Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କାଲି ଏକ ନମ୍ବର ହେବ ଖୋର୍ଦ୍ଧା !

ଭୁବନେଶ୍ୱର: କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା । ରେଡହଟ୍ ଜିଲ୍ଲା ଭାବରେ ଉଭା ହୋଇଛି । ପ୍ରତିଦିନ ପାଞ୍ଚ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେତେବେଳେ ସଂଖ୍ୟା ସାତ ଶହ ବି ଡେଇଁ ଯାଉଛି । ଏଯାଏଁ ଗଞ୍ଜାମ ସଂକ୍ରମିତ ଜିଲ୍ଲା ତାଲିକାର ଏକ ନମ୍ବରରେ ରହିଛି ।…

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ…

ଆଉ ୧୧ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟସଂଖ୍ୟା ୫୧୪

ଭୁବନେଶ୍ୱର: କରୋନା ନେଲା ଆଉ ୧୧ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ତିନି ଜଣ ମହିଳା ଅଛନ୍ତି । ବାକି ୮ ଜଣ ପୁରୁଷ । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ(ଭୁବନେଶ୍ୱର) କରୋନା ନେଇଛି ଆଉ ଦୁଇ ମୁଣ୍ଡ ।…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଞ୍ଜି: କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି। ମୁଁ ଘରୁ ମୋ କାର୍ଯ୍ୟ କରିବି। ମୁଁ ଅନୁରୋଧ କରୁଛି ଯେ,…

ଦିନକରେ ରାଜ୍ୟରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୨୧୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୨୮୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ସଂକ୍ରମିତ ହୋଇଛନ୍ତି । କଟକରୁ ୪୦୦, ବାଲେଶ୍ୱର ଜିଲ୍ଲାରୁ ୧୯୪ ନୂଆ ଆକ୍ରାନ୍ତ ଥିବା ବେଳେ…

୭୮ ହଜାର ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୩୭ ଲକ୍ଷ ଟପିଲା କରୋନା ମାମଲା, ମୃତ୍ୟୁ ସଂଖ୍ୟା ଟପିଲା ୬୬ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ବର୍ତ୍ତମାନ ସୁଦ୍ଧା ଶହେ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କଲେଣି । ଏହି ମହାନତା ପାଇଁ ସେମାନଙ୍କୁ ତାରିଫ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,…

ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା । ଆଜି ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ କରୋନା ଟେଷ୍ଟ କରିଥିଲେ । ତେବେ ତାହା ପଜିଟିଭ୍ ଆସିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ନିଜେ ବିକ୍ରମ ପଣ୍ଡା । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବାକୁ…

କୋଭିଡ ପରିଚାଳନା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଦାୟିତ୍ୱରେ ଦୁଇ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ଦିନକୁ ଦିନ ଖୋର୍ଦ୍ଧା ଓ ଭୁବନେଶ୍ୱରରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଦୁଇ ଆଇଏଏସ୍ ଅଧିକାରୀ ପାରୁଲ ପତୱାରୀ, ବିଶାଲ ସିଂଙ୍କୁ ବିଏମସି ଓ ଖୋର୍ଦ୍ଧା ଦାୟିତ୍ୱ ଦେଇଛନ୍ତି । ଗଂଜାମ ଜିଲ୍ଲାରେ କୋଭିଡ ପରିଚାଳନା ଦିଗରେ ଏଡିଏମ ଭାବେ ଭଲ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୪୮୪ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୮୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୪୮୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଟ୍ୱିଟ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…