Latest Odisha News
Browsing Category

କରୋନା ଅପଡ଼େଟ୍‌

Coronavirus Update

ବଲିଉଡ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ

ମୁମ୍ବାଇ: ଭେଟେରାନ୍ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଫିସିଆଲ୍ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି କୁମାର ସାନୁଙ୍କ ଟିମ୍ । ତାଙ୍କ ଟିମ୍ ଲେଖିଛନ୍ତି, ସାନୁ ଦା କରୋନା ପଜିଟିଭ୍ ବାହାରିଛନ୍ତି । ଆରୋଗ୍ୟ କାମନା ପାଇଁ…

କମୁଛି କରୋନା କେସ୍: ଦିନକରେ ଦେଶରେ ୬୩ ହଜାର ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ ହଜାର ତଳେ ରହୁଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୩୭୧ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ କୁ ବୃଦ୍ଧି ପାଇଛି । ଦେଶରେ…

ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍‌ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ । ଆରଏମଆରସି ସହଯୋଗରେ…

ହାରୁଛି କରୋନା; ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୪ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର : ପୁଣି ପରାସ୍ତ ହେଲା କରୋନା । ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା । ପୁରୁଣା ଭୁବନେଶ୍ୱର ଅଂଚଳର ଶ୍ରୀମତି ଶୈଳବାଳା ଦାସ ଗୁରୁବାର ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍…

ଓଡିଶାରୁ ଆରୋଗ୍ୟ ହେଲେ ଆଉ ୨୭୭୨ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି...…

ଭୁବନେଶ୍ୱରରୁ ୨୪ ଘଣ୍ଟାରେ ୨୫୩ କରୋନା ଆକ୍ରାନ୍ତ, ୨୯୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୫୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…

୨ୟ କରୋନା ଟିକାକୁ ଅନୁମତି ଦେଲା ଋଷ

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ପରେ ଋଷ ସରକାର ଆଉ ଗୋଟିଏ କୋଭିଡ ଭ୍ୟାକସିନକୁ ଅନୁମତି ପ୍ରଦାନ କରିଛନ୍ତି । ଯାହାକୁ ପ୍ରାରମ୍ଭିକ ଟ୍ରାଏଲ୍ ପରେ ମଞ୍ଜୁର କରାଯାଇଛି । ଏ ସମ୍ପର୍କରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବୁଧବାର ଦିନ ଘୋଷଣା କରିଛନ୍ତି । “ଏବେ ଆମେ ପ୍ରଥମ…

ଆଖି ବୁଜିଲେ ଆଉ ୧୭ କରୋନା ରୋଗୀ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ରାଜ୍ୟରେ ଦିନକୁ ଦିନ ଗଡୁଛି ମୁଣ୍ଡ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି । ୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ,…

ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଲା କଟକ, ରାଜ୍ୟରେ ୨୪୭୦ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ରାଜ୍ୟରେ ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୦୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…