Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜଧାନୀରେ କମୁଛି କରୋନା, ହେଲେ କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳମୁହାଁ ହେଉଛି କରୋନା । ଗତ କିଛି ଦିନ ହେବ ଲଗାତର ଶହେ ତଳେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ତେବେ କରୋନା ରୋଗୀଙ୍କ ସଂଖ୍ୟା କମିଥିବା ବେଳେ ସ୍ଥାନୀୟ ସଂକ୍ରମଣ କିନ୍ତୁ କମୁନାହିଁ । ଏଠାରେ କ୍ୱାରେଂଟାଇନ୍ ଅପେକ୍ଷା ଲୋକାଲ କଂଟାକ୍ଟ କେସ୍ ଅଧିକ…

ରାଜ୍ୟର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୧୨ ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ୭ ଜିଲ୍ଲାରୁ ଚିକିତ୍ସୀଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତ୍ୟୁବରଣ କରିଛନ୍ତି । Regret to inform the demise of twelve covid positive patients…

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୪ ଶହ ୭୦ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା କାୟା ସାମାନ୍ୟ କମିଛି । ଏବେ ଦୈନିକ ଦୁଇ ହଜାରରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୫୩ ପଜିଟିଭ୍ ଥିବା ବେଳେ ୬୧୭ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୫ ଲକ୍ଷ ୪୮ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ବିପଦ ବୃଦ୍ଧି ପାଇବାରେ ଲାଗିଛି। ମହାମାରୀ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ମୋଟ ୫,୪୮,୮୫୬ ଟି ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ୭୧୫୭ ଜଣ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି। ୱାର୍ଲଡ…

ଦେଶରେ ଦିନକରେ ୪୮ ହଜାର ନୂଆ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୫୯ ହଜାର

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହିଛି । ଆକ୍ରାନ୍ତଙ୍କ ଅପେକ୍ଷା ଏବେ ପ୍ରତିଦିନ ଅଧିକ ଲୋକ ହସ୍ପିଟାଲରୁ ଡିସଚାର୍ଜ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୪୮ ହଜାର ୨୬୮ ଜଣ । କିନ୍ତୁ ଆରୋଗ୍ୟ ଲାଭ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ସକାଳ ରିପୋର୍ଟ ସୁଦ୍ଧା୧୫୪୭ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ୧୮୦୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ,…

ଖଣ୍ଡାଧାରରେ ସୋନାଗାଚ୍ଛି ଦେହଜୀବୀଙ୍କ ଜୀବନ ଜିବୀକା !

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ୱ । ଏଥିରେ ଭାରତ ବା ବାଦ୍ ପଡିବ କିପରି ? ଏହାର ଚିତ୍ର ଏବେ ବି ପ୍ରତିଦିନ ପ୍ରତି ମୁହୁର୍ତ୍ତ୍ୱରେ ସାମ୍ନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ କିପରି ରହିଛି ଏସିୟାର ସବୁଠୁ ବଡ ରେଡ୍ ଲାଇଟ୍ ଅଂଚଳ ସୋନାଗାଚ୍ଛିିର ସ୍ଥିତି ?…

ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ରହିଛି ଆଣ୍ଟିବଡି: ଆରଏମଆରସି ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ତୃତୀୟ ପର୍ଯ୍ୟାୟ ସେରୋସର୍ଭେ ରିପୋର୍ଟରୁ ଜଣାପଡିଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶକ ସଂଘମିତ୍ରା ପତି କହିଛନ୍ତି ଯେ ଗତ ଜୁଲାଇ ୧୧ରେ…

ଭୁବନେଶ୍ୱରରେ ୨୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମଣ ସଂଖ୍ୟା ୨୯ ହଜାର ଟପିଛି । ଏନେଇ ଟ୍ୱିଟ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

କରୋନାରୁ ବର୍ତ୍ତିବା ଲାଗି ମାସ୍କକୁ ଭ୍ୟାକସିନ୍ ଭାବନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ମାସ୍କ ପିନ୍ଧିବା ଲାଗି ନିବେଦନ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୂଚନା ଅନୁଯାୟୀ, ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ନ…