Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୮ ରାଜ୍ୟରେ ମାଡୁଛି କରୋନା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି…

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍: ଟ୍ୱିଟ୍ କରି ସମସ୍ତଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିବା ସହ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ…

ଦେଶରେ ୨୪ ଘଣ୍ଟାରେ କରୋନାରେ ୨୭ ଜଣଙ୍କ ମୃତ୍ୟୁ, ୬୦ ହଜାର ଟପିଲା ସକ୍ରିୟ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୬୦ ହଜାର ପାର୍ କରିଛି । ଗତ ୨୪…

ଦେଶରେ କରୋନା ସକ୍ରିୟ ସଂଖ୍ୟା ୫୩,୭୨୦କୁ ବୃଦ୍ଧି; କାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ: ଆଜି ବି(ଏପ୍ରିଲ ୧୫) ଦେଶରେ ୧୦ ହଜାରରୁ ଅଧିକ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧୦, ୭୫୩  କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ପରେ ଦେଶରେ ମୋଟ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୦୯ କରୋନା ପଜିଟିଭ୍; ଗତ ୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ୩ ଦିନ ହେଲା ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଛି। ଦିନକୁ ଦିନ ବଢ଼ୁଥିବା ଦୈନିକ ସଂକ୍ରମଣ ଚିନ୍ତାରେ ପକାଇଲାଣି। ଆଜି ମଧ୍ୟ ଦେଶରେ ୧୧,୧୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୭ ମାସରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।…

ଚଳିତ ବର୍ଷର ସର୍ବାଧିକ କୋଭିଡ୍ ପଜିଟିଭ ଚିହ୍ନଟ: ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୦ ହଜାର ପାର୍

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସର୍ବାଧିକ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୭,୮୩୦ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ୨୨୩ ଦିନ ପରେ ପ୍ରଥମ ଥର ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ଗତବର୍ଷ…

ଦେଶରେ କରୋନା ସକ୍ରିୟ ସଂଖ୍ୟା ୩୭,୦୯୩କୁ ବୃଦ୍ଧି; ଦିନକରେ ଗଲା ୨୧ ଜୀବନ

ନୂଆଦିଲ୍ଲୀ: ଭାରତରେ ଗତ ୩ ଦିନ ହେବା ଦୈନିକ ସଂକ୍ରମଣ ୫ ହଜାର ତଳକୁ ରହୁଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ସକ୍ରିୟ ସଂଖ୍ୟା ବଢି ୩୭,୦୯୩ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ଦେଶରେ…

କମୁଛି ଟେଷ୍ଟିଂ ବଢୁଛି ସଂକ୍ରମଣ; ୩୫ ହଜାର ଅତିକ୍ରମ କଲା କରୋନା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶରେ ଗତକାଲି ଭଳି ଆଜି ବି ଦୈନିକ ସଂକ୍ରମଣ ୬ ହଜାର ତଳକୁ ରହିଛି। ଗତ ୨୪ ଘଣ୍ଟାରେ ୫୮୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସକ୍ରିୟ ସଂଖ୍ୟା ୩୫,୧୯୯ରେ ପହଞ୍ଚିଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।…

କରୋନା ଆକ୍ଟିଭ୍ କେସ୍ ୩୨ ହଜାର ପାର୍; କମିଛି ଟିକାକରଣ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ୫୩୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅକ୍ଟିଭ୍ କେସ୍ ୩୨,୮୧୪ ହୋଇଛି। ଅନ୍ୟପଟେ ଗତକାଲି ସବୁଠାରୁ କମ୍ ଟିକାକରଣ ହୋଇଛି। ଦିନକରେ ମାତ୍ର ୬୫୯ ଜଣଙ୍କୁ…

ପୁଣି ରୂପ ବଦଳାଇଲା କରୋନା; ଏକ୍ସବିବି.୧.୧୬ ମ୍ୟୁଟେସନ ହେଇ ଏକ୍ସବିବି.୧.୧୬.୧ ହୋଇଛି, ୧୧୪ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ପରେ ନୂଆ ଭୂତାଣୁକୁ ଜନ୍ମ ଦେଉଛି କରୋନା ଭାଇରସ। ଏବେ ଏବେ ଚିହ୍ନଟ ହୋଇଥିବା ଓମିକ୍ରନର ସବ୍‌ଭ୍ୟାରିଏଣ୍ଟ  XBB.1.16ରେ ବି ମ୍ୟୁଟେସନ ଦେଖିବାକୁ ମିଳିଛି। ଏଥିରେ ମ୍ୟୁଟେସନ ହୋଇ XBB.1.16.1 ସବ୍‌ଭ୍ୟାରିଏଣ୍ଟକୁ ଜନ୍ମ ଦେଇଛି। ନୂଆ ଭୂତାଣୁ XBB.1.16.1…