Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ପାର୍ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଅତିକ୍ରମ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସହ ସଂଗ୍ରାମ କରିଆସୁଛି। ଏହା ପରେ ମଧ୍ୟ କୌଣସି ଦେଶ ଏପର୍ଯ୍ୟନ୍ତ ଏପରି ସ୍ଥିତିରେ ନାହାଁନ୍ତି ଯେ ଏହା ନିଜକୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି କହିପାରିବ। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣ ହେତୁ…

ଆଜି ରାଜ୍ୟରୁ ୧୧୪ କରୋନା ପଜିଟିଭ୍, ୧୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଥିଲେ ବି ଗତକାଲି ଅପେକ୍ଷା ଆଜି ସଂଖ୍ୟା ସାମାନ୍ୟ ବଢ଼ିଛି । ଗତକାଲି ସାରା ରାଜ୍ୟରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୪ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୬୮ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି…

ଦେଶରୁ ୨୪ ଘଣ୍ଟାରେ ୧୩,୦୫୨ କରୋନା ପଜିଟିଭ୍, ୧୨୭ ମୃତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ୭ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟାରେ ସାରା ଦେଶରୁ ନୂଆ ୧୩ ହଜାର ୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୧୩ ହଜାର ୯୬୫ ଆକ୍ରାନ୍ତ। ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ କୋଟି ୦୭ ଲକ୍ଷ ୪୬…

କୋଭିଶିଲ୍ଡକୁ ନେଇ ଏଭଳି ରାୟ ଦେଲେ କୋର୍ଟ

ପୁଣେ: ପୁଣେର ଏକ ସ୍ଥାନୀୟ କୋର୍ଟଙ୍କ ପକ୍ଷରୁ କରୋନା ଟିକା ନିର୍ମାଣକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଆଶ୍ୱସ୍ତି ମିଳିଛି। କମ୍ପାନୀ ଦ୍ୱାରା କୋଭିଶିଲ୍ଡର ନାମ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଏନେଇ କମ୍ପାନୀ…

ଆଜିଠୁ ରାଜ୍ୟରେ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଫେବ୍ରୁଆରି ୨ ତାରିଖ ଯାଏଁ ରାଜ୍ୟରେ କୋଭିଡ୍ ଟିକା ଦିଆଯିବ ନାହିଁ । ୩ ତାରିଖଠାରୁ ପୁଣି ଥରେ ଟିକାଦାନ ଆରମ୍ଭ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଫେବ୍ରୁଆରୀ ଗାଇଡଲାଇନ୍: ୧ ତାରିଖରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ବାହାଘର ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧ ତାରିଖରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । କୋଭିଡ୍ କଟକଣା ଭିତରେ ଖୋଲିବ ଓ ପାଠପଢ଼ା ଯିବ । ସେହିପରି ବାହାଘର ଓ ଶେଷକୃତ୍ୟରେ ଲୋକଙ୍କ ଯୋଗଦାନ ସଂଖ୍ୟାରେ ବୃଦ୍ଧି କରିଛନ୍ତି ସରକାର ।…

ରାଜ୍ୟରୁ ଆଜି ୧୦୮ କରୋନା ପଜିଟିଭ୍, ଏସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କାୟା । ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ରେସ୍ ରହିଛି ୪୫ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ହୋଇଛନ୍ତି । ଏହି…

ଦେଶରେ ଲକ୍ଷେ ୭୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାରେ ଏବେ ଦୈନିକ ଆକ୍ରାନ୍ତ କମ୍ । ସୁସ୍ଥହାର ବଢୁଛି । ଖସୁଛି ଆକ୍ଟିଭ୍ କେସ୍ । ଲକ୍ଷେ ୭୦ ହଜାର ତଳକୁ ଖସିଛି କରୋନା ସକ୍ରିୟ ମାମଲା । ଏବେ ଦେଶରେ ୧ଲକ୍ଷ ୬୯ହଜାର ୮୨୪ଟି ଆକ୍ଟିଭ୍ କେସ୍ ରହିଛି । କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭ ପ୍ରତିଶତ ସଂକ୍ରମିତ । ଗତ ୨୪…

ଓଡ଼ିଶାରୁ ଦିନକରେ ୧୫୭ କରୋନା ରୋଗୀ ସୁସ୍ଥ, ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ରହିଛନ୍ତି। ତା' ତଳକୁ ପୁରୀ ଓ ସମ୍ବଲପୁରରୁ ୨୩ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ୍, ନୂଆପଡ଼ାରୁ ସର୍ବାଧିକ ୧୧

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୧…