Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

ଭୁବନେଶ୍ୱର: କରୋନା ନେଲା ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଆଜି ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ କାର୍ଯ୍ୟରତ ଥିଲେ ପ୍ରବୀର । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ…

ଦେଶରେ ପୁଣି ବଢ଼ିଲା: ୨୪ ଘଣ୍ଟାରେ ୫୦ ହଜାର ପଜିଟିଭ୍, ୭୦୪ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ ସାମାନ୍ୟ ବଢିଛି । ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲା । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ସାମାନ୍ୟ ବଢିଛି । ଦିନକରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୨୦୯ ଜଣ । ମୋଟ୍ ପଜିଟିଭ୍ କେସ୍ ୮୩ ଲକ୍ଷ…

‘ଶୀତ ଦିନ ପାଇଁ ସାବଧାନ’

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ତଳମୁହାଁ ରହିଛି । ହେଲେ ରାଜ୍ୟରୁ କରୋନାର କୋପ କମିନି । ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି । ଆଗକୁ ଶୀତ ଆସୁଥିବାରୁ ସଜାଗ ରହିବା ଆବଶ୍ୟକ । ଶୀତ ଲାଗି କରୋନା ବ୍ୟାପିବା ଅଧିକ ସମ୍ଭାବନା ରହିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ଭୁବନେଶ୍ୱରରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଗତ ୨୪ ଘଂଟାରେ ରାଜଧାନୀରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର…

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

ପୁରୀ: ଚଳିତ ବର୍ଷ ଡିସେମ୍ବର ପହିଲାରୁ ପୁଣି ଥରେ ରାମଚଣ୍ଡୀ କୁଶଭଦ୍ରା ମୁହାଣରେ ନିକଟରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କରୋନା କଟକଣା ସତ୍ତ୍ୱେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୮୩ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଏହାର ବିପଦ ଦିନକୁ ଦିନ ବୃଦ୍ଧି ପାଉଛି। ଦୁନିଆରେ କରୋନା ସଂକ୍ରମଣର ସଂଖ୍ୟା ସାଢେ ଚାରି କୋଟି ୭୮ ଲକ୍ଷ ଅତିକ୍ରମ କରିଛି। ଏଥିମଧ୍ୟରୁ ୧୨ ଲକ୍ଷ ୧୯ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ପୁଣି ବାହାରିଲେ ୧୪୭୪ କରୋନା ସଂକ୍ରମିତ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରୁ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ତେବେ ପୂର୍ବ ଦିନ ତୁଳନାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୫ଜଣ କ୍ବାରେଣ୍ଟାଇନ୍‌ରେ…

ରାଜ୍ୟରେ କରୋନା ନେଲାଣି ୧, ୩୬୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 2.A 40-year-old female…

ଦେଶରେ ୮୩ ଲକ୍ଷ କରୋନା ସଂକ୍ରମିତ, ଗଲାଣି ଲକ୍ଷେ ୨୩ ହଜାର ଜୀବନ

ନୂଆଦିଲ୍ଲୀ: ସଚେତନତା ଓ ସତର୍କତା ଯୋଗୁ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ସୁସ୍ଥ ସଂଖ୍ୟା ବଢୁଛି । କିନ୍ତୁ ମହାମାରୀ ପ୍ରତିଦିନ ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୬ ହଜାର ୨୫୪ ପଜିଟିଭ କେସ୍ ବାହାରିଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ୧୩ ହଜାର ୮୭୭କୁ ବୃଦ୍ଧି…

ଓଡ଼ିଶାରେ ୨.୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୬୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୯୪,୪୧୫ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୮୦,୫୫୩…