Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ମହାମାରୀ ପ୍ରଭାବ । ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏହାରି ଭିତରେ ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୦ ଜଣ ଆକ୍ରାନ୍ତ । ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

କାନାଡ଼ାକୁ କୋଭିଡ ଟିକା ଯୋଗାଇବ ଭାରତ: ଜଷ୍ଟିନ୍‌ ଟ୍ରୁଡୋଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।  ଏ ନେଇ ଟ୍ୱିଟ୍‌ କରି…

ଦେଶରୁ ୨୪ ଘଣ୍ଟାରେ ୧୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୧୨ ହଜାର ୯୨୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୭୬୪ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୭୧ହଜାର ୨୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି…

ରାଜ୍ୟରେ ସୁସ୍ଥ ହେଲେ ୮୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୧ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ଖୋର୍ଦ୍ଧାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଜଣ, ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୫ ଜଣ,…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୩.୭୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୦ ହଜାର ୭୩୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୭୩ ଲକ୍ଷ ୬୯ ହଜାର ୯୩୯ କୁ ବୃଦ୍ଧି ପାଇଛି। ଏଥିସହ କରୋନା କାରଣରୁ ୨୩ ଲକ୍ଷ ୪୮ ହଜାର ୭୧୩…

ଦେଶରେ ୨୪ ଘଣ୍ଟାରେ କରୋନାର ଆଉ ୧୧ ହଜାର ମାମଲା, ଭ୍ୟାକ୍ସିନ୍ ନେଲେଣି ୬୬ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ଲଗାତାର ୧୨ ଦିନ ଧରି ୧୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ କରୋନାର ୧୧ ହଜାର ୬୭ଟି ନୂଆ ମାମଲା ଚିହ୍ନଟ ହୋଇଛି । ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ହଜାର ୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ୍ ଟିକାକରଣ ଜାରି…

କମୁଛି କରୋନା : ୧୫ ରାଜ୍ୟରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ : ଦେଶରେ ସୁଧୁରୁଛି କରୋନା ସ୍ଥିତି । କରୋନାରେ ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାହାର ମୃତ୍ୟୁ ହୋଇନଥିବା ସରକାର ଘୋଷଣା କରିଛନ୍ତି । ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି । ସେହିପରି ଗତ ଗୋଟିଏ ସପ୍ତାହ…

ରାଜ୍ୟରେ ୯ ଦିନ ପରେ ଶହେ ଡେଇଁଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ନିୟନ୍ତ୍ରଣରେ ରହିଛି । ଲଗାତାର ୯ ଦିନ କମିବା ପରେ ଆଜି ଶହେ ଡେଇଁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୬୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୪୨ଟି…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୩ ଲକ୍ଷ ୮ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି ଏବଂ କ୍ରମାଗତ ଭାବରେ ନୂଆ ମାମଲା ବାହାରୁଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୩ ଲକ୍ଷ ୦୮ ହଜାର ୫୭୯ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୬୯ ଲକ୍ଷ ୮୫ ହଜାର ୭୮୮ କୁ…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟାରେ ୯ ହଜାର ୧୧୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ୧ କୋଟି ୦୮ ଲକ୍ଷ ୪୭ ହଜାର ୩୦୪ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୪,୦୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର…