Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିଧାନସଭା ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟ କରୋନା ନେଗେଟିଭ୍‌

ଭୁବନେଶ୍ୱର: ବିଧାନସଭା ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ଯେ, ପରୀକ୍ଷା କରାଯାଇଥିବା ସମସ୍ତ ବିଧାୟକଙ୍କ ନମୁନା ରିପୋର୍ଟ ନେଗେଟିଭ୍ ରହିଛି । ଜୁଲାଇ ୨ ତାରିଖରେ ବିଧାନସଭାରେ ପଂଚାୟତିରାଜ ଓ…

କରୋନା ସଂକ୍ରମଣରେ ଗଜପତି ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କର ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରରୀଙ୍କର ମୃତ୍ୟୁ ଘଟିଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ଯେଉଁମାନେ ବର୍ତ୍ତମାନ…

ଭଦ୍ରକରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି। ଏସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୨ ଜଣ…

ସଂକ୍ରମଣ ଭୟ: ଗଛ ତଳେ ଚାଲିଛି କ୍ୟାନ୍ସର ଚିକିତ୍ସା !

କଟକ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଅଫ୍ କ୍ୟାନସର ହସ୍ପିଟାଲରେ ପଜିଟିଭ ଚିହ୍ନଟ କର୍କଟ ରୋଗୀଙ୍କୁ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ମୂଳରେ ଚିକିତ୍ସା କରାଯାଉଛି । ପୂର୍ବରୁ କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ହୋଇ ଏଠାରେ…

ଗଞ୍ଜାମ ଜିଲ୍ଲାରେ ପାଞ୍ଚ ହଜାର ମୁହାଁ କରୋନା କେସ୍

ଗଞ୍ଜାମ: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ବାହାରରୁ ୩ ଜଣ ଫେରିଥିବା ବେଳେ ଅନ୍ୟ ୨୦୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୩୭…

ଭୀମସାରରୁ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସମ୍ୱଲପୁର: ବୁର୍ଲା ଭୀମସାରରୁ ପୁଣି ବାହାରିଛନ୍ତି ଚାରି ଜଣ କରୋନା ସଂକ୍ରମିତ । ସମସ୍ତ ଆକ୍ରାନ୍ତ କରୋନା ଯୋଦ୍ଧା । ଏମାନଙ୍କ ଭିତରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ସମ୍ୱଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ଭୀମସାରରୁ ସଂକ୍ରମିତ ଚିହ୍ନଟ ହୋଇଥିଲେ…

୩ କରୋନା ଯୋଦ୍ଧାଙ୍କ ସହ ସୁନ୍ଦରଗଡରେ ୧୦ ପଜିଟିଭ ଚିହ୍ନଟ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ। ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ…

ଭାଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଙ୍ଗରୋଧରେ ରହିଲେ ସୌରଭ ଗାଙ୍ଗୁଲି

କୋଲକାତା: ହୋମ କ୍ୱାରେନଟାଇନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତାଙ୍କ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲୁରୁ (CAB)ର ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇ ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୋମ…

ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନରଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନର ନୀଳା ସତ୍ୟନାରାୟଣଙ୍କର କରୋନାରେ ମୃତ୍ୟୁ ହୋଇଛି । ମୁମ୍ୱାଇର ସେଭେନ୍ ହିଲ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ନୀଳା ସତ୍ୟନାରାୟଣ ହେଉଛନ୍ତି କରୋନା ସଂକ୍ରମିତ…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୭୯ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ଦୁଇ…