Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ…

ଅଗଷ୍ଟ ୧୫ରେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ତାରା କାୟା ବିସ୍ତାର କରି ଚାଲିଛି । ଥମିବାର ନା ଧରୁଦାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେନି ଛାତ୍ରଛାତ୍ରୀ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ…

ଟ୍ୱିନ୍ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଲାଗିଲା କଟକଣା । ଚଳିତ ବର୍ଷ ଟ୍ୱିନ୍ ସିଟିରେ ହେବନି ଗଶେଷ ପୂଜା । ମହାମାରୀ କରୋନା ଯୋଗୁଁ ଏଥର ଟ୍ୱିନ୍ ସିଟ୍‌ରେ ମଣ୍ଡପରେ ପୂଜା ହୋଇପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର…

ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟଙ୍କୁ କରୋନା; ଅଯୋଧ୍ୟାରେ ମୋଦିଙ୍କ ସହ ମଞ୍ଚରେ ଥିଲେ

ମଥୁରା: ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ମହନ୍ତ ନିର୍ତ୍ୟ ଗୋପାଳ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ହୋଇଥିବା ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ସେହି ମଞ୍ଚରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,…

କନ୍ଧମାଳ ଓ ମାଲକାନଗିରିରେ ହଜାରେ ଟପିଲା କରୋନା କେସ୍

ଭୁବନେଶ୍ୱର: ବେକାବୁ କରୋନା ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କାବୁକୁ ଆସୁଛି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଚିନ୍ତା ବଢ଼ାଇଛନ୍ତି କନ୍ଧମାଳ ଓ ମାଲକାନଗିରି ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । କୋରାପୁଟରେ ୨୪ଘଣ୍ଟାରେ ୧୭୯ ଆକ୍ରାନ୍ତ  କନ୍ଧମାଳ ଜିଲ୍ଲାରେ…

ସୁନ୍ଦରଗଡରେ ହଜାରେ ଡେଇଁଲା କରୋନା ଆକ୍ଟିଭ କେସ୍‌

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୧୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ରାଜ୍ୟରେ ଆଉ ୫ ଜିଲ୍ଲାରୁ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୩୧୪

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ ହଜାର କୋଭଡ୍ ଟେଷ୍ଟ ହୋଇଛି । ସର୍ବାଧିକ ୧୯୮୧ ପଜିଟିଭ୍ ବାହାରିଥିବା ବେଳେ ପ୍ରାଣଘାତୀ କରୋନା ନେଇଛି ଆଉ ୯ ଜୀବନ । ୫ ଜିଲ୍ଲାରେ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩, କଟକ ଓ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୯୮୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଦେଢ଼ ମାସ ତଳେ ହୋଇଥିଲେ ସୁସ୍ଥ; ପୁଣି ଆକ୍ରାନ୍ତ ହେଲେ ୨ କରୋନା ରୋଗୀ

ନୂଆଦିଲ୍ଲୀ: ଦେଢ଼ମାସ ତଳେ କରୋନା କବଳରୁ ସୁସ୍ଥ ହୋଇ ଫେରିଥିଲେ । ଏବେ ପୁଣି ଏହି ମହାମାରୀରେ ହୋଇଛନ୍ତି ଆକ୍ରାନ୍ତ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ। ମିଳିଥିବା ସୂଚନା ଅନୁସାରେ, ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ୨ ଜଣ ରୋଗୀ ଦେଢ଼ମାସ ତଳେ ସୁସ୍ଥ ହୋଇ ଘରକୁ…

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ୪୦ ହଜାର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ସୁସ୍ଥ ବି ହେଉଛନ୍ତି ଆକ୍ରାନ୍ତ । ସରକାରଙ୍କ ଫୋକସରେ ଏବେ କିଭଳି ଅଧିକ ଟେଷ୍ଟ କରାଯିବ । ଗତ ୨୪ ଘଣ୍ଟାରେ ରେକର୍ଡ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଲଗାତାର…