Latest Odisha News

BREAKING NEWS

Browsing Category

ଆଲେଖ

ଠିକା ଚାକିରି

ଠିକା ଚାକିରି ଜ୍ୟୋତି ପ୍ରକାଶ ମହାପାତ୍ର ‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ ସେଇଠି ଯୋଗ ଦେଇଥିଲି ।…

ଆଇଆଇଏମ୍‍ସିରେ ‘ଉନ୍ନୟନ ଅର୍ଥନୀତି’ ଉପରେ ସ୍ୱତନ୍ତ୍ର ବକ୍ତୃତା“

ଢେଙ୍କାନାଳ: ଗୋଟିଏ ସମୃଦ୍ଧଶାଳୀ ଦେଶ ଗଠନ କରିବାକୁ ହେଲେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳିବା ଦରକାର । ଏଥିରେ ଉନ୍ନୟନ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ପ୍ରଫେସର ଏସ୍‍.ଏନ୍‍. ମିଶ୍ର।   ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନୁଷ୍ଠିତ…

ମହାବାତ୍ୟା ସ୍ମୃତି

ମୁଁ ଗାଁକୁ ଯାଇଥାଏ ଦୂର୍ଗାପୂଜାରେ । ୧୯୯୯ ମସିହା।ରେଡ଼ିଓରେ ଖବର ଆସିଲା ବ୍ରହ୍ମପୁର ଓ ଆନ୍ଧ୍ର ଆଡ଼କୁ ଖୁବ ଜୋରରେ ବାତ୍ୟା ଆସୁଛି । ଆମ ଗାଁରେ ଭୀଷଣ ବର୍ଷା ହେଲା। ନବମୀ ଭୋଜି ବି ଠିକ ଭାବେ ହୋଇ ପାରିଲାନି । ପଚରା କାଦୁଅ ଭିତରେ ଭସାଣୀ ସରିଲା। ଦଶରା ଭାସିଗଲା। କେଇ ଦିନ ପରେ ମୁଁ…

ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର

ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର ବିଚିତ୍ର ବିଶ୍ୱାଳ ଆଜିଠୁ ଚଉଦ ବର୍ଷ ତଳେ ସୂଚନା ଅଧିକାର ଆଇନ୍ ଯେତେବେଳେ ପ୍ରଣୟନ ହେଲା, ସେତେବେଳେ ଏହାକୁ ଏକ ଯୁଗାନ୍ତକାରୀ ଆଇନ୍ ବୋଲି କୁହାଯାଉଥିଲା । କାରଣ ସରକାରୀବାବୁମାନେ ଯେତେବେଳେ ଲୋକଙ୍କ ପାଇଁ ଆସୁଥିବା କାମ ସମ୍ବନ୍ଧୀୟ ସୂଚନାକୁ ଗୋପନୀୟ…

କଳାହାଣ୍ଡି ଶିଳ୍ପୀଙ୍କ କଳାଚାତୁରୀ; ମୂର୍ତ୍ତିରେ ଭରିଦେଉଛନ୍ତି ଜୀବନ…

ନିର୍ଜୀବକୁ ଜୀବନ୍ତ ରୂପ ଦେବା ସହିତ କଳା ସଂସ୍କୃତି ପରମ୍ପରାରେ କଳାହାଣ୍ଡି ଜିଲ୍ଲା ବେଶ ଆଗରେ । ଐତିହ୍ୟ ଓ ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର କଳାହାଣ୍ଡି ଆଜି ସୁନାର କଳାହାଣ୍ଡି ଭାବେ ପରିଚିତ । ପୂର୍ବ ପୁରୁଷରୁ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା କାଠ ଶିଳ୍ପୀ ଗାଁ ଭାବରେ ଖଇରପଦର…

ଆଜିବି ଆସୁଛି ଚିଠି; ଏବେବି ବଞ୍ଚିଛି ଡାକଘର…

ଚିଠି ଆସିଛି ଚିଠି.................. ଏହି ସ୍ୱର, ଏ ଡାକ ଆଉ ଶୁଣିବାକୁ ମିଳୁନି । ଯିଏ ଶୁଣିଛି ସିଏ କେବେ ଭୁଲିପାରିବ ନାହିଁ । ଗାଁ ଦାଣ୍ଡରେ ଡାକବାଲାର ସେହି କର୍କଶ ସ୍ୱର ସହ ତା’ ସାଇକେଲ୍ ଘଂଟିର କ୍ରିଂ କ୍ରିଂ ଶବ୍ଦ କାହାକୁ ଖୁସି ବାଂଟୁଥିବା ବେଳେ କାହାକୁ ଦୁଃଖରେ ମ୍ରିୟମାଣ…

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି ସୂର୍ଯ୍ୟ ଦେଓ ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ ଜଣକୁ ଛାଡ଼ି ଅନ୍ୟମାନେ ଥିଲେ ଖାସ୍ କଟକିଆ…

ଆଇଆଇଏମ୍‍ସିରେ ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ କର୍ମଶାଳା

ଢେଙ୍କାନାଳ: ଝିଅଟିଏ କ’ଣ କରିବ? ଶେଷରେ ତ ସେ ରୋଷେଇ ଘରକୁ ଯିବ । ଝିଅଙ୍କ ପ୍ରତି ଏମିତି ମନୋଭାବ କେବଳ ଅଶିକ୍ଷିତ ନୁହେଁ, ବରଂ ଶିକ୍ଷିତ ପରିବାରରେ ମଧ୍ୟ ରହିଛି । ତେବେ ନାରୀର ଅଧିକାର ପାଇଁ ଆମର ଦୃଷ୍ଟିଭଙ୍ଗୀ ପ୍ରଥମେ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି ଅକ୍ସଫାମ୍‍ ଇଣ୍ଡିଆର…

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…

ଅର୍ଥ ହିଁ ଅନର୍ଥ

ବିଲୁପ୍ତି ବିପ୍ଳବ ଅର୍ଥ ହିଁ ଅନର୍ଥ ସୁଦର୍ଶନ ଦାସ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ତା’ଚାରିପଟରେ ବୁଲୁଛି ନା ସୂର୍ଯ୍ୟ ସ୍ଥିର ଆଉ ପୃଥିବୀ ତା’ ଚାରିପଟେ ବୁଲୁଛି? – ଏହି ପ୍ରଶ୍ନଟି ୧୬ଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସମଗ୍ର ମାନବ ଜଗତକୁ ଆଚ୍ଛାଦିତ କରିଥିଲା । ୧୬୪୩ ମସିହାରେ ପୋଲାଣ୍ଡର…