Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭାରତରେ କାହିଁକି ସ୍ଥଗିତ ହେବନି ଅକ୍ସଫୋର୍ଡ ଟିକାର ଟ୍ରାଏଲ ? ସେରମକୁ DCGIର ନୋଟିସ୍

ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ । ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ପକ୍ଷରୁ ନୋଟିସ୍ ଜାରି ହୋଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ଭ୍ୟାକସିନ୍…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୧୧୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୦୨୩ ଜଣ ଖୋର୍ଦ୍ଧାରୁ, ୨୧୫ ଜଣ ପୁରୀରୁ, ୨୦୨ ଜଣ କଟକରୁ, ୧୫୪ ଜଣ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪୨୭ ପଜିଟିଭ, ୪୦୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୨୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଏନେଇ ସ୍ପଷ୍ଟ କରିଛି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ସେରମ ଇନ୍‌ଷ୍ଟିଚ୍ୟୁଟ କହିଛି, ଭାରତରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ…

୬ ମାସ ପରେ ପୁରୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ

ପୁରୀ: କରୋନା ମହାମାରୀ ପାଇଁ ପର୍ଯ୍ୟଟକଙ୍କୁ ମନା ଥିଲା ପୁରୀ । ବାହାର ରାଜ୍ୟରୁ ନା ପର୍ଯ୍ୟଟକ ଆସିପାରୁଥିଲେ ନା ମହୋଦଧିରେ ସ୍ନାନର ମଜା ଉଠାଇପାରୁଥିଲେ । ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନ ବି ବନ୍ଦ ରହିଛି । ହେଲେ ଦୀର୍ଘ ୬ ମାସର କଟକଣା ପରେ ଏବେ ପୁଣି ଚଳଚଂଚଳ ହୋଇଛି ପୁରୀ ।…

ପୁଣି ଆରମ୍ଭ ହେବ DL ଓ LL ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ପୁଣି ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଆବେଦନ ପ୍ରକ୍ରିୟା । ଏନେଇ ସମସ୍ତ ଆର୍‌ଟିଓକୁ ନିର୍ଦ୍ଦେଶ ଦିଆଯାଇ ଥିବାନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ।…

୧୨ରୁ ଗଡିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଗଡିବ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ ।  ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି…

ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ

ଭଦ୍ରକ: ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ଦିନ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଟ୍ବିଟ କରି ସଂକ୍ରମିତ ଅଧିକାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଉଲ୍ଲେଖଯୋଗ୍ୟ, ଭଦ୍ରକ…

ମାଲକାନଗିରିରେ ପ୍ଲାଜମା ଥେରାପୀ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏକ କୋଭିଡ ହସ୍ପିଟାଲରେ ବୁଧବାର ଦିନ ତିନି ଜଣ କରୋନା ରୋଗୀଙ୍କ ଚିକିତ୍ସା ସହିତ କନଭଲେସେଣ୍ଟ ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏକ ପ୍ଲାଜମା ବ୍ୟାଙ୍କ ଭାବରେ କାର୍ଯ୍ୟ କରିବ, ଯେଉଁଠି କି…

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୮୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ଭୁବନେଶ୍ୱରରୁ ୨, ବଲାଙ୍ଗିରରୁ ୧, ଗଞ୍ଜାମରୁ ୪, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୧,…