Latest Odisha News

BREAKING NEWS

Browsing Category

ପଲିଟିକସ ଫଲିଟିକସ

ଚୁପ୍‍ ରୁହ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଚୁପ୍‍ ରୁହ । ବାସ୍‍, ଚୁପ୍‍ ରହୁ । ମୁହଁ ଖୋଲନି କି କିଛି କୁହନି । କିଛି କହିବାର ଅଧିକାର ହିଁ ନାହିଁ । ସମ୍ବିଧାନ କି ବାକି ଅନୁସାରେ ମିଳିଥିବା ଅଧିକାର କଥା ତ ଆଦୌ କୁହନି । ଏବେ ଏଇମିତି ଅସମ୍ଭବ ପ୍ରକାର…

ଦାଦନ ଦୁଃଖ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା…

ବାକି ଛୁଟି ବାତିଲ୍‍ ହେଉ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ମହାମାରୀ ଆତଙ୍କ ଏବେ ତ ଥମିବାର ସଂଭାବନା ଆଦୌ ନାହିଁ । ସେହି ଅନୁସାରେ ଦେଶରେ ଲକଡାଉନ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଅନେକ କଟକଣା ଲାଗୁ ହୋଇଛି । କ୍ରମଶଃ ଦେଶର ଜିଲ୍ଲାଗୁଡ଼ିକୁ ବିଭିନ୍ନ ରଂଗର ଜୋନରେ…

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ…

ସାମ୍ବାଦିକ କି ଅଲୋଡ଼ା ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ଲଢେଇ ସମୟରେ ଗୋଟିଏ କଥା ବାରବାର ସାମାଜିକ ଗଣମାଧ୍ୟମରେ ଆସୁଛି । ସରକାର ସଭିଙ୍କ ପାଇଁ ପ୍ୟାକେଜ୍‍ ଘୋଷଣା କରୁଛନ୍ତି । ଆର୍ଥିକ ପ୍ୟାକେଜ୍‍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ବି ରହିଛି । ଗତକାଲି ପୁଣି ଡାକ୍ତର ଓ…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…

ଗୋଳନ୍ଥରା ହତ୍ୟାକାଣ୍ଡ !

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ଘଟଣା ସମସ୍ତେ ଜାଣିଛନ୍ତି । ପ୍ରସଙ୍ଗଟି ଆମ ସାମ୍ନାରେ ଘଟିଛି ଓ ବେଶ ତାଜା ଅଛି । ଗଂଜାମ ଜିଲ୍ଲାର ଗୋଳନ୍ଥରାରେ ବିଜୁଳି ତାର ଚଳନ୍ତା ବସରେ ଲାଗିଗଲା । କନିଆ ଘରକୁ ଯାଉଥିବା ୧୦ ଜଣ ନିରୀହ ମଣିଷ ବିଜୁଳି ତାର ଲାଗି…

ବନ୍ଦ ‘ବନ୍ଦ’ ହେଉ…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ପଲିଟିକସ ଫଲିଟିକସ’... କୌଣସି ଅର୍ଥନୈତିକ ପରିସଂଖ୍ୟାନ କି ପୂର୍ବ ମାମଲାର ରେକର୍ଡ଼ ନେଇ ଏ ଲେଖା ମୁଁ ଲେଖୁନି । ସଂପୂର୍ଣ୍ଣ ଭାବେ ମାନବିକ ଆବେଗ ଅନୁସାରେ ଏହାକୁ ଲେଖୁଛି । ଯେଉଁ ଭାବରେ ଗୋଟିଏ ବନ୍ଦ’ ଲୋକମାନଙ୍କୁ ସମାଗ୍ରିକ ଭାବେ…

ପିଆଜ ବୋମା…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ରାଜ୍ୟରେ ପିଆଜ ଦର ୧୫୦ ଛୁଇଁଲାଣି କେବେଠାରୁ । ରାଜ୍ୟର କେଉଁ ଇଲାକାରେ କେତେ ଦାମରେ ପିଆଜ ବିକ୍ରି ହେଉଛି, କେହି ତାର ହିସାବ ରଖୁ ନାହାନ୍ତି । କୋଉ ଦିନ ୧୨୦ ଟଙ୍କାରେ କିଲେ ପିଆଜ କଥା ଆସୁଛି ତ କୋଉ ଦିନ ୧୬୦ରେ କିଲେ…

ଶୀଘ୍ର ପଦକ୍ଷେପ ନିଅ

ପ୍ରତି ବୁଧବାର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକିସ ଚଳିତ ବିଧାନସଭାରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାର ପରିସଂଖ୍ୟାନ ରାଜ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ବିଶେଷ କରି କୁନି କୁନି ଝିଅ ପିଲାଙ୍କ…