Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଲଢ଼େଇ ଜିତିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ହାରିଲା କରୋନା । ଜିତିଲେ କରୋନା ଯୋଦ୍ଧା । କରୋନା ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ପିଟାଲ କର୍ମଚାରୀ ସମସ୍ତଙ୍କୁ…

ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ 

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମ୍ସରେ ଆଜିଠାରୁ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଏହି ପରୀକ୍ଷଣ ପ୍ରଥମେ ୧୦୦…

କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ: କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ମିଥ୍ୟା ଦାବି ଏବଂ ଏକାଧିକ ମୂଲ୍ୟ ଯୋଗୁଁ ଔଷଧ କମ୍ପାନୀ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ ଜାରି । ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍‌ସିଓ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ…

ସୁସ୍ଥ ହେଲେ ଆଉ ୫୧୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧୨,୪୫୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ସେପଟେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୨, ୪୫୨ରେ ପହଂଚିଛି । 9 from…

୪ ଜିଲ୍ଲାରେ ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ବଦଳିଲା ବ୍ୟାଙ୍କ ଖୋଲିବା ସମୟ । କାଲିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଂଚଳରେ ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ…

କୁକୁର ଓ ଷଣ୍ଢ ଖାଇଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ଖାଦ୍ୟ

ଭୁବନେଶ୍ୱର: ରାଜଧାନୀରେ ଲକଡାଉନ ସମୟରେ ଭୋକିଲା ଥିବା ଗାଈ ଗୋରୀ ଓ ବୁଲା କୁକୁରଙ୍କୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଖାଦ୍ୟ ଦେଇଛି ବିଏମ୍‌ସି । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ, ୫୩ ଦିନରେ ବିଏମ୍‌ସି ବୁଲା କୁକୁର ଓ ଷଣ୍ଢକୁ ୧୦ ଲକ୍ଷ ୬୦ ହଜାର…

କମିଶନରେଟ୍ ପୋଲିସର ଦୁଇ କନଷ୍ଟେବଳ କରୋନା ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି କମିଶନରେଟ୍ ପୋଲିସର ଦୁଇ ଜଣ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇ ଜଣ ରିଜର୍ଭ ଲାଇନ୍‌ର କନଷ୍ଟେବଳ । ଉଭୟ ଛୁଟିରୁ ଫେରି ସଙ୍ଗରୋଧରେ ଥିଲେ । ପରେ ଉଭୟଙ୍କ…

ଏଥର କଟକରେ ହେବନି ଗଣେଶ ପୂଜା

କଟକ: ବର୍ଷ ବର୍ଷ ଧରି ହେଉଥିବା ଗଣେଶ ପୂଜା ଉପରେ ପଡିଛି କରୋନା ମହାମାରୀର ପ୍ରଭାବ । ଏଥର ସିଲଭର ସିଟି କଟକରେ ହେବନି ଗଣେଷ ପୂଜା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନ ଏବଂ କୌଣସି ସଂସ୍ଥା କିମ୍ବା ପୂଜା କମିଟି…

କଟକରେ କମିଛି ସଂକ୍ରମିତଙ୍କ ସଂଖ୍ୟା

କଟକ: ଗତ ସପ୍ତାହକ ମଧ୍ୟରେ କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । କଟକରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାଶ । ସେ କହିଛନ୍ତି ଯେ, ସହରରେ ଜୁଲାଇ ୩୧ ଯାଏ ଲକଡାଉନ୍ ଜାରି ରହିଥିବା ବେଳେ ଏହି ସମୟରେ କରୋନା…

କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ସର୍ବାଧିକ ୨୪୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୪୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ପ୍ରାୟ ୨୧୪ଟି ସ୍ଥାନୀୟ…