃଜନ…

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ: ହଜି ହଜି ଯାଉଥିବା ଓଡିଆ ଗାଁ'ର ଜୀବନ ଓ ସୃଜନ କେଦାର ମିଶ୍ର ସଂଜ ବୁଡ଼ିଲା ବେଳକୁ ଗହ ଗହ ଗାଁ ଦାଣ୍ଡ । ପୋଲାଙ୍ଗ ତେଲରେ ଦିକଦିକ ହୋଇ ଜଳୁଥିବା ଦୀପର ଆଲୁଅ ଓ ସେଇ ରହସ୍ୟଘେରା ପ୍ରକାଶରେ କେଇପଦ ଲଳିତ ଭାଗବତ । ଆଜି ମନେପକେଇଲେ ବି ଲାଗୁଛି…

ଆଦିବାସୀଙ୍କ ମଧ୍ୟରେ ଅପପୁଷ୍ଟିର କାରଣ

ପ୍ରତି ମଙ୍ଗଳବାର.... ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଆଦିବାସୀଙ୍କ ମଧ୍ୟରେ ଅପପୁଷ୍ଟିର କାରଣ ଓଡ଼ିଶାର ଜନସଂଖ୍ୟାର ୨୨% ଆଦିବାସୀ ଅଟନ୍ତି । ପ୍ରାୟ ୯୬ ଲକ୍ଷ ଆଦିବାସୀ ଆମ ରାଜ୍ୟରେ ବସବାସ କରନ୍ତି । ଅପପୁଷ୍ଟି ଆଦିବାସୀ ସମୁଦାୟଙ୍କ ମଧ୍ୟରେ ସଂପ୍ରତି ଏକ…

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: କ୍ଷମା ମାଗିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତି କିଛିଦିନ ତଳେ ଦୁର୍ବ୍ୟବହାର କରିଥିଲେ । ଏହାକୁ ସବୁଆଡୁ ସାମ୍ବାଦିକ ମାନେ ଦୃଢ ବିରୋଧ କରିଥିଲେ ତେବେ ଶେଷରେ ଶୁକ୍ରବାର ଦିନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କରିଥିବା…

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ!

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ! କେଦାର ମିଶ୍ର ପୁରୀ, ସମୁଦ୍ରକୂଳ ଓ ସ୍ୱର୍ଗଦ୍ୱାର । ଜୀବନ ବୋଇଲେ ଏଇ ତିନୋଟି ଶବ୍ଦ । ସ୍ୱର୍ଗଦ୍ୱାର ଆଗରେ ଅନ୍ତହୀନ ସମୁଦ୍ରର ପାଗଳ ଘୋ ଘୋ । ଜୀବନ ଓ ମରଣର ହାତ ଧରାଧରି ହୋଇ ଏଇ ବେଳାଭୂମିରେ ବୁଲୁଥା’ନ୍ତି । ଜୀବନ ଓ…

‘ଆଇଆଇଏମସି’ରେ ୨୦୨୦-୨୧ ଶିକ୍ଷାବର୍ଷରୁ ଆରମ୍ଭ ହେବ ମାଷ୍ଟର କୋର୍ସ !

ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ୨୦୨୦-୨୧ ଶିକ୍ଷା ବର୍ଷରୁ ପୋଷ୍ଟ ଗ୍ରାଜୁଏଟ ଡ଼ିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ସୂଚନା ମିଳିଛି । କିଛି ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଆଗାମୀ ବର୍ଷ ଠାରୁ ଏହି ଶିକ୍ଷାନୁଷ୍ଠାନ ହେଲଥ କମ୍ୟୁନିକେସନ ଗଭରନାନ୍ସ, ଗଣମାଧ୍ୟମ ଓ ନ୍ୟୁ…

ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ‘ଘର ବାହୁଡ଼ା’ ମୋ ସାଙ୍ଗେ ଲାଗନାରେ ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ କିଛିକୁ ହୁଏତ କେହି କେହି କେହି…

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି…

ପୃଥିବୀ ତାତୁଛି…

ବିଲୁପ୍ତି ବିପ୍ଳବ ପୃଥିବୀ ତାତୁଛି... ସୁଦର୍ଶନ ଦାସ ଅଷ୍ଟ୍ରେଲିଆ ଓ ଇଟାଲୀ ସୀମାନ୍ତରେ ଥିବା ଆଲପସ୍ ପର୍ବତମାଳାରେ ସ୍କେଟିଂ କରୁଥିବା ବେଳେ ଦଳେ ଖେଳାଳି ୧୯୯୧ ମସିହାରେ ଗୋଟିଏ ମଣିଷ ଶବକୁ ଆବିଷ୍କାର କଲେ । ଶରୀର ଏବଂ ଜୀବ ବିଜ୍ଞାନୀମାନେ ଜାଣିବାକୁ ପାଇଲେ ଯେ ଏହି ଶବଟି ୫,୦୦୦ ବର୍ଷ…

ଠିକା ଚାକିରି

ଠିକା ଚାକିରି ଜ୍ୟୋତି ପ୍ରକାଶ ମହାପାତ୍ର ‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ ସେଇଠି ଯୋଗ ଦେଇଥିଲି ।…