Latest Odisha News

BREAKING NEWS

Browsing Category

ପଲିଟିକସ ଫଲିଟିକସ

ଘାଇ ରାଜନୀତି

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସି ରାଜ୍ୟକୁ ବେହାଲ୍‍ କରି ଦେଇଛି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଖରସ୍ରୋତା ଆଦି ପ୍ରତିଟି ନଦୀରେ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।…

ଗାଁ ସବୁ ନଷ୍ଟ ହୋଇଗଲା ପରେ…

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର…

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ…

ସ୍କୁଲ ଶିକ୍ଷା ସମସ୍ୟା ଓ ସମାଧାନ

ଗଣମାଧ୍ୟମରେ ଏବେ ସ୍କୁଲ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଅନଲାଇନ ଶିକ୍ଷା ନାଁରେ ଗଣଶିକ୍ଷା ବିଭାଗ ଚଳେଇଥିବା ପ୍ରହସନରେ ୭୦ ପ୍ରତିଶତରୁ ଅଧିକ ପିଲା ସାମିଲ ହୋଇ ପାରୁ ନାହାନ୍ତି । ଏହା ହିଁ ବାସ୍ତବ ଚିତ୍ର । ଏହାକୁ ହୁଏତ ଗଣଶିକ୍ଷା ବିଭାଗ ମାନିପାରେ କିମ୍ବା ନିଜେ କରୁଥିବା…

ଗୁମୁଡ଼ୁମୁହା ଗୋଟେ ଗପ ବୋଧେ !

ଏମିତି ଘଟଣା କଳିଙ୍ଗନଗରରେ ଘଟିଥିଲା । ସେଠି ଅବଶ୍ୟ ପ୍ରସଙ୍ଗ ଥିଲା ଅଲଗା । ଆଉ ଏଠି ଗୁମୁଡ଼ାମୁହାରେ କିଛି ପ୍ରସଙ୍ଗ ହିଁ ନଥିଲା । ନିରୀହ ଆଦିବାସୀ ନିଜ ଗାଁକୁ ଫେରୁଥିଲେ ଅଟୋରେ । ସଶସ୍ତ୍ର ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଲା । ଏକାଥରେ ପାଞ୍ଚ ଜଣ ମରିଗଲେ । ପରେ ପୁଲିସ ବାହାଦୂରୀ…

କଂଗ୍ରେସ କରୁଛି କଣ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସତରେ କଂଗ୍ରେସ କରୁଛି କଣ? ଏ ପ୍ରଶ୍ନ ଏବେ ବାରବାର ସାମ୍ନାକୁ ଆସଛି, ତାହା ପୁଣି ଜୋରଦାର ଢଙ୍ଗରେ । ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଘଟଣା ପରେ ଏହାର ପ୍ରାସଙ୍ଗିକତା ଆହୁରି ବଢି ଯାଇଛି । ଯେଉଁ ଢଙ୍ଗରେ ଜାତୀୟସ୍ତରରେ…

ସରକାରୀ ଗୋତି ଶ୍ରମିକ: ଠିକା ଚାକିରିଆ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କେଇ ମାସ ତଳେ ମୋର ଜଣେ ସହକର୍ମୀଙ୍କ ବାହାଘର ପ୍ରସ୍ତାବଟେ ଆସିଲା । ମତେ ସାଙ୍ଗରେ ଝିଅ ଦେଖିବାକୁ ଯିବାକୁ ପଡ଼ିଲା । ମୁଁ ମୋ ଜୀବନରେ ଝିଅ ଦେଖିବାକୁ ଥରେ ଯାଇଛି ଆଉ ତା’ପରେ ଯିବିନି ବୋଲି ନିଷ୍ପତ୍ତି ନେଇଛି । ନିଜ…

ମଣିଷର ମନ ଆଉ ଜୀବନ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆମେ ସମସ୍ତେ ବଞ୍ଚୁଥିବା ଜୀବନର ଗୋଟିଏ ବେଶ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଏ ଲେଖା । ବିଶେଷକରି କରୋନା ସମୟରେ ଯେତେବେଳେ ଆମେ ସଭିଏଁ ଆମ ପରିବାର, ଆମ ପରିବାର ବୋଲି ହୁରି ପକେଇଲେ, ସେହି ସମୟରେ ଏ କଥା ବିଶେଷ ଭାବେ…

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ…

ଯେତେବେଳେ ଯାହା ଇଚ୍ଛା

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଯେତେବେଳେ କେହି ବିରୋଧୀ ନ ଥାଆନ୍ତି ଓ ମହାମାରୀର ଭୟରେ କେହି କିଛି କହିବାକୁ ପ୍ରସ୍ତୁତ ନ ଥାଆନ୍ତି, ସେତେବେଳେ ଯାହା ଇଚ୍ଛା କରିହୁଏ । ଯେମିତି ବାଗରେ ଇଚ୍ଛା ନିଷ୍ପତ୍ତି ନେଇହୁଏ । ଯେମିତି ଢଙ୍ଗରେ ଲୋକଙ୍କୁ କଲବଲ…