Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରେ ବିଗୁଡୁଛି କରୋନା ସ୍ଥିତି, ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ତିନି ଶହ ପାଖାପାଖି ରହୁଛି । ଦେଶରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତାରେ କେନ୍ଦ୍ର ସରକାର । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଦିନକୁ ଦିନ ଜଟିଳ…

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ସଂକ୍ରମିତ, ସାନିଟାଇଜ ହେଲା କ୍ୟାମ୍ପସ

ପୁରୀ: ରାଜ୍ୟରେ ମାଡୁଛି କରୋନା ସଂକ୍ରମଣ । ଦିନକୁ ଦିନ ନୂଆ ନୂଆ ସଂକ୍ରମଣ ଟେନସନ ଦେଉଛି । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟରେ ସମସ୍ତେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୧୮ କରୋନା ଆକ୍ରାନ୍ତ । ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୧୭ ଜଣ ସୁସ୍ଥ…

ଡରାଉଛି କରୋନା ସଂକ୍ରମଣ, ରାଜ୍ୟରୁ ଆଜି ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଟେନସନ୍ ଦେଉଛି କରୋନା ସଂକ୍ରମଣ । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ଚିନ୍ତାରେ ପକାଇଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୦୬୨୦ରେ ପହଞ୍ଚିଛି ।…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୫୬ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ବିଗତ ଦିନରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ଯାହା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬…

ଭୁବନେଶ୍ବରରେ ୩୨ କରୋନା ପଜିଟିଭ୍

ଭୁବନେଶ୍ବର : ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୦୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୨ କରୋନା ପଜିଟିଭ୍ । ଏଲେନ୍ ଇନଷ୍ଟିଚ୍ୟୁଟରୁ ୭ ଜଣ ଆକ୍ରାନ୍ତ ଥିବା…

ଭବାନୀପାଟଣାର ପ୍ରଗତି କଲେଜରେ ୩୨ କରୋନା ପଜିଟିଭ୍

ଭବାନୀପାଟଣା : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତା ବି ବଢ଼ିଲାଣି । ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଆଜି…

ରାଜ୍ୟରୁ ଆଉ ୧୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଲଗାତର ପାଞ୍ଚ ଦିନ ଧରି ଦୁଇ ଶହ ଉପରେ ରହୁଛି ଆକ୍ରାନ୍ତ । କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୧୮ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କଟକରୁ ସର୍ବାଧିକ ୨୬ ଜଣ…

ଓଡ଼ିଶାରୁ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୈନିକ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୨୨ କ୍ବାରେଣ୍ଟାଇନ ଓ ୮୬ ଲୋକାଲ କେସ୍ ରହିଛି।…

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ । ଅକ୍ଟୋବର…