Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା

ଭୁବନେଶ୍ବର : ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ,…

ଦେଶରେ ପୁଣି ଡରାଇଲାଣି ମହାମାରୀ : ମହାରାଷ୍ଟ୍ରରେ ୨ଟି ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ମହାରାଷ୍ଟ୍ରରେ ଦୁଇଟି ନୂଆ ପ୍ରକାରର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହି ଦୁଇ ପ୍ରକାରର କରୋନା ଭୁତାଣୁ ହେଉଛି ଏନ-୪୪୦କେ ଓ ଇ୪୮୪ କେ । କେବଳ…

ରାଜ୍ୟରେ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭ କରୋନା ଆକ୍ରାନ୍ତ । ବରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୯ ଜଣ ଓ ମୟୂରଭଞ୍ଜରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ନୂଆପଡ଼ା, ସମ୍ବଲପୁରରୁ ୬ ଜଣ ଲେଖାଏଁ ସୁସ୍ଥ…

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨କୋଭିଡ୍ ପଜିଟିଭ୍ 

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭…

ଦେଶରୁ ଆଜି ୧୦ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଟିଏ ୧୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି କମ୍ । ସୁସ୍ଥ ହୋଇଛନ୍ତି ଅଧିକ । ଦିନକରେ ୧୦ହଜାର ୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୩ହଜାର ୨୫୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ…

ରାଜସ୍ଥାନ ଯୋଧପୁରରେ ମାସେ ଯାଏ ଲାଗିଲା କର୍ଫ୍ୟୁ

ରାଜସ୍ଥାନ : ଦେଶରେ ପୁଣି ବୃଦ୍ଧି ପାଉଛି ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ । ମହାରାଷ୍ଟ୍ର, କେରଳ ଭଳି ବିଭିନ୍ନ ରାଜ୍ୟରେ ଏବେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗଛି । ଯାହାକୁ ନେଇ ଦେଶର ଅନ୍ୟ ରାଜ୍ୟରେ ଦେଖାଦେଲାଣି ଭୟ । ରାଜସ୍ଥାନ ଯୋଧପୁରରେ ସଂକ୍ରମଣ ବ୍ୟାପୁଥିବାରୁ…

ଶୈବପୀଠ କପିଳାଶରେ କରୋନା କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ଫିକା ପଡିବ ମହାଶିବରାତ୍ରୀ 

ଢ଼େଙ୍କାନାଳ: ଏଥର ଫିକା ପଡିବ ଜାଗର ରାତି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ କରୋନା କଟକଣା ଲଗାଇଛି ।  ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି । ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ…

ମାର୍ଚ୍ଚ ୧ରୁ ୫୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାଙ୍କୁ କରୋନା ଟିକା ପରେ ଏବେ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ୍‌ ଭୂଷଣ ପ୍ରତି ରାଜ୍ୟର…

ସଂକ୍ରମଣ ବଢିଲେ, ପୁଣି ଖୋଲିବ କୋଭିଡ ହସ୍ପିଟାଲ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ ଯେହେତୁ ଜୀବନ ଜୀବିକା ପାଇଁ ଯାତାୟତ…