Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଘରେ ରହିପାରିବେ କରୋନା ରୋଗୀ: ସରକାର

ଭୁବନେଶ୍ୱର: ଏଣିକି ଘରେ ରହିପାରିବେ କରୋନା ଆକ୍ରାନ୍ତ । ଲକ୍ଷଣ ନଥିଲେ ଏବଂ ସାମାନ୍ୟ ଲକ୍ଷଣ ଥିଲେ କରୋନା ରୋଗୀଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସହରାଂଚଳରେ ଏହି ସୁବିଧା ମିଳିବ । ରାଜ୍ୟରେ କରୋନା ସ୍ଥିତି ଓ ପରିଚାଳନା ରଣନୀତିରେ…

ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ସଚିନ ପାଇଲଟଙ୍କ ଜୟପୁର ଅଫିସ ସିଲ୍

ରାଜସ୍ଥାନ: ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଜୟପୁର ଅଫିସକୁ ସିଲ୍ କରାଯାଇଛି।ଏପରିକି ଉକ୍ତ ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମୁଖ୍ୟାଳୟକୁ ମଧ୍ୟ ଜୁଲାଇ ୧୪ ଯାଏଁ ସିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ବର୍ତ୍ତମାନ ୨୪…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…

ଭୁବନେଶ୍ୱରରେ ଆଉ ୧୪ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ କ୍ୱାରେଂଟିନ୍‌ର ଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା…

କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ

ଗଞ୍ଜାମ: କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । All staff will…

ଜୁଲାଇ ୧୭ ଯାଏଁ ଜଳେଶ୍ୱର ସଟଡାଉନ୍

ବାଲେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ବାଲେଶ୍ୱରର ଜଳେଶ୍ୱର ପୌରପାଳିକା ଅଞ୍ଚଳକୁ ଜୁଲାଇ ୧୩ ତାରିଖ ଅପରାହ୍ନ ୫ ଟାରୁ ଆସନ୍ତା ୧୭ ତାରିଖ ସକାଳ ୫ ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ଅବସରରେ ସମସ୍ତ ସପିଂ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ…

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୦କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଚାରି ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣେ…

ଓଡ଼ିଶାରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୧୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । #Cuttack…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୮,୭୮,୨୫୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…