Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୬୮ ଲକ୍ଷ ପଜିଟିଭ୍, ଲକ୍ଷେ ମୃତ, ସୁସ୍ଥ ହେଲେଣି ୫୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ୬୮ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୭୮ ହଜାର ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ତେବେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୪୫୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୪୫୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୫୭୧ ଜଣ, କଟକରୁ ୨୯୨ ଜଣ, ପୁରୀରୁ ୨୫୪ ଜଣ, ଅନୁଗୁଳରୁ ୧୭୫ ଜଣ, ଯାଜପୁରରୁ ୧୬୬ ଜଣ, ବରଗଡ଼ରୁ ୧୩୩ ଜଣ,…

ଭୁବନେଶ୍ୱରରେ ୨୪ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

କରୋନା ପଜିଟିଭ୍ ମାଆଠୁ କ୍ଷୀର ଖାଉଥିଲେ ୨୪୧ ନବଜାତ, ୨୨୮ ଜଣଙ୍କର ରିପୋର୍ଟ ନେଗେଟିଭ୍

ସୁରତ: ପିଲାଙ୍କ ପାଇଁ ମାଆ ସବୁବେଳେ ସୁରକ୍ଷା କବଚ । କରୋନା କାଳରେ ବି ଏକଥା ପ୍ରମାଣିତ ହୋଇଛି । ମହାମାରୀ ମାଆକୁ କବଳିତ କଲା । କିନ୍ତୁ ନବଜାତଙ୍କୁ ଛୁଇଁ ପାରିନାହିଁ ସଂକ୍ରମଣ । କରୋନା ସଂକ୍ରମିତ ମାଆଠୁ କ୍ଷୀର ପିଉଥିଲେ ବି କୋମଳମତୀ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କରୋନା…

ଦିନକରେ ରାଜ୍ୟରେ ସର୍ବାଧିକ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଦିନକୁ ଦିନ ଗଡୁଛି ମୁଣ୍ଡ । ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮ରେ ପହଂଚିଛି । 3.A 66-year old male of Balasore district who…

କ୍ରମାଗତ ତୃତୀୟ ଦିନରେ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ତିନି ଦିନ ହେଲାଣି । ରାଜ୍ୟରେ କ୍ରମାଗତ ତିନି ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୯୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭ ଶହ ୩୭ ଥିବା ବେଳେ ଲୋକାଲ…

କରୋନା ମୁକ୍ତ ହେଲା ପୋଲସରା

ଗଞ୍ଜାମ: ଭାଙ୍ଗିଲା କରୋନା ସଂକ୍ରମଣର ଚେନ୍ । କରୋନା ମୁକ୍ତ ହେଲା ଗଂଜାମ ଜିଲ୍ଲା ଛତ୍ରପୁର ସବଡିଭିଜନର ପୋଲସରା ବ୍ଲକ । ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଏହା କରୋନା ମୁକ୍ତ ହୋଇଛି । ଏନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୋଲସରା ବ୍ଳକ୍‌ରେ ଆଉ ନୂତନ…

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO

ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କରୋନା ନେଇ ଆତଙ୍କ ଖେଲିଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିବା ଦୌଡରେ…

ମନ୍ଦିର ଖୋଲିବା ଦାବିରେ ୯ଟାରେ ୯ ମିନିଟ୍ ଯାଏଁ ପିଟିଲେ ଘଣ୍ଟ

ଭୁବନେଶ୍ୱର: ମନ୍ଦିର ଖୋଲିବା ଦାବିରେ ଘଂଟ ପଟିଲେ ପୂଜକ । ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଚଂଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ୯ ମିନିଟ୍ ପାଇଁ ଘଂଟ ବଜାଯାଇଛି । କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତମାନେ ଦାବି କରିଛନ୍ତି । ଲକଡାଉନ୍ ପରେ ଅନ୍‌ଲକରେ ମଧ୍ୟ ମନ୍ଦିର ବନ୍ଦ…

ଦିନକରେ ଦେଶରେ ୭୨ ହଜାର ନୂଆ ଆକ୍ରାନ୍ତ, ୯୮୬ ମୃତ

ନୂଆଦିଲ୍ଲୀ: ଦେଶରେ ୬୭ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୭୨ ହଜାର ୪୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୯୮୬ ଆକ୍ରାନ୍ତଙ୍କୁ ମାରି ଦେଇଛି । ଦେଶରେ…