Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୬୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୬୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୩୬୩ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୫୮, ଖୋର୍ଦ୍ଧା ୮୦୬, କଟକ ୩୪୮, ପୁରୀ ୨୮୦, ମୟୁରଭଞ୍ଜ ୨୦୬, ରାୟଗଡା…

କରୋନା ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ବିଧାୟକ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିବା ଯୋଗୁଁ ଆଜି ସେ ଭୁବନେଶ୍ୱରରେ ତାଙ୍କ କରୋନା ପରୀକ୍ଷା କରିଥିଲେ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି…

ମଲାଇକା କହିଲେ, ‘ଯୌବନ ଯିବା ପୂର୍ବରୁ ଭ୍ୟାକସିନ୍ ଆଣ’

ମୁମ୍ବାଇ: ଚିନ୍ତାରେ ବଲିଉଡର ମୁନ୍ନି । ସେ କରୋନା ସଂକ୍ରମଣ ଶିକାର ହେବା ପରେ ତାଙ୍କ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବଢ଼ିଚାଲିଛି ଚିନ୍ତା। କରୋନା ଲାଗି ତାଙ୍କ ଯୌବନ ଚାଲିଯାଉଛି । କିଏ କୋଭିଡ ଭ୍ୟାକ୍‌ସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ବୋଲି ମଲାଇକା କହିଛନ୍ତି । ସେ ନିଜ…

ଭୁବନେଶ୍ୱରରେ ୧୬ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୯୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୯୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ ହୋମ୍…

ସରକାରୀ ନିୟମକୁ ଫୁ, କରୋନାରେ ଚାଲିଥିଲା ସ୍କୁଲ୍ !

ଉତ୍ତରପ୍ରଦେଶ: ଚାରିଆଡେ କରୋନା କହର । ସରକାରୀ ନିୟମ ଥିଲା ବନ୍ଦ ରହିବ ସ୍କୁଲ । ହେଲେ ଅନ୍‌ଲାଇନ୍‌ରେ ଚାଲିବ କ୍ଲାସ୍ । ତେବେ ସରକାରୀ ନିୟମକୁ ନ ମାନି, କରୋନା କଟକଣାକୁ ଅଣଦେଖା କରି ଚାଲିଥିଲା ସ୍କୁଲ । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନିଲମ୍ବନ ଆଦେଶ । ସୋସିଆଲ ମିଡିଆରେ…

‘କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଚ୍ୱବନପ୍ରାଶ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ମହାମାରୀ କରୋନା । ତେବେ ଭାରତରେ ସଂକ୍ରମିତଙ୍କ ତୁଳଦାରେ ସୁସ୍ଥ ହାର ଢ଼େର ଅଧିକା ରହିଛି । ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ କିଭଳି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେନେଇ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ୍…

ଓଡିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ…

ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାସ ଆଉ ନାହାଁନ୍ତି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୭୧ ବର୍ଷିୟ ଅଜିତ ଦାସ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଏଥିସହ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ହସପିଟାଲରେ ତାଙ୍କର ଚିକିତ୍ସା ଜାରି…

ଆଣ୍ଟି କରୋନା ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବ ଇରାନ

ତେହରାନ୍‌: ଦିନକୁ ଦିନ କରୋନା ଭାଇରସ୍ ବ୍ୟାପୁଥିବା ବେଳେ ଏବେ ଅନେକ ଦେଶ କରୋନା ଟିକା ବାହାର କରିବାରେ ଲାଗିଛନ୍ତି । ଏଭଳି ସମୟରେ ଇରାନ ମେଡିକାଲ୍ ସାଇନଟିଷ୍ଟ ଖୁବ୍ ଶୀଘ୍ର ଆଣ୍ଟି କରୋନାଭାଇରସ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଆଇଆରଏନଏ ନ୍ୟୁଜ୍…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୨୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧,…