Latest Odisha News
Browsing Category

ଏଇ କଥାକୁ

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ମହାମାରୀ ଓ ମଦ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ମହାମାରୀ ସମୟରେ ଏପରି କ୍ଵଚିତ କିଛି ଜିନିଷ ଦେଖିବାକୁ ମିଳେ ଯାହା ବିପର୍ଯ୍ୟସ୍ତ କିମ୍ବା ଅବନତିର ଶିକାର ନ ହୋଇଛି। ମଣିଷ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି, ଜୀବିକା ଛିନ୍ନ ଭିନ୍ନ, ମଣିଷ ମନର ଦମ୍ଭ ଓ ଆଶା ହୋଇଛି ବିକ୍ଷିପ୍ତ।…

କଙ୍କଡ଼ା ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଆମ ଦେଶରେ ରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା କଙ୍କଡାକୁ ରାଜନୈତିକ ଚର୍ଚ୍ଚା ଭିତରକୁ ଟାଣି ଆଣିଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଫଳରେ ରତ୍ନଗିରି ଜିଲ୍ଲାର ତିୱରେ ବନ୍ଧ ଭୁସୁଡି ଗଲା ଓ ଏହାର…

ଦର୍ଶକ ବିହୀନ କ୍ରୀଡ଼ା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଭୁବନେଶ୍ୱରରେ ଶେଷ ହୋଇଛି କନିଷ୍ଠ ପୁରୁଷ ହକି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ। ପ୍ରତିଯୋଗିତାଟିର ଅନ୍ୟ କୌଣସି ବିଶେଷତ୍ୱ ଥାଉ କି ନ ଥାଉ ଏହାର ଗୋଟିଏ ଦିଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ ଯେ ଏହା ସାଧାରଣ ଦର୍ଶକ…

ପଶୁ ଓ ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଓଡ଼ିଶାର ଉପବାଚସ୍ପତି ଏକ ସମାବେଶରେ କହି ପକାଇଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁଆଡେ ସାଢେ ଚାରି କୋଟି ଓଡ଼ିଆଙ୍କ ଠାକୁର। ଅବଶ୍ୟ ନିଜ ଦଳର ସର୍ବେସର୍ବାଙ୍କୁ ମହିମା ମଣ୍ଡିତ କରିବାର ପ୍ରବଣତା ତାଙ୍କର ସ୍ୱାଭାବିକ, ହେଲେ…

କୁକୁର ଚରା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ପଡୋଶୀଙ୍କ ଘରେ କେବଳ ତାଙ୍କର ସ୍କୁଲ ପଢୁଆ ସାନ ପୁଅ ବ୍ୟତୀତ ବାକି ସମସ୍ତେ ଏକା ସାଙ୍ଗରେ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ନିଜ ସ୍ୱାସ୍ଥ୍ୟକୁକୁ ନେଇ ଯେତିକି ନୁହେଁ, ସେମାନେ ତା'ଠୁ ଅଧିକ ବିଚଳିତ ହୋଇ ଉଠିଥିଲେ ପୋଷା କୁକୁରକୁ…

ବେଳହୁଁ ସାବଧାନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ନିକଟରେ ଘଟିଥିବା ମୁମ୍ବାଇ ଅବିଘ୍ନ ପାର୍କ ସୋସାଇଟି ଅଗ୍ନିକାଣ୍ଡ ବେଳେ ସୁଉଚ୍ଚ ଅଟ୍ଟାଳିକାର ଉଣେଇଶ ତମ ମହଲାରୁ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡି ପ୍ରାଣ ହରାଇବାର ଦୃଶ୍ୟ…

ପୁନର୍ମୂଲ୍ୟାୟନର ସମୟ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଧୂଳିଆ ବାବା ଓରଫ ବାନ୍ଦର ଦାସ ମହନ୍ତ ମହାରାଜଙ୍କ ବିଷୟରେ ଫକୀରମୋହନ ଲେଖିଛନ୍ତି, "ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ। ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ; ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ…